Advertisment

ଡବ୍ଲ୍ୟୁବିଓରେ ହେବ ବିଜେନ୍ଦର-କେରୀ ହୋପ୍‌ ମୁକାବିଲା

ନୂଆଦିଲ୍ଲୀ: ଜୁଲାଇ ୧୬ରେ ନୂଆଦିଲ୍ଲୀରେ ହେବାକୁ ଥିବା ଡବ୍ଲ୍ୟୁବିଓ ଏସିଆ ଟାଇଟଲ୍‌ ମ୍ୟାଚ୍‌ରେ ଭାରତର ବିଜେନ୍ଦର ସିଂହଙ୍କୁ ଭେଟିବେ ପୂର୍ବତନ ୟୁରୋପୀଆନ୍‌ ଚାମ୍ପିଅନ୍‌ କେରୀ ହୋପ୍‌। ଏନେଇ କେରୀ ଆଜି ସୂଚନା ଦେଇଛନ୍ତି। ୩୦ ବର୍ଷୀୟ ଏହି ଭାରତୀୟ ମୁଷ୍ଟିଯୋଦ୍ଧା ଜଣକ ଗତବର୍ଷର ଅପରାଜିତ ରହିଛନ୍ତି। ନକ୍‌ଆଉଟ୍‌ ମାଧ୍ୟମରେ ସେ ୬ଟି କଣ୍ଟେଷ୍ଟ ଜିତିଛନ୍ତି। ଅନ୍ୟପକ୍ଷରେ ୩୦ଟି ମ୍ୟାଚ୍‌ରୁ ୨ଟି ନକ୍‌ଆଉଟ୍‌ ସହ ୨୩ଟି ମ୍ୟାଚ୍‌ ଜିତିଛନ୍ତି। ପୂର୍ବତନ ୟୁରୋପୀଆନ୍‌ ଚାମ୍ପିଅନ୍‌ କେରୀ ହୋପ୍‌ କହିଛନ୍ତି,“ସେ ଭାରତରେ […]

ଡବ୍ଲ୍ୟୁବିଓରେ ହେବ ବିଜେନ୍ଦର-କେରୀ ହୋପ୍‌ ମୁକାବିଲା

vijender-singh-kerry-hope

Advertisment

ନୂଆଦିଲ୍ଲୀ: ଜୁଲାଇ ୧୬ରେ ନୂଆଦିଲ୍ଲୀରେ ହେବାକୁ ଥିବା ଡବ୍ଲ୍ୟୁବିଓ ଏସିଆ ଟାଇଟଲ୍‌ ମ୍ୟାଚ୍‌ରେ ଭାରତର ବିଜେନ୍ଦର ସିଂହଙ୍କୁ ଭେଟିବେ ପୂର୍ବତନ ୟୁରୋପୀଆନ୍‌ ଚାମ୍ପିଅନ୍‌ କେରୀ ହୋପ୍‌। ଏନେଇ କେରୀ ଆଜି ସୂଚନା ଦେଇଛନ୍ତି।

Advertisment

୩୦ ବର୍ଷୀୟ ଏହି ଭାରତୀୟ ମୁଷ୍ଟିଯୋଦ୍ଧା ଜଣକ ଗତବର୍ଷର ଅପରାଜିତ ରହିଛନ୍ତି। ନକ୍‌ଆଉଟ୍‌ ମାଧ୍ୟମରେ ସେ ୬ଟି କଣ୍ଟେଷ୍ଟ ଜିତିଛନ୍ତି। ଅନ୍ୟପକ୍ଷରେ ୩୦ଟି ମ୍ୟାଚ୍‌ରୁ ୨ଟି ନକ୍‌ଆଉଟ୍‌ ସହ ୨୩ଟି ମ୍ୟାଚ୍‌ ଜିତିଛନ୍ତି।

ପୂର୍ବତନ ୟୁରୋପୀଆନ୍‌ ଚାମ୍ପିଅନ୍‌ କେରୀ ହୋପ୍‌ କହିଛନ୍ତି,“ସେ ଭାରତରେ ଜଣେ ସୁପରଷ୍ଟାର ହୋଇଥିବେ କିନ୍ତୁ ମୋ ପାଇଁ ସେ ଜଣେ ମୁଷ୍ଟି ଯୋଦ୍ଧା। ସେ ଗୋଟିଏ ବର୍ଷ ପ୍ରୋ’ ରହିଥାଇପାରନ୍ତି କିନ୍ତୁ ମୁଁ ବିଗତ ୧୨ ବର୍ଷ ଧରି ପ୍ରୋ’ ରହିଥିଲି। ସେହି ଦୃଷ୍ଟିରୁ ମୋ ନିକଟରେ ପ୍ରର୍ଯ୍ୟାପ୍ତ ପରିମାଣର ଅଭିଜ୍ଞତା ରହିଛି। ମୁଁ ଜାଣେ ଏବେ ତାଙ୍କ ପଛରେ ଲୋକଙ୍କ ସମର୍ଥନ ରହିଥିବାରୁ ମତେ ଚାପ ପଡିବ। କିନ୍ତୁ ମୁଁ ଏହାକୁ ହାଲକା ଭାବେ ନେଇଛି।”

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe