କିଶୋରଙ୍କ ପାଇଁ ଇଶ୍ବରଙ୍କୁ ପ୍ରାର୍ଥନା | Odisha Reporter
ମୋ ପୁଅ ନିଶ୍ଚୟ ଏଥର ପଦକ ପାଇବ । ମୁଁ ଠାକୁରଙ୍କ ପାଖକୁ ଯାଉଛି ଠାକୁର ନିଶ୍ଚୟ ମୋ ଡାକ ଶୁଣିବେ । ହୃଦୟରୁ ଏ ମା’ ଆଜି ତା’ ପୁଅକୁ ଆଶୀର୍ବାଦ ଦେଉଛି । ଭୋଳାବାବାଙ୍କ ନାଁ ନେଇ ଦେଶ ପାଇଁ ତା’ ପୁଅ ଗର୍ବ ଓ ଗୌରବ ପାଲଟିବ ବୋଲି ମା’ ମନରେ ରହିଛି ଅଖଣ୍ଡ ବିଶ୍ୱାସ । ଏମିତି କହି କହି ପ୍ରଭୁଙ୍କୁ ଡାକୁଛନ୍ତି ଜାଭେଲେନି ତାରକା କିଶୋର୍ ଜେନାଙ୍କ ମା’ । ତାଙ୍କ ପୁଅ ପ୍ୟାରିସ ଅଲିମ୍ପିକ ପାଇଁ ପ୍ୟାରିସ ଯିବ ଆଉ ସେଇଥିପାଇଁ ତ ତାଙ୍କର ଏହି ପୂଜାର୍ଜନା । ଠାକୁର ଘରେ ପୁଅର ଶୁଭ ମନାସି ଦୀପ ଜାଳୁଛନ୍ତି ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
