Advertisment

ମାଟି ତଳୁ ଆପେ ଆପେ ବାହାରୁଛି ପାଣି

ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ଶିଙ୍ଗାଖୁଣ୍ଟା ପଞ୍ଚାୟତ ବନ୍ଧସାହିରେ ଏପରି ଆଶ୍ଚର୍ୟ୍ୟକର ଘଟଣା ଦେଖିବାକୁ ମିଳିଛି।

Advertisment

ବିନା ମୋଟର ସଂଯୋଗରେ ବୋରୱେଲରୁ ବାହାରୁଛି ପାଣି। ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ଶିଙ୍ଗାଖୁଣ୍ଟା ପଞ୍ଚାୟତ ବନ୍ଧସାହିରେ ଏପରି ଆଶ୍ଚର୍ୟ୍ୟକର ଘଟଣା ଦେଖିବାକୁ ମିଳିଛି। ତେବେ ଏହି ଅଞ୍ଚଳଟି ପାହାଡ଼ିଆ ଅଞ୍ଚଳ ହୋଇଥିବା ବେଳେ ଅନେକ ଟ୍ୟୁବୱେଲରୁ ପାଣି ବାହାରୁନାହିଁ। କିନ୍ତୁ ଏହି ସ୍ଥାନରୁ ଆପେ ଆପେ ପାଣି ବାହାରୁଛି। ଏହା ଶୁଣିବାକୁ ଆଶ୍ଚର୍ୟ୍ୟ ଲାଗୁଥିଲେ ବି ସତ। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Balasore Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe