ହେ ସରକାର, ମୋ ପୁଅକୁ ବଞ୍ଚାଇ ଦିଅ... | Helpless Mother | Bhadrak | Odisha Reporter
ସ୍ୱାମୀର କିଡନୀ ଦୁଇଟି ଖରାପ ହୋଇଗଲା ବୋଲି ଛାଡ଼ି ପଳାଇଲା ସ୍ତ୍ରୀ। ବିଛଣାରେ ପଡ଼ି ଯନ୍ତ୍ରଣାରେ ଛଟପଟ ହେଉଛି ସ୍ୱାମୀ। ଭେଣ୍ଡିଆ ପୁଅକୁ ଏମିତି ଅବସ୍ଥାରେ ଦେଖି ନିଃସହାୟ ବୋଲି ଲୁହ ବି ଝରାଇ ପାରୁନି ବୁଢ଼ୀ ମାଆ। ସ୍ୱାମୀର ଏପରି ଅବସ୍ଥାରେ ସ୍ତ୍ରୀ ସିନା ଛାଡ଼ି ପଳାଇଲା ହେଲେ ସେ ପରା ମାଆ। ପୁଅକୁ ଏଭଳି ଅବସ୍ଥାରେ ଏକା କରିଦେବ କେମିତି ? ପାଖେ ପାଖେ ରହି ପୁଅର ସେବା କରୁଛି। ପୁଅ ପାଇଁ ୬୨ ବର୍ଷୀୟ ବୃଦ୍ଧା ମା’ ସାଜିଛି ଆଶବାଡ଼ି। ପୁଅକୁ ଭଲ କରିଦେବା ପାଇଁ ସରକାରଙ୍କ ପାଖରେ ଗୁହାରୀ କରିଛି। ଏପରି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାରେ ଚାନ୍ଦବାଲି ବ୍ଲକ ଦୋସିଙ୍ଗା ପଞ୍ଚାୟତ ବାଲିସାହି ଗ୍ରାମରେ ଦୈତାରୀ ଦାସ। ବୟସ ୩୫ ବର୍ଷ ହେବ। ତାଙ୍କର ଦୁଇଟି କିଡନୀ ନଷ୍ଟ ହେବା ପରେ ପ୍ରାୟ ୭ ମାସ ହେବ ବିଛଣାରେ ପଡ଼ି ରହିଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
