ଚାପରେ ଖେଳିଲେ ବହୁତ କିଛି ଶିଖିବାକୁ ମିଳେ: ମୋରିସ

ମେଲ୍‌ବୋର୍ଣ୍ଣ: କ୍ରିକେଟ ମାନେ ହିଁ ଚାପ। ଏହି ଖେଳର ପ୍ରତିଟି ମୂହୁର୍ତ୍ତରେ ଚାପ ରହିଛି। ବୋଲିଂ ହେଉ କି ଫିଲ୍ଡିଂ  ଅବା ବ୍ୟାଟିଂ ସବୁ କ୍ଷେତ୍ରରେ ଚାପରେ ରହି ଜଣେ ଖେଳାଳି ଭଲ ପ୍ରଦର୍ଶନ କରିବାକୁ ଚେଷ୍ଟା କରେ। ରବିବାର ଏହା କହିଛନ୍ତି ଦକ୍ଷିଣ ଆଫ୍ରିକାର ଅଲ୍‌ରାଉଣ୍ଡର କ୍ରିଶ୍‌ ମୋରିସ।  ସେ କହିଛନ୍ତି,‘ମୁଁ ଯେତେବେଳେ ନିମ୍ନବର୍ଗରେ ବ୍ୟାଟିଂ କରିବାକୁ ଆସିଥାଏ ସେତେବେଳେ ମୋ ଉପରେ ବହୁତ ଚାପ ରହିଥାଏ। ହେଲେ ମୋ କର୍ତ୍ତବ୍ୟ ସମ୍ପାଦନ କରିବାକୁ ଚେଷ୍ଟା […]

chrismorris

chrismorris

Rakesh Mallick
  • Published: Sunday, 05 June 2016
  • Updated: 05 June 2016, 06:08 PM IST

Sports

Latest News

ମେଲ୍‌ବୋର୍ଣ୍ଣ: କ୍ରିକେଟ ମାନେ ହିଁ ଚାପ। ଏହି ଖେଳର ପ୍ରତିଟି ମୂହୁର୍ତ୍ତରେ ଚାପ ରହିଛି। ବୋଲିଂ ହେଉ କି ଫିଲ୍ଡିଂ  ଅବା ବ୍ୟାଟିଂ ସବୁ କ୍ଷେତ୍ରରେ ଚାପରେ ରହି ଜଣେ ଖେଳାଳି ଭଲ ପ୍ରଦର୍ଶନ କରିବାକୁ ଚେଷ୍ଟା କରେ। ରବିବାର ଏହା କହିଛନ୍ତି ଦକ୍ଷିଣ ଆଫ୍ରିକାର ଅଲ୍‌ରାଉଣ୍ଡର କ୍ରିଶ୍‌ ମୋରିସ।

 ସେ କହିଛନ୍ତି,‘ମୁଁ ଯେତେବେଳେ ନିମ୍ନବର୍ଗରେ ବ୍ୟାଟିଂ କରିବାକୁ ଆସିଥାଏ ସେତେବେଳେ ମୋ ଉପରେ ବହୁତ ଚାପ ରହିଥାଏ। ହେଲେ ମୋ କର୍ତ୍ତବ୍ୟ ସମ୍ପାଦନ କରିବାକୁ ଚେଷ୍ଟା କରେ। ଏହା ଦ୍ୱାରା ବହୁତ କିଛି ଶିକ୍ଷା ମିଳିଥାଏ।”

ସେ ଆହୁରି ମଧ୍ୟ କହିଛନ୍ତି,“ମୁଁ ବହୁତ କମ୍‌ ମ୍ୟାଚ୍‌ରେ ଦଳକୁ ଜିତାଇଛି। ମୁଁ ଯେତେବେଳେ ଚାପରେ ପଡି ଖେଳିବା ଆରମ୍ଭ କଲି ସେତେବେଳେ ସଫଳତା ଆପେ ଆପେ ମୋ ହାତକୁ ଆସିଲା।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story