Advertisment

ବାରବାଟୀରେ ଓଡ଼ିଶା-ଆସାମ ରଣଜୀ ମ୍ୟାଚ୍: ୯୨ ରନରେ ଆସାମ ଅଲଆଉଟ୍

କଟକ:  ବାରବାଟୀ ଷ୍ଟାଡିୟମରେ ଓଡ଼ିଶା ଓ ଆସାମ ମଧ୍ୟରେ ରଣଜୀ ମ୍ୟାଚ୍ ଆରମ୍ଭ ହୋଇଛି। ଟସ୍ ଜିତି ଓଡ଼ିଶା ପ୍ରଥମେ ଫିଲଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଆସାମ ମାତ୍ର ୯୨ ରନ୍ କରି ଅଲ ଆଉଟ୍ ହୋଇଯାଇଛି। ବସନ୍ତ ମହାନ୍ତିଙ୍କୁ ୫ଟି ୱିକେଟ୍ ମିଳିଥିବା ବେଳେ ସୂର୍ଯ୍ୟ ପ୍ରଧାନ ଏବଂ ଆଲୋକ ସାହୁଙ୍କୁ ୨ଟି ୱିକେଟ୍ ମିଳିଛି। ଏପଟେ ଓଡ଼ିଶା ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ମାତ୍ର ୨୩ ରନ୍ କରି ଓଡ଼ିଶା ୨ଟି ୱିକେଟ୍ […]

ଅଦ୍ୟତନ ହୋଇଛି
ବାରବାଟୀରେ ଓଡ଼ିଶା-ଆସାମ ରଣଜୀ ମ୍ୟାଚ୍: ୯୨ ରନରେ ଆସାମ ଅଲଆଉଟ୍

barabati

Advertisment

କଟକ:  ବାରବାଟୀ ଷ୍ଟାଡିୟମରେ ଓଡ଼ିଶା ଓ ଆସାମ ମଧ୍ୟରେ ରଣଜୀ ମ୍ୟାଚ୍ ଆରମ୍ଭ ହୋଇଛି। ଟସ୍ ଜିତି ଓଡ଼ିଶା ପ୍ରଥମେ ଫିଲଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଆସାମ ମାତ୍ର ୯୨ ରନ୍ କରି ଅଲ ଆଉଟ୍ ହୋଇଯାଇଛି। ବସନ୍ତ ମହାନ୍ତିଙ୍କୁ ୫ଟି ୱିକେଟ୍ ମିଳିଥିବା ବେଳେ ସୂର୍ଯ୍ୟ ପ୍ରଧାନ ଏବଂ ଆଲୋକ ସାହୁଙ୍କୁ ୨ଟି ୱିକେଟ୍ ମିଳିଛି।

Advertisment

ଏପଟେ ଓଡ଼ିଶା ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ମାତ୍ର ୨୩ ରନ୍ କରି ଓଡ଼ିଶା ୨ଟି ୱିକେଟ୍ ହରାଇଛି।

ଗ୍ରୁପ ‘ଏ’ ରେ ଥିବା ଆସାମ ଖେଳିଥିବା ଦୁଇଟି ମ୍ୟାଚରେ ବିଜୟ ହୋଇ ୧୦ ପଏଣ୍ଟ ସହ ଟେବୁଲର ପ୍ରଥମ ସ୍ଥାନରେ ରହିଛି। ସେପଟେ ଓଡିଶା ଖେଳିଥିବା ୨ଟି ଯାକ ମ୍ୟାଚରେ ଡ୍ର ରଖି ଟେବୁଲର ସପ୍ତମ ସ୍ଥାନରେ ରହିଛି। ଓଡିଶା-ଆସାମ ମଧ୍ୟରେ ଏହା ହେଉଛି ୪୮ତମ ମୁକାବିଲା।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe