Advertisment

ଆଜିଠାରୁ ଅନ୍ତର୍ଜାତୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ

ପ୍ରତିଯୋଗିତାରେ ବିଜେତାଙ୍କ ପାଇଁ ମୋଟ ଅର୍ଥ ରାଶି୮୫ ଲକ୍ଷ ଟଙ୍କା ରଖାଯାଇଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
Badminton Tournament

Badminton Tournament

ଆଜିଠାରୁ କଟକରେ ଆରମ୍ଭ ହେବାକୁ ଯାଉଛି ଅନ୍ତର୍ଜାତୀୟ ବାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ।  ଏହି ସୁପର ୧୦୦ ଟୁର୍ଣ୍ଣାମେଣ୍ଟରେ ୨୯ଟି ଦେଶର ପାଖାପାଖି ୩୦୦ରୁ ଊର୍ଦ୍ଧ୍ୱ ଖେଳାଳି ଅଂଶଗ୍ରହଣ କରିବେ ବୋଲି କ୍ରୀଡ଼ା ମନ୍ତ୍ରୀ ସୂଚନା ଦେଇଛନ୍ତି।

Advertisment

ବିଡବ୍ଲୁଏଫ ପକ୍ଷରୁ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେଉଛି। ଓଡ଼ିଶାରୁ ୭ ଜଣ ଖେଳାଳି ଏଥିରେ ଭାଗ ନେଉଥିବା ବେଳେ ଦେଶ ଓ ବିଦେଶ ବିଶେଷ କରି ଜାପାନ, ଚୀନ, ଡେନମାର୍କର ବାଡମିଣ୍ଟନ ଖେଳାଳି ପ୍ରତିଯୋଗିତାରେ ସାମିଲ ହେବା ନେଇ ମନ୍ତ୍ରୀ ସୂଚନା ଦେଇଛନ୍ତି।

ପ୍ରତିଯୋଗିତାରେ ବିଜେତାଙ୍କ ପାଇଁ ମୋଟ ଅର୍ଥ ରାଶି୮୫ ଲକ୍ଷ ଟଙ୍କା ରଖାଯାଇଛି। 

Cuttack Badminton Tournament