Advertisment

ପରିବାର ନିୟୋଜନ ଅପରେସନ ହେଲା କାଳ !

ଇଏ ବା ବାପା । କେମିତି ଛାତି ଫାଟିଯିବନି । କେମିତି ରକତ ମାଂସର ହୃଦୟଟା ସହିପାରିବ ଯେ । ପେଟକୁ ମାରି ପିଠିରେ ପକାଇ ଇଏ ବା ଦିନେ ଦୁନିଆ ବୁଲାଉଥିଲେ । ଆଜି ସିନା ବାପଟା ବୁଢା ହୋଇଗଲା, ହେଲେ କଣ ତା ସନ୍ତାନ ପ୍ରତି ମମତା କମିଗଲା ନା କମିପାରିବ ।

Advertisment

‘ମୋ ଝିଅକୁ ମାରିଦେଲେ। ପରିବାର ନିୟୋଜନ ଅପରେସନ ବେଳେ ଡାକ୍ତର ପରିସ୍ରା ନାଡ଼ିକୁ କାଟି ଦେବାରୁ ମୋ ଝିଅ ମରିଗଲା। ମୋ ଝିଅକୁ ମୋତେ ଆଣିଦିଅ। ସେ ଝିଅ ନଥିଲା, ସେ ମୋ ପୁଅ ଥିଲା। ମୁଁ ଏବେ ତା’ପୁଅକୁ କିପରି ମଣିଷ କରିବି।’ ଏପରି କହି ଭଦ୍ରକ ଜିଲ୍ଲାପାଳଙ୍କ ଅଫିସ ଆଗରେ କାନ୍ଦି କାନ୍ଦି ଗଡ଼ିଯାଉଛନ୍ତି ଜଣେ ବୃଦ୍ଧ ବାପା। ପରିବାର ନିୟୋଜନ ଅପରେସନ ପରେ ତାଙ୍କ ଝିଅର ମୃତ୍ୟୁ ଘଟିଛି।

Advertisment
Bhadrak Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe