Advertisment

ହ୍ୟାଟ୍ରିକ୍ ସ୍ୱର୍ଣ୍ଣ ପଦକ ଜିତିଲେ ଜୟନ୍ତୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାର ଷ୍ଟାର୍ ପାରା ଆଥଲେଟ୍ସ ଜୟନ୍ତୀ ବେହେରା ପୁଣି କମାଲ୍ କରିଛନ୍ତି। ବେଙ୍ଗାଲୁରୁରେ ଅନୁଷ୍ଠିତ ତୃତୀୟ ଭାରତୀୟ ଓପନ୍ ନ୍ୟାଶନାଲ୍ ପାରା ଆଥଲେଟିକ୍ସ ଚାମ୍ପିୟନଶିପରେ ସେ ହ୍ୟାଟ୍ରିକ୍ ସ୍ୱର୍ଣ୍ଣ ପଦକ ଜିତିବାର ଗୌରବ ଅର୍ଜନ କରିଛନ୍ତି। ଜୟନ୍ତୀ ୧୦୦ ମିଟର୍, ୨୦୦ ମିଟର୍ ଓ ୪୦୦ ମିଟର୍ ଦୌଡ଼ରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ତାଙ୍କର ଏହି ସଫଳତା ପାଇଁ ଚାରିଆଡ଼ୁ ଶୁଭେଚ୍ଛାର ସୁଅ ଛୁଟୁଛି। ଏହା ପୂର୍ବରୁ ଜୟନ୍ତୀ ଚଳିତ ବର୍ଷ ମାର୍ଚ୍ଚରେ […]

ହ୍ୟାଟ୍ରିକ୍ ସ୍ୱର୍ଣ୍ଣ ପଦକ ଜିତିଲେ ଜୟନ୍ତୀ

jayanti-behera

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାର ଷ୍ଟାର୍ ପାରା ଆଥଲେଟ୍ସ ଜୟନ୍ତୀ ବେହେରା ପୁଣି କମାଲ୍ କରିଛନ୍ତି। ବେଙ୍ଗାଲୁରୁରେ ଅନୁଷ୍ଠିତ ତୃତୀୟ ଭାରତୀୟ ଓପନ୍ ନ୍ୟାଶନାଲ୍ ପାରା ଆଥଲେଟିକ୍ସ ଚାମ୍ପିୟନଶିପରେ ସେ ହ୍ୟାଟ୍ରିକ୍ ସ୍ୱର୍ଣ୍ଣ ପଦକ ଜିତିବାର ଗୌରବ ଅର୍ଜନ କରିଛନ୍ତି।

Advertisment

ଜୟନ୍ତୀ ୧୦୦ ମିଟର୍, ୨୦୦ ମିଟର୍ ଓ ୪୦୦ ମିଟର୍ ଦୌଡ଼ରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ତାଙ୍କର ଏହି ସଫଳତା ପାଇଁ ଚାରିଆଡ଼ୁ ଶୁଭେଚ୍ଛାର ସୁଅ ଛୁଟୁଛି।

ଏହା ପୂର୍ବରୁ ଜୟନ୍ତୀ ଚଳିତ ବର୍ଷ ମାର୍ଚ୍ଚରେ ବାଙ୍ଗାଲୋରରେ ଅନୁଷ୍ଠିତ ଜାତୀୟ ପାରା ଆଥଲେଟିକ୍ସ ଚାମ୍ପିୟନଶିପରେ ମଧ୍ୟ ହ୍ୟାଟ୍ରିକ୍ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଜୟନ୍ତୀ ୧୦୦ ମିଟର, ୨୦୦ ମିଟର୍ ଓ ୪୦୦ ମିଟର ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଥିଲେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe