/odisha-reporter/media/post_attachments/uploads/2015/10/tebul-tennis.jpg)
tebul tennis
ଭୁବନେଶ୍ୱର: ଆସନ୍ତା ୯ ତାରିଖରୁ ଭୁବନେଶ୍ୱର ସହିଦନଗର ଇଣ୍ତୋର ହଲରେ ଖେଳାଯିବ ଏମସିଏଲ କପ୍ ଭୁବନେଶ୍ୱର ଓପନ୍ ଟେବୁଲ ଟେନିସ ଟୁର୍ନାମେଣ୍ଟ । ଏଥିସହ ଆନ୍ତଃସ୍କୁଲ ଟେବୁଲ ଟେନିସ ଟୁର୍ନାମେଣ୍ଟ ମଧ୍ୟ ଆୟୋଜନ କରାଯିବ। ୮ଟି ବର୍ଗରେ ପ୍ରତିଯୋଗିତା ହେବାକୁ ଥିବାବେଳେ ଆନ୍ତଃସ୍କୁଲ କ୍ଷେତ୍ରରେ ୨ଟି ବର୍ଗରେ ପ୍ରତିଯୋଗିତା ହେବ। ୧୧ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଟୁର୍ନାମେଣ୍ଟରେ ଶହେରୁ ଅଧିକ ପ୍ରତିଯୋଗୀ ଭାଗ ନେବେ ବୋଲି ସାମ୍ୱାଦିକ ସମ୍ମିଳନୀରେ ଭୁବନେଶ୍ୱର ଟେବୁଲ ଟେନିସ ଆସୋସିଏଶନ ପକ୍ଷରୁ ସୂଚନା ଦିଆଯାଇଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
