chrismorris
ମେଲ୍ବୋର୍ଣ୍ଣ: କ୍ରିକେଟ ମାନେ ହିଁ ଚାପ। ଏହି ଖେଳର ପ୍ରତିଟି ମୂହୁର୍ତ୍ତରେ ଚାପ ରହିଛି। ବୋଲିଂ ହେଉ କି ଫିଲ୍ଡିଂ ଅବା ବ୍ୟାଟିଂ ସବୁ କ୍ଷେତ୍ରରେ ଚାପରେ ରହି ଜଣେ ଖେଳାଳି ଭଲ ପ୍ରଦର୍ଶନ କରିବାକୁ ଚେଷ୍ଟା କରେ। ରବିବାର ଏହା କହିଛନ୍ତି ଦକ୍ଷିଣ ଆଫ୍ରିକାର ଅଲ୍ରାଉଣ୍ଡର କ୍ରିଶ୍ ମୋରିସ।
ସେ କହିଛନ୍ତି,‘ମୁଁ ଯେତେବେଳେ ନିମ୍ନବର୍ଗରେ ବ୍ୟାଟିଂ କରିବାକୁ ଆସିଥାଏ ସେତେବେଳେ ମୋ ଉପରେ ବହୁତ ଚାପ ରହିଥାଏ। ହେଲେ ମୋ କର୍ତ୍ତବ୍ୟ ସମ୍ପାଦନ କରିବାକୁ ଚେଷ୍ଟା କରେ। ଏହା ଦ୍ୱାରା ବହୁତ କିଛି ଶିକ୍ଷା ମିଳିଥାଏ।”
ସେ ଆହୁରି ମଧ୍ୟ କହିଛନ୍ତି,“ମୁଁ ବହୁତ କମ୍ ମ୍ୟାଚ୍ରେ ଦଳକୁ ଜିତାଇଛି। ମୁଁ ଯେତେବେଳେ ଚାପରେ ପଡି ଖେଳିବା ଆରମ୍ଭ କଲି ସେତେବେଳେ ସଫଳତା ଆପେ ଆପେ ମୋ ହାତକୁ ଆସିଲା।”
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2016/06/06-1454739644-chrismorris-csk-600.jpg)