Advertisment

'ପୁରୁଣା ଐତିହ୍ୟ ଭଙ୍ଗା ଯାଇପାରିବନି’

'ଷ୍ଟାଡିୟମ୍ ସହ ପୁରୁଣା ଐତିହ୍ୟ ଜଡ଼ିତ। ସମ୍ପୂର୍ଣ୍ଣ ଭଙ୍ଗା ଯାଇପାରିବନି। କଟକ-ଭୁବନେଶ୍ବର ମଧ୍ୟରେ ନୂଆ ଷ୍ଟାଡିୟମ୍ ନିର୍ମାଣ କରାଯାଇପାରିବ'

author-image
Manoj Swain
ଅଦ୍ୟତନ ହୋଇଛି

ବାରବାଟୀ ଷ୍ଟାଡିୟମ ନବୀକରଣ ପାଇଁ ସମ୍ପୂର୍ଣ୍ଣ ଭଙ୍ଗାଯିବା ନିଷ୍ପତ୍ତି ପ୍ରସଙ୍ଗ। ପ୍ରେସ୍‌ମିଟରେ ବିରୋଧ କଲେ କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ। କହିଲେ, ଓସିଏ ଓ ରାଜ୍ୟ ସରକାର ଷ୍ଟାଡିୟମ୍ ଭଙ୍ଗାଯିବା ନିଷ୍ପତ୍ତି ବଦଳାନ୍ତୁ। ଷ୍ଟାଡିୟମ୍ ସହ ପୁରୁଣା ଐତିହ୍ୟ ଜଡ଼ିତ। ସମ୍ପୂର୍ଣ୍ଣ ଭଙ୍ଗା ଯାଇପାରିବନି। କଟକ-ଭୁବନେଶ୍ବର ମଧ୍ୟରେ ନୂଆ ଷ୍ଟାଡିୟମ୍ ନିର୍ମାଣ କରାଯାଇପାରିବ, କାହିଁକି ଭଙ୍ଗାଯିବ। ତେବେ ସେ ଅଧିକ କଣ କହିଛନ୍ତି ଶୁଣନ୍ତୁ। 

Advertisment
Odisha Congress Cuttack Barabati Stadium