Advertisment

ଏସୀୟ କ୍ରୀଡ଼ା କ୍ରିକେଟରେ ଭାରତକୁ ସ୍ୱର୍ଣ୍ଣ

ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ରାଙ୍କିଂ ଅନୁସାରେ ଭାରତକୁ ସ୍ୱର୍ଣ୍ଣ ବିଜୟୀ ଘୋଷଣା କରାଯାଇଛି।

ଅଦ୍ୟତନ ହୋଇଛି
Indian Player

Indian Player

Advertisment

ପ୍ରଥମ କରି ଏସୀୟ କ୍ରୀଡ଼ା କ୍ରିକେଟରେ ଭାରତକୁ ସ୍ୱର୍ଣ୍ଣ। ବର୍ଷା ବାଧକ ସତ୍ତ୍ୱେ ଭାରତୀୟ କ୍ରିକେଟ ଟିମ୍ ସ୍ୱର୍ଣ୍ଣ ବିଜୟୀ ହୋଇଛନ୍ତି। ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ବର୍ଷା ବାଧକ ସାଜିଥିଲା। ଏହା ସତ୍ତ୍ୱେ ରାଙ୍କିଂ ଅନୁସାରେ ଭାରତକୁ ସ୍ୱର୍ଣ୍ଣ ବିଜୟୀ ଘୋଷଣା କରାଯାଇଛି। 

Advertisment

କ୍ରିକେଟରେ ସ୍ୱର୍ଣ୍ଣ ସହ ଭାରତର ପଦକ ସଂଖ୍ୟା ୧୦୨ରେ ହହଞ୍ଚିଛି। ଏଥିରେ ୨୭ ସ୍ୱର୍ଣ୍ଣ, ୩୫ ରୌପ୍ୟ ଏବଂ ୪୦ ବ୍ରୋଞ୍ଜ ପଦକ ରହିଛି। ପ୍ରଥମ କରି ଦେଶର ପଦକ ସଂଖ୍ୟା ୧୦୦ ପାର୍ କରିଛି। ଆଜି ପୂର୍ବାହ୍ନରେ ମହିଳା କବାଡି ଟିମ୍ ସ୍ୱର୍ଣ୍ଣ ବିଜୟୀ ହୋଇ ଭାରତର ପଦକ ସଂଖ୍ୟାକୁ ୧୦୦ରେ ପହଞ୍ଚାଇଥିଲା। ଏହା ପୂର୍ବରୁ ମହିଳା ଓ ପୁରୁଷ ତୀରନ୍ଦାଜୀରେ ଦୁଇଟି ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ ମିଳିଥିଲା। ଏହାପରେ ବ୍ୟାଡମିଣ୍ଟନରେ ଐତିହାସିକ ସ୍ୱର୍ଣ୍ଣ ମିଳିଛି।  

Advertisment
Asian Games 2023 Cricket Asian Games Cricket Sports
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe