Advertisment

କିଶୋରଙ୍କ ପସନ୍ଦ ଡାଲି,ଭାତ

ଏସିଆନ ଗେମ୍ସରେ ରୌପ୍ୟ ପଦକ ଜିତିବା ପରେ ଜନ୍ମ ମାଟି ଓଡ଼ିଶାକୁ ଫେରିଛନ୍ତି ଆଥଲେଟ୍ କିଶୋର ଜେନା ।

author-image
Manoj Swain

ଏସିଆନ ଗେମ୍ସରେ ରୋପ୍ୟ ପଦକ ଜିତିବା ପରେ ପ୍ରଥମ ଥର ପାଇଁ ଜନ୍ମ ମାଟି ଓଡିଶା ଫେରିଛନ୍ତି ଓଡ଼ିଆ ପୁଅ କିଶୋର ଜେନା । ଅଢେଇ ବର୍ଷ ଧରି ଘରୁ ବାହାରେ ଥିବା କିଶୋର ମାଆ ହାତ ରନ୍ଧା ପଖାଳ ସାଙ୍ଗକୁ ଡାଲି ଭାତକୁ ମିସ କରୁଛନ୍ତି । 

Advertisment
Odisha Kishore Jena Asian Games