ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାର ଷ୍ଟାର୍ ପାରା ଆଥଲେଟ୍ସ ଜୟନ୍ତୀ ବେହେରା ପୁଣି କମାଲ୍ କରିଛନ୍ତି। ବେଙ୍ଗାଲୁରୁରେ ଅନୁଷ୍ଠିତ ତୃତୀୟ ଭାରତୀୟ ଓପନ୍ ନ୍ୟାଶନାଲ୍ ପାରା ଆଥଲେଟିକ୍ସ ଚାମ୍ପିୟନଶିପରେ ସେ ହ୍ୟାଟ୍ରିକ୍ ସ୍ୱର୍ଣ୍ଣ ପଦକ ଜିତିବାର ଗୌରବ ଅର୍ଜନ କରିଛନ୍ତି।
ଜୟନ୍ତୀ ୧୦୦ ମିଟର୍, ୨୦୦ ମିଟର୍ ଓ ୪୦୦ ମିଟର୍ ଦୌଡ଼ରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ତାଙ୍କର ଏହି ସଫଳତା ପାଇଁ ଚାରିଆଡ଼ୁ ଶୁଭେଚ୍ଛାର ସୁଅ ଛୁଟୁଛି।
ଏହା ପୂର୍ବରୁ ଜୟନ୍ତୀ ଚଳିତ ବର୍ଷ ମାର୍ଚ୍ଚରେ ବାଙ୍ଗାଲୋରରେ ଅନୁଷ୍ଠିତ ଜାତୀୟ ପାରା ଆଥଲେଟିକ୍ସ ଚାମ୍ପିୟନଶିପରେ ମଧ୍ୟ ହ୍ୟାଟ୍ରିକ୍ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଜୟନ୍ତୀ ୧୦୦ ମିଟର, ୨୦୦ ମିଟର୍ ଓ ୪୦୦ ମିଟର ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Sports
ହାତକୁ ଦି ହାତ ହେଲେ ପିଭି ସିନ୍ଧୁ
ଭେଙ୍କଟ ଦତ୍ତା ସାଇଙ୍କ ସହ ଉଦୟପୁରରେ ସାତ ଫେରା ନେଲେ ପିଭି ସିନ୍ଧୁ। ଆସନ୍ତାକାଲି ରିସେପ୍ସନ୍।
Cricket
ଶତକ ଠାରୁ ୯ ରନ ଦୂରରେ ରହିଗଲେ ସ୍ମୃତି ମନ୍ଧାନା, ସର୍ବକାଳୀନ ଅନଲକି ତାଲିକାରେ ସାମିଲ
ଆଜିକୁ ମିଶାଇ ମନ୍ଧାନା ୪ର୍ଥ ଥର ପାଇଁ ଦିନିକିଆରେ ନର୍ଭସ ୯୦ରୁ ୧୦୦ ମଧ୍ୟରେ ଆଉଟ ହେବାର ଦୁର୍ଭାଗ୍ୟ ମୁଣ୍ଡାଇଛନ୍ତି।
Cricket
ବ୍ୟାଟରଙ୍କ ପରେ ଘାଇଲା କଲେ ରେଣୁକା ସିଂହ ଠାକୁର, ଭାରତର ଏକତରଫା ବିଜୟ
ବ୍ୟାଟିଂ ପରେ ବଲରେ କମାଲ କରିଛନ୍ତି ଦ୍ରୁତ ବୋଲର ରେଣୁକା ସିଂହ ଠାକରୁ। ସେ ୧୦ ଓଭରରେ ମାତ୍ର ୨୯ ରନ ଦେଇ ଇଣ୍ଡିଜ ଟିମର ୫ ବ୍ୟାଟରଙ୍କୁ ଆଉଟ କରିଛନ୍ତି।
Cricket
ଚାମ୍ପିୟନ୍ସ ଟ୍ରଫି ଓ ଭାରତ ବିପକ୍ଷ ସିରିଜ ପାଇଁ ଦଳ ଘୋଷଣା କଲା ଇଂଲଣ୍ଡ
ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଆହତ ହୋଇଥିବା ଅଲରାଉଣ୍ଡର ବେନ ଷ୍ଟୋକ୍ସ ୧୫ ଜଣିଆ ସ୍କ୍ୱାଡରୁ ବାଦ ପଡ଼ିଛନ୍ତି।
Cricket
ଅଶ୍ୱିନଙ୍କୁ ଚିଠି ଲେଖିଲେ ମୋଦି, କହିଲେ- ଆପଣଙ୍କ କ୍ୟାରମ୍ ବଲ୍ ସମସ୍ତଙ୍କୁ ବୋଲ୍ଡ କରିଦେଲା
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲେଖିଥିବା ଚିଠିରେ ଅଶ୍ୱିନଙ୍କୁ ପ୍ରଶଂସା କରିଛନ୍ତି। ଅଶ୍ୱିନଙ୍କ ଅଫ୍ ସ୍ପିନରେ ଥିବା ଜଲୱା ଓ ବିପକ୍ଷ ବ୍ୟାଟରଙ୍କୁ ଘାଇଲା କରିବାର କ୍ଷମତା ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିଛନ୍ତି।