Advertisment

କ୍ୟାପିଟାଲ ଡ୍ରେନ୍‌ର ମାଲିକ କିଏ?

ଏ ହେଉଛି ବର୍ଷାରେ ବେହାଲ ସୌଭାଗ୍ୟ ନଗର ଅଂଚଳର ୧୦୦-ଫୁଟିଆ ରାସ୍ତାର ଦୃଶ୍ୟ। ରାସ୍ତା କଡ଼ ଜମିର ମାଲିକ ହେଉଛନ୍ତି ସରକାର। ମାତ୍ର ଜମି ଏବେ ଘରୋଇ ଲୋକଙ୍କ ନାଁରେ। ଅନେକ ଲୋକ ଚଞ୍ଚକତା କରି ଜମି ବାବଦରେ ରାଜ୍ୟ ସରକାରଙ୍କଠାରୁ ନେଇଛନ୍ତି ଦୁଇଥର ପ୍ରାପ୍ୟ। କେବଳ ସେତିକି ନୁହେଁ, ଡ୍ରେନ ରାସ୍ତା ମଧ୍ୟ ଅବରୋଧ ହୋଇଛି ଆଉ ବର୍ଷା ଜଳ ନିଷ୍କାସନରେ ସମସ୍ୟା ସୃଷ୍ଟି ହେଉଛି।

Odisha Bhubaneswar Urban Flood Drain Water
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe