Advertisment

ଭୁବନେଶ୍ୱରରେ ପହଞ୍ଚିଲେ କଳିଙ୍ଗ ଲାନର୍ସର ମୁଖ୍ୟ କୋଚ୍ ମାର୍କ ହାଗର

ଭୁବନେଶ୍ୱର: କଳିଙ୍ଗ ଲାନର୍ସର ମୁଖ୍ୟ କୋଚ୍ ମାର୍କ ହାଗର ଆଜି ଭୁବନେଶ୍ୱରରେ ପହଞ୍ଚିଛନ୍ତି। ନ୍ୟୁଜିଲାଣ୍ଡ ସିନିୟର ମହିଳା ହକି ଟିମର କୋଚ୍ ଥିବା ହାଗରଙ୍କୁ ଚଳିତ ଥର ନୂଆ କରି କଳିଙ୍ଗ ଲାନର୍ସର କୋଚିଂ ଦାୟିତ୍ୱ ଦିଆଯାଇଛି । ସେ ଆସନ୍ତାକାଲିଠାରୁ କଳିଙ୍ଗ ଲାନର୍ସରେ ଥିବା ଭାରତୀୟ ଖେଳାଳିଙ୍କୁ ନେଇ ଅଭ୍ୟାସ ଆରମ୍ଭ କରିବେ। ଟିମ କମ୍ୱିନେସନ, ଫିଟନେସ ଉପରେ ପ୍ରଥମେ ଗୁରୁତ୍ୱ ଦେବେ ବୋଲି ହାଗର୍ କହିଛନ୍ତି। ଏହି ସିଜିନରେ କଳିଙ୍ଗ ଲାନର୍ସ ଭଲ ପ୍ରଦର୍ଶନ […]

ଅଦ୍ୟତନ ହୋଇଛି
ଭୁବନେଶ୍ୱରରେ ପହଞ୍ଚିଲେ କଳିଙ୍ଗ ଲାନର୍ସର ମୁଖ୍ୟ କୋଚ୍ ମାର୍କ ହାଗର
Advertisment

ଭୁବନେଶ୍ୱର: କଳିଙ୍ଗ ଲାନର୍ସର ମୁଖ୍ୟ କୋଚ୍ ମାର୍କ ହାଗର ଆଜି ଭୁବନେଶ୍ୱରରେ ପହଞ୍ଚିଛନ୍ତି। ନ୍ୟୁଜିଲାଣ୍ଡ ସିନିୟର ମହିଳା ହକି ଟିମର କୋଚ୍ ଥିବା ହାଗରଙ୍କୁ ଚଳିତ ଥର ନୂଆ କରି କଳିଙ୍ଗ ଲାନର୍ସର କୋଚିଂ ଦାୟିତ୍ୱ ଦିଆଯାଇଛି । ସେ ଆସନ୍ତାକାଲିଠାରୁ କଳିଙ୍ଗ ଲାନର୍ସରେ ଥିବା ଭାରତୀୟ ଖେଳାଳିଙ୍କୁ ନେଇ ଅଭ୍ୟାସ ଆରମ୍ଭ କରିବେ। ଟିମ କମ୍ୱିନେସନ, ଫିଟନେସ ଉପରେ ପ୍ରଥମେ ଗୁରୁତ୍ୱ ଦେବେ ବୋଲି ହାଗର୍ କହିଛନ୍ତି। ଏହି ସିଜିନରେ କଳିଙ୍ଗ ଲାନର୍ସ ଭଲ ପ୍ରଦର୍ଶନ କରିବ ବୋଲି ସେ ଆଶା ରଖିଛନ୍ତି। ଆଜି ତାଙ୍କ ସହ ଟିମର ଟ୍ରେନର ଡେଭିଡ୍ ଜନ ଏବଂ ଲାନର୍ସର ବିଦେଶୀ ଖେଳାଳି ଅଷ୍ଟ୍ରେଲିଆର ମାଥ୍ୟୁ ୱିଲସ ମଧ୍ୟ ଭୁବନେଶ୍ୱରରେ  ପହଞ୍ଚିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe