ମହାପ୍ରଭୁଙ୍କ ଦର୍ଶନ କଲେ ଅନ୍ତର୍ଜାତୀୟ ବ୍ୟାଡମିଣ୍ଟନ ତାରକା ସାଇନା ନେହୱାଲ। ପୁରୀ ଶ୍ରୀମନ୍ଦିରରେ ପ୍ରାୟ ଘଣ୍ଟାଏ ବିତେଇବା ସହ ମହାପ୍ରସାଦ ସେବନ କରିଛନ୍ତି । ସାଇନା କହିଛନ୍ତି, ଶ୍ରୀଜିଉଙ୍କ ଉପରେ ସମସ୍ତଙ୍କ ଆସ୍ଥା ରହିଛି । ଆଳତି ଦର୍ଶନ କରିବାର ସୌଭାଗ୍ୟ ପାଇ ଖୁବ୍ ଖୁସି। ସାଇନାଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରୀଜିଉଙ୍କ ମୂର୍ତ୍ତୀ ଉପହାରରେ ଦିଆଯାଇଛି । ଏହି ଅବସରରେ ସେ କଣ କହିଛନ୍ତି ଶୁଣନ୍ତୁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Cricket
ଦିନକ ପରେ ପର୍ଥ ଟେଷ୍ଟ: ଚୂଡ଼ାନ୍ତ ଏକାଦଶରୁ ବାଦ ପଡ଼ିବେ ଜାଡେଜା
ପ୍ରଥମ ଟେଷ୍ଟରେ ଭାରତରର ନେତୃତ୍ୱ ନିୟମିତ ଅଧିନାୟକ ରୋହିତ ଶର୍ମା ନେବେ ନାହିଁ। ତାଙ୍କ ବଦଳରେ ସ୍ପିଡଷ୍ଟର ଯଶପ୍ରୀତ ବୁମ୍ରା କମାଣ ସମ୍ଭାଳିବେ।
Hockey
ମହିଳା ଏସିଆନ ଚାମ୍ପିୟନ୍ସ ଟ୍ରଫି: ଚାଇନାକୁ ହରାଇ ଭାରତ ପୁଣି ଚାମ୍ପିୟନ
ଆଜିର ଫାଇନାଲରେ ଭାରତ ପକ୍ଷରୁ ଏକମାତ୍ର ଗୋଲ ଦୀପିକା ସ୍କୋର କରିଛନ୍ତି
Cricket
ଅଷ୍ଟ୍ରେଲିଆରେ ରହିବେ ଅଗରକର, ସିରିଜ ପରେ ରୋହିତ ଓ ବିରାଟଙ୍କ ଉପରେ ନେବେ ବଡ଼ ନିଷ୍ପତ୍ତି !
ଅଜିତ ଅଗରକରଙ୍କୁ ବର୍ଡର-ଗାଭାସ୍କର ଟେଷ୍ଟ ସିରିଜ ସମୟରେ ଅଷ୍ଟ୍ରେଲିଆରେ ରହିବାକୁ କୁହାଯାଇଛି।
Cricket
ଆଇସିସି ରାଙ୍କିଙ୍ଗ: ସୂର୍ଯ୍ୟ କୁମାରଙ୍କୁ ହଟାଇ କ୍ୟାରିୟରର ଶ୍ରେଷ୍ଠ ସ୍ଥାନରେ ତିଲକ ବର୍ମା
ତିଲକ ଟିମ ଇଣ୍ଡିଆର ଟି-୨୦ ଅଧିନାୟକ ସୂର୍ଯ୍ୟ କୁମାର ଯାଦବଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି। ଟି-୨୦ ରାଙ୍କିଙ୍ଗରେ ସର୍ବଶ୍ରେଷ୍ଠ ଭାରତୀୟ ବ୍ୟାଟର ମଧ୍ୟ ବନି ଯାଇଛନ୍ତି।
Hockey
ଏସିଆନ ଚାମ୍ପିୟନ୍ସ ଟ୍ରଫି: ଫାଇନାଲରେ ଭାରତ, ବୁଧବାର ଚାଇନାକୁ ଭେଟିବ
ଓଡ଼ିଶାର ସୁନେଲିତା ଟୋପ୍ପୋ ନିଜର ଜଲୱା ଦେଖାଇ ୫୬ତମ ମିନିଟରେ ଲାରେମସିଆମିଙ୍କୁ ବଲ ପାସ୍ କରିବାରୁ ସେ ଗୋଲ କରିବାକୁ ସକ୍ଷମ ହୋଇଛନ୍ତି। ଆସନ୍ତାକାଲି ଡିଫେଣ୍ଡିଂ ଚାମ୍ପିୟନ ଭାରତୀୟ ମହିଳା ଦଳ ଫାନାଲରେ ଚାଇନାକୁ ଭେଟିବ।