Advertisment

ଏସୀୟ କ୍ରୀଡ଼ା: ଏୟାର ରାଇଫଲରେ ସ୍ୱର୍ଣ୍ଣ ବିଜୟ

ଏସିଆନ ଗେମ୍ସରେ ଭାରତକୁ ମିଳିଲା ଆଉ ଏକ ସ୍ୱର୍ଣ୍ଣ। ପୁରୁଷ 10 ମିଟର ଏୟାର ରାଇଫଲ ଇଭେଣ୍ଟରେ ସ୍ୱର୍ଣ୍ଣ ବିଜୟ।

ଅଦ୍ୟତନ ହୋଇଛି
Gold Winer

Gold Winer

Advertisment

ଏସିଆନ ଗେମ୍ସରେ ଭାରତକୁ ମିଳିଲା ଆଉ ଏକ ସ୍ୱର୍ଣ୍ଣ। ପୁରୁଷ 10 ମିଟର ଏୟାର ରାଇଫଲ ଇଭେଣ୍ଟରେ ସ୍ୱର୍ଣ୍ଣ ବିଜୟ। ଅର୍ଜୁନ ଚିମା, ସରବଜୋତ ସିଂ, ଶିବ ନରୱାଲ ସ୍ୱର୍ଣ୍ଣ ଜିତିଛନ୍ତି। ସଦ୍ୟତମ ବିଜୟ ସହ ଭାରତର ସ୍ୱର୍ଣ୍ଣ ପଦକ ସଂଖ୍ୟା 6କୁ ବୃଦ୍ଧି ପାଇଛି। 

Advertisment

ସେପଟେ ‘ଉସୁ’ରେ ଭାରତକୁ ମିଳିଛି ରୌପ୍ୟ ପଦକ। ରୋସିବିନା ଦେବୀ ନାଓରରେମ ଆଜି ରୌପ୍ୟ ଜିତିଛନ୍ତି। ନର ହାଙ୍ଗଝୌରେ ଆୟୋଜିତ ଏସୀୟ କ୍ରୀଡ଼ାରେ ବର୍ତ୍ତମାନ ସୁଦ୍ଧା ଭାରତ ପଦକ ସଂଖ୍ୟା 24ରେ ପହଁଞ୍ଚିଛି। ଏଥିରେ 6 ସ୍ୱର୍ଣ୍ଣ, 8 ରୌପ୍ୟ ଏବଂ 10 ବ୍ରୋଞ୍ଜ ପଦକ ରହିଛି। 

Advertisment

ଗତକାଲି ମହିଳା ସୁଟିଂ ଏବଂ ମହିଳା 25 ମିଟର ପିସ୍ତଲ ଟିମ୍ ଇଭେଣ୍ଟରେ ଭାରତ  ସୂର୍ଣ୍ଣ ଜିତିଥିଲା।  ୫୦ ମିଟର ରାଇଫଲ ଥ୍ରୀ ପୋଜିସନ ଇଭେଣ୍ଟରେ ସିଫ୍ତ କୌର ସାମ୍ରା। ସ୍ୱର୍ଣ୍ଣ ଜିତିଥିବା ବେଳେ ମହିଳା 25 ମିଟର ପିସ୍ତଲ ଟିମ୍ ଇଭେଣ୍ଟରେ ସୂର୍ଣ୍ଣ ଜିତିଥିଲେ ମାନୁ ଭାକର, ଇଶା ସିଂହ ଓ ଆର୍ ସାଙ୍ଗୱାନ୍।  

Asian Games 2023 Asian Games Shooting India Win Gold Air Pistol Team Event
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe