ଏସିଆନ ଗେମ୍ସରେ ରୋପ୍ୟ ପଦକ ଜିତିବା ପରେ ପ୍ରଥମ ଥର ପାଇଁ ଜନ୍ମ ମାଟି ଓଡିଶା ଫେରିଛନ୍ତି ଓଡ଼ିଆ ପୁଅ କିଶୋର ଜେନା । ଅଢେଇ ବର୍ଷ ଧରି ଘରୁ ବାହାରେ ଥିବା କିଶୋର ମାଆ ହାତ ରନ୍ଧା ପଖାଳ ସାଙ୍ଗକୁ ଡାଲି ଭାତକୁ ମିସ କରୁଛନ୍ତି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Cricket
ଶାମିଙ୍କୁ କିଣିଲା ହାଇଦ୍ରାବାଦ, ବଟଲରଙ୍କୁ ଗୁଜରାଟ ଓ କମଦାମରେ ଷ୍ଟାର୍କଙ୍କୁ ପାଇଲା ଦିଲ୍ଲୀ
ଶାମିଙ୍କ ପୂର୍ବତନ ଟିମ ଗୁଜରାଟ ଟାଇଟନ୍ସ ମଧ୍ୟ ଆରଟିଏମ ବ୍ୟବହାର କରି ନଥିଲା। କିନ୍ତୁ ଶେଷ ମୁହୂର୍ତ୍ତରେ ହାଇଦ୍ରାବାଦ ବିଡ ଲଗାଇ ଶାମିଙ୍କୁ ୧୦ କୋଟି ଟଙ୍କାରେ କିଣିଛି।
Cricket
ଆୟରଙ୍କୁ ପଛରେ ପକାଇଲେ ପନ୍ତ, ଆଇପିଏଲ ଅକ୍ସନରେ କଲେ ରେକର୍ଡ
ଦିଲ୍ଲୀ କ୍ୟାପିଟାଲ୍ସ ପନ୍ତଙ୍କୁ ମେଗା ଅକ୍ସନ ପୂର୍ବରୁ ରିଲିଜ କରି ଦେଇଥିଲା। ଆଜି କିନ୍ତୁ ଆରଟିଏମ ବଳରେ ଦିଲ୍ଲୀ ପନ୍ତଙ୍କୁ ନେବାକୁ ଚାହିଁଥିଲା।
Cricket
ଆଇପିଏଲ ଇତିହାସର ସବୁଠାରୁ ଦାମୀ ଖେଳାଳି ହେଲେ ଶ୍ରେୟସ ଆୟର
ଆୟରଙ୍କ ପୂର୍ବରୁ ଆଇପିଏଲ ଇତିହାସରେ ସବୁଠାରୁ ଦାମୀ ଖେଳାଳି ହେବାର ରେକର୍ଡ ମିଚେଲ ଷ୍ଟାର୍କଙ୍କ ନାଁରେ ରହିଥିଲା। ତାଙ୍କୁ କୋଲକାତା ୨୦୨୪ ଅକ୍ସନ ବେଳେ ୨୪.୭୫ କୋଟି ଟଙ୍କାରେ କିଣିଥିଲା।
Cricket
RTM ବଳରେ ୧୮ କୋଟିରେ ଅର୍ଶଦୀପଙ୍କୁ ନେଲା ପଞ୍ଜାବ, ଗୁଜରାଟକୁ ଗଲେ ରବାଡା
୨୦୨୪ରେ ମଧ୍ୟ ଅର୍ଶଦୀପ ପଞ୍ଜାବ ପକ୍ଷରୁ ଖେଳୁଥିଲେ। ହେଲେ ମେଗା ଅକ୍ସନ ପୂର୍ବରୁ ତାଙ୍କୁ ପଞ୍ଜାବ ଛାଡ଼ି ଦେଇଥିଲା। ଏବେ ରେକର୍ଡ ୧୮ କୋଟି ଟଙ୍କାରେ ପଞ୍ଜାବ ପୁଣି ତାଙ୍କୁ କିଣିଛି।
Cricket
ପର୍ଥ ଟେଷ୍ଟରେ ଭାରତର ଦାଦାଗିରି: ଟାର୍ଗେଟ ୫୩୪, ଅଷ୍ଟ୍ରେଲିଆ ୧୨/୩
ଅଷ୍ଟ୍ରେଲିଆ ୫୩୪ ରନର ଟାର୍ଗେଟ ପାଇଥିବା ବେଳେ ଆଜି ଦ୍ୱିତୀୟ ଇନିଂସ ଆରମ୍ଭ କରିଥିଲା। ହେଲେ ଦଳ ପୁଣି ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି।