Advertisment

ଅଶ୍ୱିନୀ ଆହତ; ଖେଳିବେନି ପରବର୍ତ୍ତୀ ଦୁଇଟି ମ୍ୟାଚ୍

ଚେନ୍ନାଇ: ହାତରେ ଆଘାତ ଲାଗିବା ଯୋଗୁ ଚେନ୍ନାଇ ସୁପର କିଙ୍ଗସ୍ ପକ୍ଷରୁ ଖେଳୁଥିବା ଅଫ୍ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନୀ ଚଳିତ ଆଇପିଏଲର ପରବର୍ତ୍ତୀ ଦୁଇଟି ମ୍ୟାଚ ଖେଳିପାରିବେ ନାହିଁ। ମଙ୍ଗଳବାର କୋଲାକାତା ନାଇଟ ରାଇଡର୍ସ ବିପକ୍ଷ ମ୍ୟାଚରେ ତାଙ୍କର ମଝି ଆଙ୍ଗୁଳି ଫାଟି ଯାଇଥିଲା। ମ୍ୟାଚ ପରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଚେନ୍ନାଇ ସୁପର କିଙ୍ଗସର ମ୍ୟାନେଜର ରସେଲ ରାଧାକ୍ରିଷ୍ଣନ କହିଥିଲେ ଯେ ତାଙ୍କ ଆଙ୍ଗୁଳିରେ ଆଘାତ ଲାଗିଛି ଓ ସେଥିରେ ଏକାଧିକ ଷ୍ଟିଚ୍ ଲାଗିବ। ତେଣୁ […]

ଅଦ୍ୟତନ ହୋଇଛି
ଅଶ୍ୱିନୀ ଆହତ; ଖେଳିବେନି ପରବର୍ତ୍ତୀ ଦୁଇଟି ମ୍ୟାଚ୍

asweeni

Advertisment

ଚେନ୍ନାଇ: ହାତରେ ଆଘାତ ଲାଗିବା ଯୋଗୁ ଚେନ୍ନାଇ ସୁପର କିଙ୍ଗସ୍ ପକ୍ଷରୁ ଖେଳୁଥିବା ଅଫ୍ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନୀ ଚଳିତ ଆଇପିଏଲର ପରବର୍ତ୍ତୀ ଦୁଇଟି ମ୍ୟାଚ ଖେଳିପାରିବେ ନାହିଁ। ମଙ୍ଗଳବାର କୋଲାକାତା ନାଇଟ ରାଇଡର୍ସ ବିପକ୍ଷ ମ୍ୟାଚରେ ତାଙ୍କର ମଝି ଆଙ୍ଗୁଳି ଫାଟି ଯାଇଥିଲା। ମ୍ୟାଚ ପରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଚେନ୍ନାଇ ସୁପର କିଙ୍ଗସର ମ୍ୟାନେଜର ରସେଲ ରାଧାକ୍ରିଷ୍ଣନ କହିଥିଲେ ଯେ ତାଙ୍କ ଆଙ୍ଗୁଳିରେ ଆଘାତ ଲାଗିଛି ଓ ସେଥିରେ ଏକାଧିକ ଷ୍ଟିଚ୍ ଲାଗିବ। ତେଣୁ ସେ ପରବର୍ତ୍ତୀ ଦୁଇଟି ମ୍ୟାଚ ଖେଳିପାରିବେ ନାହିଁ। ଅଶ୍ୱିନୀ ଏବେ ଚେନ୍ନାଇରେ ଅଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe