ବିଶ୍ୱ ଶୁଟିଂ ଇଭେଣ୍ଟ୍‌: ଅଙ୍କୁର ଜିତିଲେ ସ୍ୱର୍ଣ୍ଣ

ଚାଙ୍ଗୱନ୍‌: ବିଶ୍ୱ ଶୁଟିଂ ଚାମ୍ପିୟନଶିପ୍‌ରେ ଭାରତୀୟ ଶୁଟର୍‌ଙ୍କ ଦବଦବା ଜାରି ରହିଛି। ଆଜି ପୁରୁଷ ଡବଲ୍‌ ଟ୍ରାପ୍‌ ଇଭେଣ୍ଟ୍‌ରେ ଭାରତର ଅଙ୍କୁର ମିତ୍ତଲ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି।

ମୋଟ୍‌ ୧୫୦ରୁ ୧୪୦ ପଏଣ୍ଟ ପାଇଥିବା ଅଙ୍କୁର ସ୍ୱର୍ଣ୍ଣ ପଦକ ପାଇଁ ଶୁଟ୍‌ ଅଫ୍‌ର ସାମ୍ନା କରିଥିଲା। ଏହି ଶୁଟ୍‌ ଅଫ୍‌ରେ ତାଙ୍କୁ ଚୀନ୍‌ର ୟାଙ୍ଗ ୟଙ୍ଗ ଓ ସ୍ଲୋଭାକିଆର ହୁର୍ବେଟ ଅଣ୍ଡ୍ରେଜେଜ୍‌ କଡ଼ା ଟକ୍କର ଦେଇଥିଲେ।

ତେବେ ହୁର୍ବେଟ ଦୁଇ ଶୁଟ୍‌ ଅଫ୍‌ ମିସ୍‌  କରିବାରୁ ରେସ୍‌ରୁ ବାଦ୍‌ ପଡ଼ି ବ୍ରୋଞ୍ଜ ପଦକ ପାଇଥିଲେ। ଏହାପରେ ଅଙ୍କୁର ଚୀନ୍‌ର ୟାଙ୍ଗଙ୍କୁ ୪-୩ ଶୁଟ୍‌ରେ ପରାସ୍ତ କରି ସ୍ୱର୍ଣ୍ଣ ପଦକ କବଜା କରିଥିଲେ।

ଆହୁରି ପଢ଼ନ୍ତୁ

କ’ଣ ପାଇଁ ସ୍ୱର ବଦଳାଇଲେ ସଚିନ ପାଇଲଟ?

ଆଇପିଏଲର ପ୍ରାୟୋଜକ ହେବ ବାବା ରାମଦେବଙ୍କ ‘ପତଞ୍ଜଳି’!

ନୀଳ ରକ୍ତରୁ ତିଆରି ହେବ କରୋନା ଟିକା‌!

୧୦ ଅଗଷ୍ଟ; ସୋମବାର: ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି

ଅନଲାଇନ୍ ଗଣିତ ପଢ଼ାଇ ହୃଦୟ ଜିତୁଛନ୍ତି ୮୧ ବର୍ଷୀୟ ଗଣିତ ଶିକ୍ଷୟିତ୍ରୀ

ଏଲଏସି ସୀମାରେ ଚୀନର ହରକତ ଜାରି, ଚିନୁକ୍ ଉଡ଼ାଇ ଜବାବ ଦେଲା ଭାରତ

୮.୫ କୋଟିରୁ ଊର୍ଦ୍ଧ୍ୱ ଚାଷୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ୧୭ ହଜାର କୋଟିର ଉପହାର

୯ ଅଗଷ୍ଟ,ରବିବାର: ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ

‘ଆମେ ୟେସ କହିଲୁ’: ଇନଷ୍ଟାଗ୍ରାମରେ ନିର୍ବନ୍ଧ ସମ୍ପର୍କରେ ଘୋଷଣା କଲେ ଚହଲ

ଦୁର୍ଘଟଣାଗ୍ରସ୍ତ ବିମାନର ବ୍ଲାକବକ୍ସ ଠାବ, ଘଟଣାସ୍ଥଳରେ କେନ୍ଦ୍ରମନ୍ତ୍ରୀ

୮ ଅଗଷ୍ଟ, ଶନିବାର: ମନ ବିଚଳିତ ରହିବ

୨୦୨୧ରେ ଭାରତରେ ହେବ ଟି-୨୦ ବିଶ୍ୱକପ, ୨୦୨୨ରେ ଅଷ୍ଟ୍ରେଲିଆ ପାଳି