Advertisment

ସ୍ୱପ୍ନର ପାଉଁଶ ଗଦାରେ ଦରପୋଡ଼ା ଦେହ

ହାର୍‌ ମାନି ନାହାନ୍ତି ରଶ୍ମିତା ପାଣିଗ୍ରାହୀ। ହସ୍ପିଟାଲ ବେଡ୍‌ରେ ଥାଇ IAS ଅଫିସର ହେବାର ସ୍ୱପ୍ନ ଦେଖୁଛନ୍ତି ରାୟଗଡ଼ା ଜିଲ୍ଲା ଗୁଣପୁରର ଉଚ୍ଚଶିକ୍ଷିତା ଯୁବତୀ ରଶ୍ମିତା ପାଣିଗ୍ରାହୀ। ସ୍ୱାମୀ ଓ ଦିଅର ଯୌତୁକ ଦାବି କରି କିରୋସିନ ଢାଳି ତାଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଥିଲେ ।

author-image
Manoj Swain

ଏ କାହାଣୀକୁ କେଉଁଠାରୁ ଆରମ୍ଭ କରାଯିବ। ଦରପୋଡ଼ା ହୃଦୟର ଅମାନିଆ ଲୁହରୁ, ନା ଜଳି ଯାଇଥିବା ସ୍ୱପ୍ନର ପାଉଁଶ ଗଦାରୁ। ଏ କାହାଣୀକୁ କେମିତି କୁହାଯିବ । ଯୌତୁକ ଜୁଇର ଅଗ୍ନିଶିଖାରୁ, ନା ଭଗ୍ନ ଭବିଷ୍ୟତର ଅନ୍ଧାର ରାତିରୁ। ସ୍ୱପ୍ନର ପାଉଁଶ ଗଦାରେ ଦରପୋଡା ଶରୀର ଅର୍ଦ୍ଧଦଗ୍ଧ ତୂଳୀ ଧରି କଣ ଏମିତି ଚିତ୍ର ଆଙ୍କିପାରେ ।

Advertisment
Odisha Rayagada