କୁକ୍‌ଙ୍କ ଶ୍ରେଷ୍ଠ କ୍ରିକେଟ୍‌ ଏକାଦଶରେ ନାହାନ୍ତି କୌଣସି ଭାରତୀୟ

ଲଣ୍ଡନ: ଭାରତ ବିପକ୍ଷ ଟେଷ୍ଟ୍‌ ସିରିଜ୍‌ର ଅନ୍ତିମ ମ୍ୟାଚ୍‌ରେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ସନ୍ନ୍ୟାସ ନେବାକୁ ଘୋଷଣା କରିଥିବା ଇଂଲିଶ ବ୍ୟାଟ୍ସମ୍ୟାନ୍ ଆଲିଷ୍ଟର୍‌ କୁକ୍ ନିଜ ପସନ୍ଦର ସର୍ବକାଳୀନ ଶ୍ରେଷ୍ଠ କ୍ରିକେଟ ଟିମର ସଦସ୍ୟଙ୍କ ତାଲିକା ଆଜି ପ୍ରକାଶ କରିଛନ୍ତି ।    ତେବେ କୁକ୍‌ଙ୍କ ଏହି ଏକାଦଶରେ  କୌଣସି ଭାରତୀୟ କ୍ରିକେଟର ସ୍ଥାନ ପାଇନାହାନ୍ତି। ଯାହା କ୍ରିକେଟ୍‌ ବିଶେଷଜ୍ଞଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି।   କୁକ୍ କହିଛନ୍ତି, ମୁଁ ସେହି ଖେଳାଳିମାନଙ୍କୁ ସର୍ବକାଳୀନ ଏକାଦଶରେ ସ୍ଥାନ ଦେଇଛି, […]

cook1

cook1

Hemant Lenka
  • Published: Wednesday, 05 September 2018
  • Updated: 05 September 2018, 04:01 PM IST

Sports

Latest News

ଲଣ୍ଡନ: ଭାରତ ବିପକ୍ଷ ଟେଷ୍ଟ୍‌ ସିରିଜ୍‌ର ଅନ୍ତିମ ମ୍ୟାଚ୍‌ରେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ସନ୍ନ୍ୟାସ ନେବାକୁ ଘୋଷଣା କରିଥିବା ଇଂଲିଶ ବ୍ୟାଟ୍ସମ୍ୟାନ୍ ଆଲିଷ୍ଟର୍‌ କୁକ୍ ନିଜ ପସନ୍ଦର ସର୍ବକାଳୀନ ଶ୍ରେଷ୍ଠ କ୍ରିକେଟ ଟିମର ସଦସ୍ୟଙ୍କ ତାଲିକା ଆଜି ପ୍ରକାଶ କରିଛନ୍ତି । 
 
ତେବେ କୁକ୍‌ଙ୍କ ଏହି ଏକାଦଶରେ  କୌଣସି ଭାରତୀୟ କ୍ରିକେଟର ସ୍ଥାନ ପାଇନାହାନ୍ତି। ଯାହା କ୍ରିକେଟ୍‌ ବିଶେଷଜ୍ଞଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି।
 
କୁକ୍ କହିଛନ୍ତି, ମୁଁ ସେହି ଖେଳାଳିମାନଙ୍କୁ ସର୍ବକାଳୀନ ଏକାଦଶରେ ସ୍ଥାନ ଦେଇଛି, ଯେଉଁମାନଙ୍କ ସହ କିମ୍ବା ବିରୋଧରେ ମ୍ୟାଚ୍‌ ଖେଳିଛି ।
 
କୁକ୍ ଦଳର ଅଧିନାୟକ ଭାବେ ଇଂଲଣ୍ଡର ପୂର୍ବତନ କ୍ରିକେଟର୍ ଗ୍ରାହାମ ଗୁଚ୍‌ଙ୍କୁ ଚୟନ କରିଛନ୍ତି। ଗୁଚ୍‌ଙ୍କୁ ସେ ଓପନିଂ ବ୍ୟାଟସ୍‌ମ୍ୟାନ୍‌ ଭାବେ ମଧ୍ୟ ଶ୍ରେଷ୍ଠ ଏକାଦରେ ସ୍ଥାନ ଦେବା ସହ ଅନ୍ୟତମ ଓପନର୍‌ ଭାବେ ସେ ଅଷ୍ଟ୍ରେଲିଆର ବାମହାତୀ ବ୍ୟାଟ୍ସମ୍ୟାନ୍ ମାଥ୍ୟୁ ହେଡେନ୍‌ଙ୍କୁ ପସନ୍ଦ କରିଛନ୍ତି।
 
ତାଙ୍କ ଟିମ୍‌ରେ ବ୍ରାଏନ୍ ଲାରା, ରିକି ପଣ୍ଟିଂ, ଏବି ଡି’ଭିଲିୟର୍ସ ଏବଂ ଜ୍ୟାକ୍ କ୍ୟାଲିସ୍‌ଙ୍କ ଭଳି ଅଭିଜ୍ଞ ଖେଳାଳି ଅଛନ୍ତି। ଶ୍ରୀଲଙ୍କାର ମହାନ ବ୍ୟାଟ୍ସମ୍ୟାନ୍ କୁମାର ସାଙ୍ଗାକାରା ୱିକେଟ୍‌କିପର ଭାବେ କୁକ୍‌ଙ୍କ ଶ୍ରେଷ୍ଠ ଏକାଦଶରେ ରହିଛନ୍ତି। 
 
ସେହିପରି ସ୍ପିନ୍‌ର ଭାବେ ମୁଥିଆ ମୁରଲୀଧରନ ଓ ଶେନ୍ ୱାର୍ଣ୍ଣ ସ୍ଥାନ ପାଇଥିବା ବେଳେ ପେସ୍ ବୋଲର ଭାବେ ଗ୍ଲେନ ମ୍ୟାଗ୍ରାଥ ଓ ଜେମ୍ସ ଆଣ୍ଡରସନ୍ ରହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story