Advertisment

କାନାଡା ଓପନ ଫାଇନାଲରେ ଜ୍ୱାଲା-ଅଶ୍ୱିନୀ ଝଡ

କାଲଗ୍ୟାରୀ(କାନାଡା): ଭାରତର ମହିଳା ଡବଲ୍ସ ବ୍ୟାଟମିଣ୍ଟନ ଯୋଡି ଜ୍ୱାଲା ଗ୍ୱାଟା ଓ ଅଶ୍ୱିନୀ ପୋନ୍ନାପା କାନାଡା ଓପନରେ ଝଡ ସୃଷ୍ଟି କରିଛନ୍ତି। ରବିବାର ଖେଳାଯାଇଥିବା ଏକ ସଂଘର୍ଷପୂର୍ଣ୍ଣ ସେମିଫାନାଲରେ ଭାରତର ଏହି ସଫଳ ଯୋଡି ଜାପାନରେ ସାହିହୋ ଟାନାକା ଏବଂ କୋହାରୁ ୟୋନେମୋଟଟୋକୁ ୨୧-୧୭, ୨୧-୧୬ ସେଟରେ ବିଜୟ ହାସଲ କରିଛନ୍ତି। ବିଜୟ ଫଳରେ ଏହି ଯୋଡି ଫାଇନାଲରେ ପହଞ୍ଚିଛନ୍ତି। ମ୍ୟାଚ ଆରମ୍ଭ ହେବାର କିଛି ସମୟ ମଧ୍ୟରେ ଜାପାନର ସଫଳ ଯୋଡି ଉପରେ ଭାରି ପଡିଥିଲେ। […]

କାନାଡା ଓପନ ଫାଇନାଲରେ ଜ୍ୱାଲା-ଅଶ୍ୱିନୀ ଝଡ

ind

Advertisment

କାଲଗ୍ୟାରୀ(କାନାଡା): ଭାରତର ମହିଳା ଡବଲ୍ସ ବ୍ୟାଟମିଣ୍ଟନ ଯୋଡି ଜ୍ୱାଲା ଗ୍ୱାଟା ଓ ଅଶ୍ୱିନୀ ପୋନ୍ନାପା କାନାଡା ଓପନରେ ଝଡ ସୃଷ୍ଟି କରିଛନ୍ତି। ରବିବାର ଖେଳାଯାଇଥିବା ଏକ ସଂଘର୍ଷପୂର୍ଣ୍ଣ ସେମିଫାନାଲରେ ଭାରତର ଏହି ସଫଳ ଯୋଡି ଜାପାନରେ ସାହିହୋ ଟାନାକା ଏବଂ କୋହାରୁ ୟୋନେମୋଟଟୋକୁ ୨୧-୧୭, ୨୧-୧୬ ସେଟରେ ବିଜୟ ହାସଲ କରିଛନ୍ତି। ବିଜୟ ଫଳରେ ଏହି ଯୋଡି ଫାଇନାଲରେ ପହଞ୍ଚିଛନ୍ତି।

Advertisment

ମ୍ୟାଚ ଆରମ୍ଭ ହେବାର କିଛି ସମୟ ମଧ୍ୟରେ ଜାପାନର ସଫଳ ଯୋଡି ଉପରେ ଭାରି ପଡିଥିଲେ। ଭାରତ ଏହି ଯୋଡି ଆଗରେ ଟିକି ପାରିନଥିଲେ ଏହି ଜାପାନ ଯୋଡି। ୨୦୧୧ରେ ବିଶ୍ୱ ଚାମ୍ପିଆନସିପରେ ବ୍ରୋଞ୍ଚ ହତେଇଥିବା ଏହି ଯୋଡି ଫାଇନାଲରେ ନେଦରଲ୍ୟାଣ୍ଡର ଅନ୍ୟତମ ସଫଳ ଯୋଡି ସେଲେନା ପିକ୍ ଓ ଇ.ମୁସକେନ୍ସଙ୍କୁ ଭେଟିବେ।

ସୂଚନାଯୋଗ୍ୟ ଏହି ଯୋଡି କମନୱେଲଥ ଗେମରେ ରୋପ୍ୟ ପଦକ ହାସଲ କରିଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe