/odisha-reporter/media/post_attachments/uploads/2015/05/20091212503002501.jpg)
shrabanee
ଭୁବନେଶ୍ୱର: କର୍ଣ୍ଣାଟକର ମାଙ୍ଗାଲୋରଠାରେ ଚାଲିଥିବା ଫେଡେରେସନ୍ କପ୍ ଜାତୀୟ ସିନିୟର ଆଥଲେଟିକରେ ଆଜି ଓଡ଼ିଶାକୁ ମିଳିଛି ଦୁଇଟି ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ। ୧୦୦ ମିଟର ଦୌଡ଼ର ପୁରୁଷ ବର୍ଗରେ ଅମୀୟ ମଲ୍ଲିକଙ୍କୁ ସ୍ୱର୍ଣ୍ଣ ପଦକ ମିଳିଥିବା ବେଳେ ମହିଳା ବର୍ଗରେ ଶ୍ରାବଣୀ ନନ୍ଦ ସ୍ୱର୍ଣ୍ଣ ପଦକ ହାତେଇଛନ୍ତି। ସେହିଭଳି ୧୦୦ ମିଟର ମହିଳା ଦୌଡ଼ରେ ଦୂତି ଚାନ୍ଦ ରୌପ୍ୟ ପଦକ ହାସଲ କରିଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
