Advertisment

ଦରମା ଟଙ୍କା କଣ କରନ୍ତି ରାଷ୍ଟ୍ରପତି ?

ଗୁରବାର ଭୁବନେଶ୍ୱର ତମାଣ୍ଡୋ ଦଶବାଟିଆ ସ୍ଥିତ ବ୍ରହ୍ମାକୁମାରୀ ସେଣ୍ଟରର ଲାଇଟ୍‌ହାଉସ୍‌ କମ୍ପ୍ଲେକ୍ସରେ ଶିଳାନ୍ୟାସ ଉତ୍ସବରେ ଯୋଗଦେଇଥିଲେ ମହାମହିମ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ।

Advertisment

ଗୁରବାର ଭୁବନେଶ୍ୱର ତମାଣ୍ଡୋ ଦଶବାଟିଆ ସ୍ଥିତ ବ୍ରହ୍ମାକୁମାରୀ ସେଣ୍ଟରର ଲାଇଟ୍‌ହାଉସ୍‌ କମ୍ପ୍ଲେକ୍ସରେ ଶିଳାନ୍ୟାସ ଉତ୍ସବରେ ଯୋଗଦେଇଥିଲେ ମହାମହିମ ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ‘ଦି ଇୟର ଅଫ୍‌ ପଜିଟିଭ୍‌ ଚେଞ୍ଜ ଥିମ୍‌’ ଲଞ୍ଚ କରିବା ସହ ଲୋକଙ୍କୁ ସମ୍ବୋଧନ କରି ମହାମହିମ କହିଥିଲେ, 'ମଣିଷର ଜୀବନ ଏକ ପାନିଆ ଭଳି, କେଶ ଝଡ଼ିଯିବା ପରେ ପାନିଆର କିଛି ଆବଶ୍ୟକତା ନାହିଁ' । 

Advertisment
Odisha President Of India Draupadi Murmu
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe