/odisha-reporter/media/post_attachments/uploads/2015/10/୦୦୦୦୦୦୦.jpg)
barbati
ଭୁବନେଶ୍ୱର: ବାରବାଟୀରେ ଆରମ୍ଭ ହେଇଛି ଓଡିଶା-ମହାରାଷ୍ଟ୍ର ମଧ୍ୟରେ ରଣଜୀ ମୁକାବିଲା। ଟସ୍ ଜିତି ଓଡିଶା ମହାରାଷ୍ଟ୍ରକୁ ବ୍ୟାଟିଂ ଆମନ୍ତ୍ରଣ କରିଛି। ଚଳିତ ରଣଜୀ ସିଜିନର ପ୍ରଥମ ମ୍ୟାଚରେ ବିଦର୍ଭ ବିପକ୍ଷରେ ମ୍ୟାଚ ଡ୍ର ରଖି ୧ ପଏଣ୍ଟ ପାଇଥିଲା ଓଡିଶା। ତା’ସହ ମହାରାଷ୍ଟ୍ର ଓ ହରିୟାଣା ବିପକ୍ଷରେ ପ୍ରଥମ ଇଂନିସ ଅଗ୍ରଣୀ ଭିତ୍ତିରେ ୩ ପଏଣ୍ଟ ପାଇଛି ଘରୋଇ ଓଡିଶା। ଘରୋଇ ଗ୍ରାଉଣ୍ଡରେ ମ୍ୟାଚ୍ ହେଉଥିବାରୁ ପିଚ୍ ସହ ବେଶ୍ ଖାପଖୁଆଇ ଭଲ ପ୍ରଦର୍ଶନ କରିବାକୁ ଆଶା ରଖିଛି ଓଡିଶା ଦଳ। ଅନ୍ୟପଟେ ମହାରାଷ୍ଟ୍ର ଦଳରେ ଅନ୍ତର୍ଜାତୀୟ କ୍ରିକେଟର କେଦାର ଯାଦବଙ୍କଠାରୁ ମଧ୍ୟ ଭଲ ପ୍ରଦର୍ଶନ ଆଶା ରଖିଛି ଦଳ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
