କାଠରେ ହନୁମାନ ଚାଳିଶା ପୁସ୍ତକ; ଅଯୋଧ୍ୟା ପଠାଇବାକୁ ମୋଦିଙ୍କୁ କଲେ ନିବେଦନ

କରୋନା ପାଇଁ କାମଦାମ ସବୁ ବନ୍ଦ ହୋଇଗଲା। କ’ଣ କରିବେ? କେମିତି ସମୟ ଅତିବାହିତ କରିବେ? ସେହି ଚିନ୍ତାରେ ପଡ଼ିଗଲେ ଅରୁଣ। ସେହି ସମୟରେ ତାଙ୍କ ମୁଣ୍ଡକୁ ଜୁଟିଥିଲା ଏହି ଆଇଡିଆ। କାଠରେ ବିଭିନ୍ନ ଶ୍ଲୋକକୁ ଅକ୍ଷର ଖୁଦେଇ କରିବେ।

Hanuman PhotoOR

କାଠରେ ଲେଖା ଯାଇଥିବା ହନୁମାନ ଚାଳିଶା

Manoranjan Sial
  • Published: Monday, 15 January 2024
  • Updated: 15 January 2024, 10:02 PM IST

Sports

Latest News

ହନୁମାନ ଚାଳିଶା। ପୁସ୍ତକ ଆକାରରେ ହନୁମାନ ଚାଳିଶା ପଢ଼ିଥିବେ ବା ଦେଖିଥିବେ। ହେଲେ ଏବେ କାଠ ପଟାରେ ଅକ୍ଷର ଖଞ୍ଜାଯାଇ ଲେଖାଯାଇଛି ହନୁମାନ ଚାଳିଶା ଓ ତାକୁ ଦିଆଯାଇଛି ପୁସ୍ତକର ରୂପ। ଏପରି କାର୍ଯ୍ୟ କରିବାରେ ସକ୍ଷମ ହୋଇଛନ୍ତି ଗଞ୍ଜାମର ଜଣେ କାରିଗର। ତାଙ୍କ ନାଁ ଅରୁଣ ସାହୁ। ବାପାଙ୍କଠାରୁ କାଠ କାମ ଶିଖି ଆଜି କାଠରେ ତିଆରି କରିଛନ୍ତି ହନୁମାନ ଚାଳିଶା ପୁସ୍ତକ। ହନୁମାନ ଚାଳିଶାକୁ ସେ ହିନ୍ଦୀରେ ଲେଖିଛନ୍ତି। ଏହି ଗ୍ରନ୍ଥକୁ ସେ ଅଯୋଧ୍ୟା ପଠାଇବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ଏଥିପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ରାମ ମନ୍ଦିର ଟ୍ରଷ୍ଟକୁ ନିବେଦନ କରିଛନ୍ତି।

ହିଞ୍ଜିଳିକାଟୁ କଣ୍ଠେଇକୋଳୀ ଗାଁର ଅରୁଣ ସାହୁଙ୍କ ବାପା ଜଣେ ବଢ଼େଇ। ସେ ବିଭିନ୍ନ ଘର କରଣା ସାମଗ୍ରୀ ତିଆରି କରନ୍ତି। ବାପାଙ୍କ ପଦାଙ୍କ ଅନୁସରଣ କରି ଏହି ପେସାକୁ ଆପଣାଇଥିଲେ ଅରୁଣ। ଟୁକୁରା ମୁକୁରା କାଠରେ ତିଆରି କରୁଥିଲେ ଖେଳଣା। ଉତ୍ସାହର ସହିତ ନିଜର କାମ କରୁଥିବା ବେଳେ ମହାମାରୀ କରୋନାରେ ପ୍ରଭାବିତ ହେଲା ସମଗ୍ର ବିଶ୍ୱ। ଆଉ ତାହାରି ଭିତରେ ଛନ୍ଦି ହୋଇପଡ଼ିଲେ ଅରୁଣଙ୍କ ଜୀବନ ଓ ଜୀବୀକା।

Also Read

କରୋନା ପାଇଁ କାମଦାମ ସବୁ ବନ୍ଦ ହୋଇଗଲା। କ’ଣ କରିବେ? କେମିତି ସମୟ ଅତିବାହିତ କରିବେ? ସେହି ଚିନ୍ତାରେ ପଡ଼ିଗଲେ ଅରୁଣ। ସେହି ସମୟରେ ତାଙ୍କ ମୁଣ୍ଡକୁ ଜୁଟିଥିଲା ଏହି ଆଇଡିଆ। କାଠରେ ବିଭିନ୍ନ ଶ୍ଲୋକକୁ ଅକ୍ଷର ଖୁଦେଇ କରିବେ। ପରବର୍ତ୍ତୀ ସମୟରେ ସେହି ଅକ୍ଷର ଗୁଡ଼ିକୁ କାଠ ପଟାରେ ଖଞ୍ଜିବେ।ସେଥିରେ ସଫଳ ମଧ୍ୟ ହୋଇଥିଲେ। ତା’ପରେ ସେ କାଠରେ ହିନ୍ଦୀରେ ହନୁମାନ ଚାଳିଶା ଲେଖିବା ଆରମ୍ଭ କରିଥିଲେ।

Ganjamସାଥୀଙ୍କ ସହ କାମ କରୁଛନ୍ତି ଅରୁଣ

ଲକ୍‌ଡାଉନ୍‌ ଶଟ୍‌ଡାଉନ୍‌ ଭିତରେ କାଠରେ ହନୁମାନ ଚାଳିଶାର ସବୁ ଅକ୍ଷର ହିନ୍ଦୀରେ ତିଆରି କରିଥିଲେ। ପରେ ତାକୁ ଖଞ୍ଜି ଥିଲେ। ପ୍ରଥମ ପୃଷ୍ଠାରେ ପ୍ରଭୁ ଶ୍ରୀରାମ ଓ ହନୁମାନଙ୍କ ଚିତ୍ର ରଖିଥିଲେ। ସେଥିପାଇଁ ଗୋଟିଏ ବକ୍ସ ମଧ୍ୟ ତିଆରି କରିଥିଲେ। କହିବାକୁ ଗଲେ କାଠ ହନୁମାନ ଚାଳିଶା ପୁସ୍ତକ ତିଆରି କରିଥିଲେ ଅରୁଣ। ଏକଦମ୍‌ ନିର୍ଭୁଲ ଓ ସୁନ୍ଦର ଭାବେ ହନୁମାନ ଚାଳିଶାକୁ ଲେଖାଯାଇଛି। ଅକ୍ଷର ଗୁଡ଼ିକ ଗମ୍ଭାରୀ କାଠରେ ଖୋଦା ଯାଇଥିବା ବେଳେ ବକ୍ସ ଓ ଅକ୍ଷର ପେଷ୍ଟ ହୋଇଥିବା ପଟାଗୁଡ଼ିକ ସାଗୁଆନ୍‌ କାଠରେ ତିଆରି। କାଗଜ ପୁସ୍ତକ ଭଳି କାଠରେ ତିଆରି ଏହି  ହନୁମାନ ଚାଳିଶା ପୁସ୍ତକକୁ ପୃଷ୍ଠା ପରେ ପୃଷ୍ଠା ଓଲଟାଇ ପଢ଼ା ଯାଇପାରିବ। ଏହି ହନୁମାନ ଚାଳିଶାକୁ ଅଯୋଧ୍ୟା ପଠାଇବାକୁ ଆଗ୍ରହ ପ୍ରକାଶ କରିଛନ୍ତି ଅରୁଣ। 

Ganjamଅରୁଣଙ୍କ କଳାକୃତି

ଅରୁଣ କହିଛନ୍ତି, କାଠରେ ହନୁମାନ ଚାଳିଶା ଲେଖା ହେବା ନେଇ ପ୍ରଚାରିତ ହେବା ପରେ ଏହି କଳାର ଚାହିଦା ବଢ଼ିବାରେ ଲାଗିଛି। ଲୋକମାନେ ଶିଖିବାକୁ ଆସୁଛନ୍ତି। ଆଖପାଖ ଗାଁର ଯୁବକ ଓ ଯୁବତୀମାନେ ବର୍ତ୍ତମାନ ଶିଖୁଛନ୍ତି। ବର୍ତ୍ତମାନ ହନୁମାନ ଚାଳିଶା ସହିତ ଅନ୍ୟ ସବୁ ହିନ୍ଦୁ ଦେବାଦେବୀଙ୍କ ମନ୍ତ୍ରକୁ କାଠ ପାଠାରେ ଖୋଦେଇ କରାଯାଉଛି। ଏହାଛଡ଼ା ରାଜନେତା ଓ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷଙ୍କ ଛବିକୁ କାଠ ପଟାରେ ଅଙ୍କନ କରାଯାଉଛି। ଏହା ଚାହିଦା ଭୁବନେଶ୍ୱରରେ ପଡ଼ିଥିବା ମେଳାରେ ଦେଖିବାକୁ ମିଳିଥିଲା। ଲୋକମାନେ ଆଦରର ସହକାରେ ଏହି ସବୁ ସାମଗ୍ରୀ କିଣି ନେଉଥିବା ଦେଖିବାକୁ ମିଳିଥିଲା ବୋଲି ଅରୁଣ କହିଛନ୍ତି।

ରିପୋର୍ଟ- ବ୍ରହ୍ମପୁରରୁ ଜଗନ୍ନାଥ ସାହୁ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story