ବିଏମ୍‌ଡବ୍ଲ୍ୟୁ କାର୍‌ ବିକିବାକୁ ଚାହୁଁଛନ୍ତି ଦୂତୀ ଚାନ୍ଦ, ଜାଣନ୍ତୁ କାହିଁକି?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିଜ ବିଏମ୍‌ଡବ୍ଲ୍ୟୁ କାର୍‌କୁ ବିକିବାକୁ ଚାହୁଁଛନ୍ତି ଦୌଡ଼ରାଣୀ ଦୂତୀ ଚାନ୍ଦ। ଏଥିପାଇଁ ସେ ଆଜି ତାଙ୍କ ଫେସ୍‌ବୁକ୍‌ରେ ଏକ ପୋଷ୍ଟ କରିଛନ୍ତି। ଏହି ପୋଷ୍ଟରେ ଦୂତୀ ଲେଖିଛନ୍ତି, ମୋ ବିଏମ୍‌ଡବ୍‌ଲ୍ୟୁ କାର୍‌ ବିକିବାକୁ ଚାହୁଁଛି। ଯଦି କେହି କିଣିବାକୁ ଚାହୁଁଛ ତେବେ ମତେ ମେସ୍ଞ୍ଜରରେ ମେସେଜ୍‌ କରିବ। ଦୂତୀଙ୍କର ଏହି ପୋଷ୍ଟରେ ତାଙ୍କ ବନ୍ଧୁ ତଥା ପ୍ରଶଂସକ ମାନେ କମେଣ୍ଟ କରି ସେ କାହିଁଁକି କାର୍‌ ବିକ୍ରି କରିବାକୁ ଚାହୁଁଛନ୍ତି ବୋଲି ପଚାରିଛନ୍ତି। କିଛି […]

bmw

bmw

Biswobandita Swain
  • Published: Friday, 10 July 2020
  • Updated: 10 July 2020, 05:06 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିଜ ବିଏମ୍‌ଡବ୍ଲ୍ୟୁ କାର୍‌କୁ ବିକିବାକୁ ଚାହୁଁଛନ୍ତି ଦୌଡ଼ରାଣୀ ଦୂତୀ ଚାନ୍ଦ। ଏଥିପାଇଁ ସେ ଆଜି ତାଙ୍କ ଫେସ୍‌ବୁକ୍‌ରେ ଏକ ପୋଷ୍ଟ କରିଛନ୍ତି। ଏହି ପୋଷ୍ଟରେ ଦୂତୀ ଲେଖିଛନ୍ତି, ମୋ ବିଏମ୍‌ଡବ୍‌ଲ୍ୟୁ କାର୍‌ ବିକିବାକୁ ଚାହୁଁଛି। ଯଦି କେହି କିଣିବାକୁ ଚାହୁଁଛ ତେବେ ମତେ ମେସ୍ଞ୍ଜରରେ ମେସେଜ୍‌ କରିବ।

ଦୂତୀଙ୍କର ଏହି ପୋଷ୍ଟରେ ତାଙ୍କ ବନ୍ଧୁ ତଥା ପ୍ରଶଂସକ ମାନେ କମେଣ୍ଟ କରି ସେ କାହିଁଁକି କାର୍‌ ବିକ୍ରି କରିବାକୁ ଚାହୁଁଛନ୍ତି ବୋଲି ପଚାରିଛନ୍ତି। କିଛି ଲୋକଙ୍କ କମେଣ୍ଟରେ ଦୂତୀ ଲେଖିଛନ୍ତି, ତାଙ୍କୁ ସ୍ପୋର୍ଟସ୍‌ ଟ୍ରେନିଂ ପାଇଁ ଟଙ୍କା ଦରକାର। ସେଥିପାଇଁ ସେ ତାଙ୍କର ଏହି ଗାଡି ବିକ୍ରି ଆଗକୁ ତାଙ୍କ ଟ୍ରେନିଂ ଜାରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି। 

କିଛି ଲୋକ ଲେଖିଛନ୍ତି, ଏହି ଗାଡିଟି ଦୂତୀଙ୍କର ଡ୍ରିମ୍‌ କାର୍‌ ଥିଲା। ଆଜି ଏମିତି ଅବସ୍ଥା ଆସିଗଲା ଯେ ସେ ଏହି କାର୍‌ ବିକ୍ରି କରିବାକୁ ଯାଉଛନ୍ତି। ଟିକେ ଧୈର୍ଯ୍ୟ ଧରନ୍ତୁ, ସରକାରଙ୍କ ପକ୍ଷରୁ କିଛି ସାହାଯ୍ୟ ମିଳିବ ବୋଲି କମେଣ୍ଟ ଦେଇଥିବା ବେଳେ, କିଛି ଲୋକ ଏ ମହାମାରୀ ସମୟରେ ନିଜ ଭବିଷ୍ୟତ କଥା ଚିନ୍ତା ନକରି କିଛି ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ଦାନ କଲେ ଭଲ ହେବ ବୋଲି କମେଣ୍ଟ ଦେଇଛନ୍ତି।

ସେପଟେ ଦୂତୀ ଏହି ଗାଡ଼ିକୁ କେତେ ଟଙ୍କାରେ ବିକ୍ରି କରିବେ ସେ ନେଇ କିଛି ସ୍ପଷ୍ଟ କରିନଥିବା ବେଳେ ଗାଡ଼ି କିଣିବାକୁ ଆଗ୍ରହୀ ଥିବା ଲୋକମାନଙ୍କ ସହ ସେ ମେସେଞ୍ଜରରେ କଥା ହେଲେ ଏବିଷୟରେ ଧିକ ଆଲୋଚନା କରିପାରିବେ ବୋଲି କହିଛନ୍ତି।

 ସୂଚନାଯୋଗ୍ୟ, ଏହି ଗାଡିଟି ୨୦୧୫ବିଏମ୍‌ଡବ୍ଲ୍ୟୁର ୩ସିରିଜ୍‌ ମଡେଲ୍‌। ଏହି ଗାଡିକୁ ୨୦୧୮ମସିହାରେ ଦୂତୀ ତେଲେଙ୍ଗାନାରୁ କିଣିଥିଲେ। ଏହି ଗାଡିର ଦାମ୍‌ ଥିଲା ୩୦ ଲକ୍ଷ ଟଙ୍କା।  

https://www.facebook.com/dutee.chand.3/posts/1044291749301501

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story