ପତ୍ନୀଙ୍କ ବିରହରେ ଘରେ ତିଆରି କଲେ ସିଲିକନ ପ୍ରତିମୂର୍ତ୍ତି

ପ୍ରାଣପ୍ରିୟାଙ୍କ ଅନୁପସ୍ଥିତି ମର୍ମେମର୍ମେ ଅନୁଭବ କରୁଥିଲେ ପ୍ରଶାନ୍ତ। ଭାରାକ୍ରାନ୍ତ ଶରୀରକୁ ଧରି ସଞ୍ଜ ବେଳେ ଘରକୁ ଫେରିଲା ବେଳେ ଧର୍ମପତ୍ନୀଙ୍କ କଣ୍ଠସ୍ୱର ଗୁଞ୍ଜରିତ ହେଲା ପରି ତାଙ୍କୁ ଲାଗୁଥିଲା। ହେଲେ କରିବେ କ’ଣ?

Ganjam PhotoOR

ପତ୍ନୀଙ୍କ ପ୍ରତିମୂର୍ତ୍ତି ସହିତ ପୂରା ପରିବାର

Manoranjan Sial
  • Published: Sunday, 06 October 2024
  • Updated: 06 October 2024, 07:23 PM IST

Sports

Latest News

ପତ୍ନୀଙ୍କ ମୃତ୍ୟୁ ହେବାକୁ ୪ ବର୍ଷ ବିତିଲାଣି। ହେଲେ ଆଜି ପର୍ଯ୍ୟନ୍ତ ତାଙ୍କୁ ଭୁଲି ପାରୁନାହାନ୍ତି। ନିଜ ହୃଦୟରେ ସାଇତି ରଖିଛନ୍ତି। କର୍ମକ୍ଷେତ୍ରରୁ ଫେରିବା ପରେ ତାଙ୍କୁ ଖୋଜନ୍ତି। ସେଥିପାଇଁ ଭାବପ୍ରବଣ ହୋଇପଡ଼ନ୍ତି। ତେଣୁ ପୁଅ ଓ ଝିଅଙ୍କ ପରାମର୍ଶରେ ଘରେ ପ୍ରାଣପ୍ରିୟାଙ୍କ ସିଲ୍‌କନ୍‌ ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି ଯୁବ ବ୍ୟବସାୟୀ ପ୍ରଶାନ୍ତ ନାୟକ।

ବ୍ରହ୍ମପୁର ଟାଉନ୍‌ର ଯୁବ ବ୍ୟବସାୟୀ ପ୍ରଶାନ୍ତ ନାୟକ। ପତ୍ନୀ କିରଣ, ଝିଅ ମେହେକ, ପୁଅ ଆୟନ୍‌, ମାଆ ଓ ଭାଇଙ୍କୁ ନେଇ ତାଙ୍କ ପରିବାର। ସବୁକିଛି ଠିକ୍‌ଠାକ୍‌ ଚାଲିଥିଲା। ହେଲେ ୨୦୨୧ ମସିହାରେ ମହାମାରୀ କରୋନାର କାଳ ଛାଇ ସେହି ପରିବାର ଉପରେ ପଡ଼ିଥିଲା। ଆଉ ସେଥିରେ ଆଖି ବୁଜିଲେ କିରଣ। ପ୍ରଶାନ୍ତ ସିନା ରୋଜଗାର କରୁଥିଲେ, ହେଲେ ପୂରା ପରିବାରର ମେରୁଦଣ୍ଡ ଥିଲେ କିରଣ। ଘରର ଯାବତୀୟ କଥା ଓ ପିଲାଙ୍କ ଅଳି ଅର୍ଦ୍ଦଳୀ ବୁଝିଥିଲେ ସିଏ। ହେଲେ ହଠାତ୍‌ ତାଙ୍କ ବିୟୋଗ ପ୍ରଶାନ୍ତଙ୍କୁ ବ୍ୟତିବ୍ରସ୍ତ କରିଥିଲା। ଆଉ ପରିବାର ଆଖିରେ ଦେଇଥିଲା ଅବିସ୍ରାନ୍ତ ଲୁହ।

Also Read

ପ୍ରାଣପ୍ରିୟାଙ୍କ ଅନୁପସ୍ଥିତି ମର୍ମେମର୍ମେ ଅନୁଭବ କରୁଥିଲେ ପ୍ରଶାନ୍ତ। ଭାରାକ୍ରାନ୍ତ ଶରୀରକୁ ଧରି ସଞ୍ଜ ବେଳେ ଘରକୁ ଫେରିଲା ବେଳେ ଧର୍ମପତ୍ନୀଙ୍କ କଣ୍ଠସ୍ୱର ଗୁଞ୍ଜରିତ ହେଲା ପରି ତାଙ୍କୁ ଲାଗୁଥିଲା। ହେଲେ କରିବେ କ’ଣ? କେବଳ ସଞ୍ଜୁଆ ରାତିରେ ଖୋଲା ଆକାଶକୁ ଅନାଇବା ଛଡ଼ା ଆଉ କିଛି ତାଙ୍କ ପାଖରେ ନଥିଲା। ସେପଟେ ପୁଅ ଓ ଝିଅଙ୍କ ନୀରବତା ପ୍ରଶାନ୍ତଙ୍କୁ ବ୍ୟଥିତ କରୁଥିଲା। ଛାତି ଭିତରେ ଛାତିଏ କୋହକୁ ଜାବୁଡି ଧରି ପିଲାଙ୍କୁ ବୁଝାଇ ଦେଉଥିଲେ।

ପୁଅ ସିନା ଛୋଟି ଜାଣିପାରେନି। ହେଲେ ପ୍ରଶାନ୍ତଙ୍କ ବଡ଼ ଝିଅ ସବୁ ବୁଝି ପାରୁଥିଲା। ସିଏ ମାଆଙ୍କ ଅନୁପସ୍ଥିତି ଓ ବାପାଙ୍କ ଯନ୍ତ୍ରଣାକୁ ଅନୁଭବ କରିପାରୁଥିଲେ। ତେଣୁ ଘରେ ମାଆ(କିରଣ)ଙ୍କ ପ୍ରତିମୂର୍ତ୍ତିଟିଏ ନିର୍ମାଣ କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ହେଲେ ପ୍ରଶାନ୍ତ ପ୍ରଥମେ ମନା କରିଥିଲେ। କେତେ ଅଳି କରିବାରୁ ରାଜି ହୋଇଥିଲେ ପ୍ରଶାନ୍ତ। ତା’ପରେ କିରଣଙ୍କ ପ୍ରତିମୂର୍ତ୍ତି ନିର୍ମାଣ ପ୍ରକ୍ରିୟା ଆରମ୍ଭ ହେଲା।

Ganjamଇଏ ସେହି ପ୍ରତିମୂର୍ତ୍ତି

ବେଙ୍ଗାଲୁରୁ ଚର୍ଚ୍ଚିତ ଶିଳ୍ପୀ ଶ୍ରୀଧରନଙ୍କ ସହିତ ଯୋଗାଯୋଗ କରାଯାଇଥିଲା। ପ୍ରାୟ ଦେଢ଼ ବର୍ଷରେ ସିଲ୍‌କନ୍‌ରେ କିରଣଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରାଯାଇଥିଲା। ଏଥିପାଇଁ ୮ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ସେହି ପ୍ରତିମୂର୍ତ୍ତିକୁ ଡ୍ରଇଁ ରୁମ୍‌ ସୋଫାରେ ରଖାଯାଇଛି। 

ଝିଅ ମେହେକ କହିଛନ୍ତି, ପ୍ରତିମୂର୍ତ୍ତି ନିର୍ମାଣ ପରେ ମାଆଙ୍କ ଅନୁପସ୍ଥିତି ଅନୁଭବ କରୁନୁ। ଭାବୁଛୁ, ମମି ଆମ ସହିତ ରହିଛନ୍ତି ଓ କଥା ହେଉଛନ୍ତି। ସିଏ ମୋ ପଛେ ପଛେ ଯାଉଛନ୍ତି ବୋଲି ଅନୁଭବ ଲାଗୁଛି ବୋଲି ମେହେକ କହିଛନ୍ତି।

ରିପୋର୍ଟ- ବ୍ରହ୍ମପୁରରୁ ଅଶୋକ ବ୍ରହ୍ମା

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story