ଆଜିଠାରୁ ଅନ୍ତର୍ଜାତୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ

ପ୍ରତିଯୋଗିତାରେ ବିଜେତାଙ୍କ ପାଇଁ ମୋଟ ଅର୍ଥ ରାଶି୮୫ ଲକ୍ଷ ଟଙ୍କା ରଖାଯାଇଛି। 

Badminton Tournament

Representational image

Tapaswini Nayak
  • Published: Tuesday, 10 December 2024
  • Updated: 10 December 2024, 10:52 AM IST

Sports

Latest News

ଆଜିଠାରୁ କଟକରେ ଆରମ୍ଭ ହେବାକୁ ଯାଉଛି ଅନ୍ତର୍ଜାତୀୟ ବାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ।  ଏହି ସୁପର ୧୦୦ ଟୁର୍ଣ୍ଣାମେଣ୍ଟରେ ୨୯ଟି ଦେଶର ପାଖାପାଖି ୩୦୦ରୁ ଊର୍ଦ୍ଧ୍ୱ ଖେଳାଳି ଅଂଶଗ୍ରହଣ କରିବେ ବୋଲି କ୍ରୀଡ଼ା ମନ୍ତ୍ରୀ ସୂଚନା ଦେଇଛନ୍ତି।

ବିଡବ୍ଲୁଏଫ ପକ୍ଷରୁ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେଉଛି। ଓଡ଼ିଶାରୁ ୭ ଜଣ ଖେଳାଳି ଏଥିରେ ଭାଗ ନେଉଥିବା ବେଳେ ଦେଶ ଓ ବିଦେଶ ବିଶେଷ କରି ଜାପାନ, ଚୀନ, ଡେନମାର୍କର ବାଡମିଣ୍ଟନ ଖେଳାଳି ପ୍ରତିଯୋଗିତାରେ ସାମିଲ ହେବା ନେଇ ମନ୍ତ୍ରୀ ସୂଚନା ଦେଇଛନ୍ତି।

Also Read

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story