Advertisment

୯ରୁ ଭୁବନେଶ୍ୱରରେ ଏମସିଏଲ କପ ଓପନ ଟେବୁଲ ଟେନିସ ଟୁର୍ନାମେଣ୍ଟ

ଭୁବନେଶ୍ୱର: ଆସନ୍ତା ୯ ତାରିଖରୁ ଭୁବନେଶ୍ୱର ସହିଦନଗର ଇଣ୍ତୋର ହଲରେ ଖେଳାଯିବ ଏମସିଏଲ କପ୍ ଭୁବନେଶ୍ୱର ଓପନ୍ ଟେବୁଲ ଟେନିସ ଟୁର୍ନାମେଣ୍ଟ । ଏଥିସହ ଆନ୍ତଃସ୍କୁଲ ଟେବୁଲ ଟେନିସ ଟୁର୍ନାମେଣ୍ଟ ମଧ୍ୟ ଆୟୋଜନ କରାଯିବ। ୮ଟି ବର୍ଗରେ ପ୍ରତିଯୋଗିତା ହେବାକୁ ଥିବାବେଳେ ଆନ୍ତଃସ୍କୁଲ କ୍ଷେତ୍ରରେ ୨ଟି ବର୍ଗରେ ପ୍ରତିଯୋଗିତା ହେବ। ୧୧ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଟୁର୍ନାମେଣ୍ଟରେ ଶହେରୁ ଅଧିକ ପ୍ରତିଯୋଗୀ ଭାଗ ନେବେ ବୋଲି ସାମ୍ୱାଦିକ ସମ୍ମିଳନୀରେ ଭୁବନେଶ୍ୱର ଟେବୁଲ ଟେନିସ ଆସୋସିଏଶନ ପକ୍ଷରୁ […]

୯ରୁ ଭୁବନେଶ୍ୱରରେ ଏମସିଏଲ କପ ଓପନ ଟେବୁଲ ଟେନିସ ଟୁର୍ନାମେଣ୍ଟ

tebul tennis

Advertisment

ଭୁବନେଶ୍ୱର: ଆସନ୍ତା ୯ ତାରିଖରୁ ଭୁବନେଶ୍ୱର ସହିଦନଗର ଇଣ୍ତୋର ହଲରେ ଖେଳାଯିବ ଏମସିଏଲ କପ୍ ଭୁବନେଶ୍ୱର ଓପନ୍ ଟେବୁଲ ଟେନିସ ଟୁର୍ନାମେଣ୍ଟ । ଏଥିସହ ଆନ୍ତଃସ୍କୁଲ ଟେବୁଲ ଟେନିସ ଟୁର୍ନାମେଣ୍ଟ ମଧ୍ୟ ଆୟୋଜନ କରାଯିବ। ୮ଟି ବର୍ଗରେ ପ୍ରତିଯୋଗିତା ହେବାକୁ ଥିବାବେଳେ ଆନ୍ତଃସ୍କୁଲ କ୍ଷେତ୍ରରେ ୨ଟି ବର୍ଗରେ ପ୍ରତିଯୋଗିତା ହେବ। ୧୧ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଟୁର୍ନାମେଣ୍ଟରେ ଶହେରୁ ଅଧିକ ପ୍ରତିଯୋଗୀ ଭାଗ ନେବେ ବୋଲି ସାମ୍ୱାଦିକ ସମ୍ମିଳନୀରେ ଭୁବନେଶ୍ୱର ଟେବୁଲ ଟେନିସ ଆସୋସିଏଶନ ପକ୍ଷରୁ ସୂଚନା ଦିଆଯାଇଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe