Advertisment

୯୧ ବର୍ଷ ବୟସରେ ବୃଦ୍ଧା ପାଇବେ ସ୍ଵାମୀଙ୍କ ପେନସନ୍

ନିଜ ପରିଣତ ବୟସରେ ବିଜୟର ସ୍ୱାଦ ଚାଖିଛନ୍ତି ୯୧ ବର୍ଷୀୟା ବୃଦ୍ଧା ହାରା ସାହୁ । । ସ୍ୱାମୀଙ୍କ ମୃତ୍ୟୁ ପରେ ପେନସନ୍ ପାଇବା ପାଇଁ ଚଳାଇଥିବା ସଂଘର୍ଷରେ ଲାଗିଛି ବିରାମ ।

Advertisment

ଦୀର୍ଘ ୪୬ ବର୍ଷ ଧରି ଚାଲିଥିଲା ଆଇନଗତ ଲଢ଼େଇରେ ପଡ଼ିଛି ପୂର୍ଣ୍ଣଛେଦ । ନିଜ ପରିଣତ ବୟସରେ ବିଜୟର ସ୍ୱାଦ ଚାଖିଛନ୍ତି ୯୧ ବର୍ଷୀୟା ବୃଦ୍ଧା ହାରା ସାହୁ । । ସ୍ୱାମୀଙ୍କ ମୃତ୍ୟୁ ପରେ ପେନସନ୍ ପାଇବା ପାଇଁ ଚଳାଇଥିବା ସଂଘର୍ଷରେ ଲାଗିଛି ବିରାମ । ଆସନ୍ତା ୨ ମାସ ମଧ୍ୟରେ ବୃଦ୍ଧାଙ୍କୁ ସମସ୍ତ ପ୍ରାପ୍ୟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଏପରି ଏକ ଘଟଣା କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକ୍ କନ୍ଦରପୁର ଗାଁର ହାରା ସାହୁରେ ଘଟିଛି ।

Advertisment
Odisha Kendrapada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe