ଏସିଆନ ଗେମ୍ସରେ ରୋପ୍ୟ ପଦକ ଜିତିବା ପରେ ପ୍ରଥମ ଥର ପାଇଁ ଜନ୍ମ ମାଟି ଓଡିଶା ଫେରିଛନ୍ତି ଓଡ଼ିଆ ପୁଅ କିଶୋର ଜେନା । ଅଢେଇ ବର୍ଷ ଧରି ଘରୁ ବାହାରେ ଥିବା କିଶୋର ମାଆ ହାତ ରନ୍ଧା ପଖାଳ ସାଙ୍ଗକୁ ଡାଲି ଭାତକୁ ମିସ କରୁଛନ୍ତି ।