ଅମୀୟ ଓ ଶ୍ରାବଣୀଙ୍କୁ ସ୍ୱର୍ଣ୍ଣ, ଦୂତିଙ୍କୁ ରୌପ୍ୟ

ଭୁବନେଶ୍ୱର: କର୍ଣ୍ଣାଟକର ମାଙ୍ଗାଲୋରଠାରେ ଚାଲିଥିବା ଫେଡେରେସନ୍ କପ୍ ଜାତୀୟ ସିନିୟର ଆଥଲେଟିକରେ ଆଜି ଓଡ଼ିଶାକୁ ମିଳିଛି ଦୁଇଟି ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ। ୧୦୦ ମିଟର ଦୌଡ଼ର ପୁରୁଷ ବର୍ଗରେ ଅମୀୟ ମଲ୍ଲିକଙ୍କୁ ସ୍ୱର୍ଣ୍ଣ ପଦକ ମିଳିଥିବା ବେଳେ ମହିଳା ବର୍ଗରେ ଶ୍ରାବଣୀ ନନ୍ଦ ସ୍ୱର୍ଣ୍ଣ ପଦକ ହାତେଇଛନ୍ତି। ସେହିଭଳି ୧୦୦ ମିଟର ମହିଳା ଦୌଡ଼ରେ ଦୂତି ଚାନ୍ଦ ରୌପ୍ୟ ପଦକ ହାସଲ କରିଛନ୍ତି।

ଆହୁରି ପଢ଼ନ୍ତୁ

୧୭୪ ରନ୍ ଅଟକିଲା କୋଲକାତା, ଶୁବମାନ ଗିଲଙ୍କ ୪୭

ଟସ୍‌ ଜିତିଲା ରାଜସ୍ଥାନ, ବ୍ୟାଟିଂ କରିବ କୋଲକାତା

କ୍ରିକେଟର ମହମ୍ମଦ ଶାମିଙ୍କ ପତ୍ନୀଙ୍କ ସୁରକ୍ଷା ସମ୍ପର୍କରେ ପୁଲିସକୁ‌ ଏମିତି ନିର୍ଦ୍ଦେଶ ଦେଲେ କୋର୍ଟ

ଆଇପିଏଲରେ ହାଇଦ୍ରାବାଦର ପ୍ରଥମ ବିଜୟ, ହାରିଲା ଦିଲ୍ଲୀ

ଚମକିଲେ ୱିଲିୟମସନ ଓ ଧିମା ବ୍ୟାଟିଂ କଲେ ବେୟାରଷ୍ଟୋ, ହାଇଦ୍ରାବାଦ ୧୬୨

ଟସ୍‌ ଜିତିଲା ଦିଲ୍ଲୀ, ବ୍ୟାଟିଂ କରିବ ହାଇଦ୍ରାବାଦ: ଫେରିଲେ ଈଶାନ୍ତ ଶର୍ମା ଓ ୱିଲିୟମସନ

ଆଇପିଏଲରେ ଚାଲିଛି ଛକା ବର୍ଷା, ୧୦ ମ୍ୟାଚ୍‌ରେ କେତେ ବଲ୍‌ ବାଉଣ୍ଡରୀ ବାହାରକୁ ଗଲାଣି

ଆଜି ଶ୍ରେୟସଙ୍କୁ ଭେଟିବେ ୱାର୍ଣ୍ଣର, ହ୍ୟାଟ୍ରିକ ବିଜୟ ଲକ୍ଷ୍ୟରେ ଦିଲ୍ଲୀ

ସୁପର ଓଭର୍‌ରେ ରୋହିତଙ୍କୁ ହରାଇଲେ ବିରାଟ, ମୁମ୍ବାଇର ଦ୍ୱିତୀୟ ପରାଜୟ

ଡିଭିଲିୟର୍ସଙ୍କ ବିସ୍ଫୋରଣ: ମୁମ୍ବାଇ ଆଗରେ ୨୦୨ ରନ୍‌ର ଟାର୍ଗେଟ

ଟସ୍‌ ଜିତିଲା ମୁମ୍ବାଇ: ପ୍ରଥମେ ବୋଲିଂ କରିବ, ଆଇପିଏଲରେ ଡେବ୍ୟୁ କଲେ ଇଶ୍ରୁ ଉଦାନା

ଆଇପିଏଲରେ କମବ୍ୟାକ୍ କରିବେ କି ନାମୀ ଦଳ ଓ ଦାମୀ ଖେଳାଳି