Advertisment

ଶଙ୍ଖା-ସିନ୍ଦୂର ପାଇଁ ପତ୍ନୀ ପଢୁଛନ୍ତି ହନୁମାନ ଚାଳିଶା

ଜୀବନ-ମୃତ୍ୟୁ ସହ ସଂଘର୍ଷ କରୁଥିବା ସ୍ବାମୀଙ୍କ ପାଇଁ ସ୍ତ୍ରୀଙ୍କ କଠୋର ତପସ୍ୟା । ଲୁହରେ ଜଳୁଛି ଦୀପ ଆଉ ଛାତିରେ କୋହ ଚାପି ହନୁମାନଙ୍କୁ ପ୍ରାର୍ଥନା କରୁଛନ୍ତି ପରିବାର ଲୋକେ।

author-image
Manoj Swain

ଜୀବନ-ମୃତ୍ୟୁ ସହ ସଂଘର୍ଷ କରୁଥିବା ସ୍ବାମୀଙ୍କ ପାଇଁ ସ୍ତ୍ରୀଙ୍କ କଠୋର ତପସ୍ୟା । ଲୁହରେ ଜଳୁଛି ଦୀପ ଆଉ ଛାତିରେ କୋହ ଚାପି ହନୁମାନଙ୍କୁ ପ୍ରାର୍ଥନା କରୁଛନ୍ତି ପରିବାର ଲୋକେ। ହେ ଜୟ ହନୁମାନ ସଙ୍କଟ ମୋଚନ, ଏ ବିପଦରୁ ମୋ ସ୍ବାମୀଙ୍କୁ ଉଦ୍ଧାର କର। ଏବେ ଅତୁଟ ଅଛି ଭରସା, ଲିଭିନି ସିନ୍ଥିରୁ ସିନ୍ଦୂର, ଭାଙ୍ଗିବନି ହାତର ଶଙ୍ଖା ।

Advertisment
Odisha Ganjam