ସ୍ୱାମୀଙ୍କ ମୃତ୍ୟୁର 46 ବର୍ଷ ପରେ.. | Odisha Reporter
ଦୀର୍ଘ ୪୬ ବର୍ଷ ଧରି ଚାଲିଥିଲା ଆଇନଗତ ଲଢ଼େଇରେ ପଡ଼ିଛି ପୂର୍ଣ୍ଣଛେଦ । ନିଜ ପରିଣତ ବୟସରେ ବିଜୟର ସ୍ୱାଦ ଚାଖିଛନ୍ତି ୯୧ ବର୍ଷୀୟା ବୃଦ୍ଧା ହାରା ସାହୁ । । ସ୍ୱାମୀଙ୍କ ମୃତ୍ୟୁ ପରେ ପେନସନ୍ ପାଇବା ପାଇଁ ଚଳାଇଥିବା ସଂଘର୍ଷରେ ଲାଗିଛି ବିରାମ । ଆସନ୍ତା ୨ ମାସ ମଧ୍ୟରେ ବୃଦ୍ଧାଙ୍କୁ ସମସ୍ତ ପ୍ରାପ୍ୟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଏପରି ଏକ ଘଟଣା କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକ୍ କନ୍ଦରପୁର ଗାଁର ହାରା ସାହୁରେ ଘଟିଛି ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
