ଭାରତକୁ ଡବଲ ଝଟକା; ସିନିୟର ପରେ ଜୁନିୟର ବିଶ୍ୱ ବିଜୟୀ ହେଲା ଅଷ୍ଟ୍ରେଲିଆ

୨୫୪ ରନ୍‌ର ଟାର୍ଗେଟ ନେଇ ପଡ଼ିଆକୁ ଓହ୍ଲାଇଥିଲେ ଭାରତୀୟ ଓପ୍‌ନର ଆଦର୍ଶ ସିଂହ ଓ ଅରସିନ୍ କୁଲ୍‌କର୍ଣ୍ଣି । ହେଲେ ଅଷ୍ଟ୍ରେଲିଆ ବୋଲରଙ୍କ ରକ୍ଷଣାତ୍ମକ ବୋଲିଂ ଯୋଗୁ ପ୍ରଥମରୁ ଭଲ ସଟ ଖେଳିପାରିନଥିଲେ ଭାରତୀୟ ବ୍ୟାଟର ।

Cricket

ଆଉଟ୍‌ ପରେ ଅଷ୍ଟ୍ରେଲିଆ ଉଲ୍ଲସିତ

Manoranjan Sial
  • Published: Sunday, 11 February 2024
  • Updated: 11 February 2024, 09:33 PM IST

ଭାରତକୁ ଡବଲ ଝଟକା ଲାଗିଛି । ସିନିୟର ବିଶ୍ୱକପ୍‌ରେ ଭାରତକୁ ମାତ୍ ଦେଇ ଅଷ୍ଟ୍ରେଲିଆ ବିଶ୍ୱ ବିଜୟୀ ହୋଇଥିଲା । ଆଜି ଖେଳାଯାଇଥିବା ୧୯ ବର୍ଷରୁ କମ୍‌(U19) ବିଶ୍ୱକପରେ ମଧ୍ୟ ଭାରତକୁ ପରାସ୍ତ କରି ବିଶ୍ୱ ବିଜେତା ହୋଇଛି । ଦକ୍ଷିଣ ଆଫ୍ରିକାର ବେନୋନି ଖେଳା ଯାଇଥିଲା ଫାଇନାଲରେ ଭାରତକୁ ଅଷ୍ଟ୍ରେଲିଆ ୭୯ ରନ୍‌ରେ ପରାସ୍ତ କରିଛି । 

୨୫୪ ରନ୍‌ର ଟାର୍ଗେଟ ନେଇ ପଡ଼ିଆକୁ ଓହ୍ଲାଇଥିଲେ ଭାରତୀୟ ଓପ୍‌ନର ଆଦର୍ଶ ସିଂହ ଓ ଅରସିନ୍ କୁଲ୍‌କର୍ଣ୍ଣି । ହେଲେ ଅଷ୍ଟ୍ରେଲିଆ ବୋଲରଙ୍କ ରକ୍ଷଣାତ୍ମକ ବୋଲିଂ ଯୋଗୁ ପ୍ରଥମରୁ ଭଲ ସଟ ଖେଳିପାରିନଥିଲେ ଭାରତୀୟ ବ୍ୟାଟର । ଯେଉଁଥିପାଇଁ ତୃତୀୟ ଓଭରରେ କାଲମ ଭିଡଲରଙ୍କ ଶିକାର ବନିଥିଲେ ଅରସିନ୍ କୁଲ୍‌କର୍ଣ୍ଣି । ସେ ମାତ୍ର ୩ ରନ୍ କରି ଆଉଟ୍ ହୋଇଥିଲେ । ତା’ପରେ ପାଳି ସମ୍ଭାଳିବାକୁ ଆସିଥିଲେ ମୁର୍ସି ଖାନ୍ । ସେ ଆଦର୍ଶ ସିଂହଙ୍କ ସହ ମିଶି କିଛି ସମୟ ପାଇଁ ପାଳି ସମ୍ଭାଳି ଥିଲେ । ବ୍ୟକ୍ତଗତ ଭାବେ ୨୨ ରନ୍ କରିଥିବା ବେଳେ ସେ ବିଅର୍ଡମ୍ୟାନ୍‌ଙ୍କ ଦ୍ୱାରା ଆଉଟ୍ ହୋଇଥିଲେ । 

Also Read

ଦଳ ବିପଦରେ ଥିବା ବେଳେ ପାଳି ସମ୍ଭାଳିବା ପାଇଁ ଆସିଥିଲେ ଅଧିନାୟକ ଉଦୟ ସାହାରନ୍ । ପୂରା ଫର୍ମରେ ଥିବା ଉଦୟଙ୍କଠାର କିଛି ଭଲ ସଟ ଆଶା କରିଥିଲେ ଦର୍ଶକ । ହେଲେ ସେ ମଧ୍ୟ ନିରାଶ କରିଥିଲେ । ମାତ୍ର ୮ ରନ୍ କରି ମହାଲି ବିଅର୍ଡମ୍ୟାନ୍‌ଙ୍କ ବଲର ଶିକର ହୋଇଥିଲେ ଉଦୟ । ତା’ପରେ ଆଦର୍ଶ ସିଂହଙ୍କ ସହିତ ପାଳି ସମ୍ଭାଳିବା ପାଇଁ ଆସିଥିଲେ ସଚିନ୍ ଧାସ୍ । ସେ ମଧ୍ୟ କ୍ରିଜରେ ବେଶୀ ସମୟ ତିଷ୍ଠି ପାରିନଥିଲେ । ୯ ରନ୍ କରିଥିବା ବେଳେ ରଫ୍ ମାକମିଲାନ୍ ବଲରେ କ୍ୟାଚ୍ ଆଉଟ୍ ହୋଇଥିଲେ । 

ସଚିନ୍ ଧାସ୍ ଆଉଟ୍ ହେବା ପରେ ବ୍ୟାଟିଂ କରିବା ପାଇଁ ଆସିଥିଲେ ପ୍ରିୟାନ୍‌ସୁ ମୋଲିୟା । ସେ ୯ ରନ୍ କରିଥିବା ବେଳେ ଚାର୍ଲି ଆଣ୍ଡରସନ୍ ବଲରେ ଆଉଟ୍ ହୋଇ ପ୍ୟାଭିଲିୟନ୍ ଫେରି ଯାଇଥିଲେ । ତା’ଙ୍କ ପରେ ଆସିଥିଲେ ଆରାଭେଲ୍ଲି ଅବିନାଶ । ସେ ଖାତା ଖୋଲିବା ପୂର୍ବରୁ ଆଉଟ୍ ହୋଇଯାଇ ଥିଲେ । ଅଭିନାଶ ଆଉଟ୍ ହେବା ପରେ ଆସିଥିଲେ ମୁରଗାନ୍ ଅଭିଷେକ । ସେ ଆଦର୍ଶ ସିଂହ ସହିତ ମିଶି ଧୈର୍ଯ୍ୟପୂର୍ଣ୍ଣ ଭାବେ ବ୍ୟାଟିଂ କରୁଥିଲେ । ଠିକ୍ ସେହି ସମୟରେ ମହାଲି ବିଅର୍ଡମ୍ୟାନ୍‌ଙ୍କ ବଲରେ ଆଉଟ୍ ହୋଇଥିଲେ ଆଦର୍ଶ ସିଂହ । ଆଉଟ୍ ହେଲା ବେଳକୁ ସେ ୪୭ ରନ୍ କରିଥିଲେ ।
ଆଦର୍ଶ ସିଂହ ଆଉଟ୍ ହେବା ପରେ ବ୍ୟାଟିଂ କରିବା ପାଇଁ ଆସିଥିଲେ ରାଜ ଲିମ୍ୱାନୀ । ସେ ମଧ୍ୟ ଖାତା ଖୋଲି ପାରିନଥିଲେ । ତା’ପରେ ବ୍ୟାଟିଂ କରିବା ପାଇଁ ଆସିଥିଲେ ନମନ ତିୱାରୀ । ତାଙ୍କ ସହିତ ମିଶି ବ୍ୟାଟିଂ କରୁଥିବା ବେଳେ ମୁରଗନ୍ ଆଉଟ୍ ହୋଇଥିଲେ । ସେ ୪୨ ରନ୍ କରି ଆଉଟ୍ ହୋଇଥିଲେ । ତା’ପରେ ବ୍ୟାଟିଂ କରିବାକୁ ଆସିଥିବା ସୌମ୍ୟ ପାଣ୍ଡେ ୨ ରନ୍ କରି ଅଉଟ୍ ହୋଇଥିଲେ । ଭାରତ ସମସ୍ତ ୱିକେଟ୍ ହରାଇ ୧୭୪ ରନ୍ କରିଥିଲା । ଅର୍ଥାତ ଅଷ୍ଟ୍ରେଲିଆ ୭୯ ରନ୍ ବିଜୟୀ ହୋଇଛି ।

ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ଅଷ୍ଟ୍ରେଲିଆ ୫୦ ଓଭରରେ ୭ ୱେକଟ୍ ହରାଇ ୨୫୩ ରନ୍ କରିଥିଲା । ଭାରତ ପକ୍ଷରୁ ରାଜ ଲିମ୍ୱାନୀ ୱିକେଟ୍ ଅକ୍ତିଆର୍ କରିଥିବା ବେଳେ ନମନ ତିୱାରୀ ୨ଟି, ସୌମ୍ୟ ପାଣ୍ଡେ ଓ ମୁର୍ସି ଖାନ୍ ଗୋଟିଏ ଲେଖାଏଁ ଅକ୍ତିଆର କରିଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story