ବାରବାଟୀ ଷ୍ଟାଡିୟମ ନବୀକରଣ ପାଇଁ ସମ୍ପୂର୍ଣ୍ଣ ଭଙ୍ଗାଯିବା ନିଷ୍ପତ୍ତି ପ୍ରସଙ୍ଗ। ପ୍ରେସ୍ମିଟରେ ବିରୋଧ କଲେ କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ। କହିଲେ, ଓସିଏ ଓ ରାଜ୍ୟ ସରକାର ଷ୍ଟାଡିୟମ୍ ଭଙ୍ଗାଯିବା ନିଷ୍ପତ୍ତି ବଦଳାନ୍ତୁ। ଷ୍ଟାଡିୟମ୍ ସହ ପୁରୁଣା ଐତିହ୍ୟ ଜଡ଼ିତ। ସମ୍ପୂର୍ଣ୍ଣ ଭଙ୍ଗା ଯାଇପାରିବନି। କଟକ-ଭୁବନେଶ୍ବର ମଧ୍ୟରେ ନୂଆ ଷ୍ଟାଡିୟମ୍ ନିର୍ମାଣ କରାଯାଇପାରିବ, କାହିଁକି ଭଙ୍ଗାଯିବ। ତେବେ ସେ ଅଧିକ କଣ କହିଛନ୍ତି ଶୁଣନ୍ତୁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Cricket
ଶତକ ଠାରୁ ୯ ରନ ଦୂରରେ ରହିଗଲେ ସ୍ମୃତି ମନ୍ଧାନା, ସର୍ବକାଳୀନ ଅନଲକି ତାଲିକାରେ ସାମିଲ
ଆଜିକୁ ମିଶାଇ ମନ୍ଧାନା ୪ର୍ଥ ଥର ପାଇଁ ଦିନିକିଆରେ ନର୍ଭସ ୯୦ରୁ ୧୦୦ ମଧ୍ୟରେ ଆଉଟ ହେବାର ଦୁର୍ଭାଗ୍ୟ ମୁଣ୍ଡାଇଛନ୍ତି।
Cricket
ବ୍ୟାଟରଙ୍କ ପରେ ଘାଇଲା କଲେ ରେଣୁକା ସିଂହ ଠାକୁର, ଭାରତର ଏକତରଫା ବିଜୟ
ବ୍ୟାଟିଂ ପରେ ବଲରେ କମାଲ କରିଛନ୍ତି ଦ୍ରୁତ ବୋଲର ରେଣୁକା ସିଂହ ଠାକରୁ। ସେ ୧୦ ଓଭରରେ ମାତ୍ର ୨୯ ରନ ଦେଇ ଇଣ୍ଡିଜ ଟିମର ୫ ବ୍ୟାଟରଙ୍କୁ ଆଉଟ କରିଛନ୍ତି।
Cricket
ଚାମ୍ପିୟନ୍ସ ଟ୍ରଫି ଓ ଭାରତ ବିପକ୍ଷ ସିରିଜ ପାଇଁ ଦଳ ଘୋଷଣା କଲା ଇଂଲଣ୍ଡ
ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଆହତ ହୋଇଥିବା ଅଲରାଉଣ୍ଡର ବେନ ଷ୍ଟୋକ୍ସ ୧୫ ଜଣିଆ ସ୍କ୍ୱାଡରୁ ବାଦ ପଡ଼ିଛନ୍ତି।
Cricket
ଅଶ୍ୱିନଙ୍କୁ ଚିଠି ଲେଖିଲେ ମୋଦି, କହିଲେ- ଆପଣଙ୍କ କ୍ୟାରମ୍ ବଲ୍ ସମସ୍ତଙ୍କୁ ବୋଲ୍ଡ କରିଦେଲା
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲେଖିଥିବା ଚିଠିରେ ଅଶ୍ୱିନଙ୍କୁ ପ୍ରଶଂସା କରିଛନ୍ତି। ଅଶ୍ୱିନଙ୍କ ଅଫ୍ ସ୍ପିନରେ ଥିବା ଜଲୱା ଓ ବିପକ୍ଷ ବ୍ୟାଟରଙ୍କୁ ଘାଇଲା କରିବାର କ୍ଷମତା ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିଛନ୍ତି।
Cricket
ଜାଡେଜାଙ୍କ ପରେ ଆଉ ଜଣେ ଭାରତୀୟ କ୍ରିକେଟରଙ୍କୁ ବିବାଦକୁ ଟାଣିଲା ଅଷ୍ଟ୍ରେଲିଆ ମିଡିଆ
ପ୍ରଥମେ ବିରାଟ କୋହଲି ପରେ ରବୀନ୍ଦ୍ର ଜାଡେଜାଙ୍କୁ ଅଷ୍ଟ୍ରେଲୀୟ ଗଣମାଧ୍ୟମ ବିବାଦ ମଧ୍ୟକୁ ଟାଣିଥିଲା। ଏବେ ଅଷ୍ଟ୍ରେଲିଆ ମିଡିଆର ଟାର୍ଗେଟକୁ ଆସିଛନ୍ତି ଭାରତୀୟ ଟିମର ଦ୍ରୁତ ବୋଲର ଆକାଶ ଦୀପ।