/odisha-reporter/media/post_attachments/uploads/2015/10/banduka.jpg)
banduka
ଭୁବନେଶ୍ୱର: ନଭେମ୍ୱର ୧୨ରୁ ୧୫ ଯାଏଁ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଯାଉଛି ପଞ୍ଚମ ରାଜ୍ୟ ବନ୍ଧୁକ ଚାଳନା ପ୍ରତିଯୋଗିତା। ଏନେଇ ରାଜ୍ୟ ରାଇଫଲ ସଂଘ ପକ୍ଷରୁ ଏକ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ନୂଆ ତିଆରି ହୋଇଥିବା ସୁଟିଂ ରେଞ୍ଜରେ ଏହି ପ୍ରତିଯୋଗିତା ହେବ। ନଭେମ୍ୱର ୫ ସୁଦ୍ଧା ପ୍ରତିଯୋଗୀମାନେ ନାମ ପଞ୍ଜିକରଣ କରି ପ୍ରତିଯୋଗିତାରେ ଭାଗ ନେଇପାରିବେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
