Advertisment

'ମୋ ପୁଅ ନିଶ୍ଚୟ ଏଥର ପଦକ ପାଇବ'

ଭୋଳାବାବାଙ୍କ ନାଁ ନେଇ ଦେଶ ପାଇଁ ତା’ ପୁଅ ଗର୍ବ ଓ ଗୌରବ ପାଲଟିବ ବୋଲି ମା’ ମନରେ ରହିଛି ଅଖଣ୍ଡ ବିଶ୍ୱାସ । ଏମିତି କହି କହି ପ୍ରଭୁଙ୍କୁ ଡାକୁଛନ୍ତି ଜାଭେଲେନି ତାରକା କିଶୋର୍ ଜେନାଙ୍କ ମା’ ।

Advertisment

ମୋ ପୁଅ ନିଶ୍ଚୟ ଏଥର ପଦକ ପାଇବ । ମୁଁ ଠାକୁରଙ୍କ ପାଖକୁ ଯାଉଛି ଠାକୁର ନିଶ୍ଚୟ ମୋ ଡାକ ଶୁଣିବେ । ହୃଦୟରୁ ଏ ମା’ ଆଜି ତା’ ପୁଅକୁ ଆଶୀର୍ବାଦ ଦେଉଛି । ଭୋଳାବାବାଙ୍କ ନାଁ ନେଇ ଦେଶ ପାଇଁ ତା’ ପୁଅ ଗର୍ବ ଓ ଗୌରବ ପାଲଟିବ ବୋଲି ମା’ ମନରେ ରହିଛି ଅଖଣ୍ଡ ବିଶ୍ୱାସ । ଏମିତି କହି କହି ପ୍ରଭୁଙ୍କୁ ଡାକୁଛନ୍ତି ଜାଭେଲେନି ତାରକା କିଶୋର୍ ଜେନାଙ୍କ ମା’ । ତାଙ୍କ ପୁଅ ପ୍ୟାରିସ ଅଲିମ୍ପିକ ପାଇଁ ପ୍ୟାରିସ ଯିବ ଆଉ ସେଇଥିପାଇଁ ତ ତାଙ୍କର ଏହି ପୂଜାର୍ଜନା । ଠାକୁର ଘରେ ପୁଅର ଶୁଭ ମନାସି ଦୀପ ଜାଳୁଛନ୍ତି । 

Advertisment
Odisha Kishore Jena Paris Olympics 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe