Advertisment

ଏହି ଷ୍ଟାର ଫୁଟବଲରଙ୍କୁ କରୋନା

ସଂଘାଇ: ମହାମାରୀ କରୋନା ଭାଇରସରେ ଚାଇନାର ଷ୍ଟାର ଫୁଟବଲର ତଥା ସ୍ପେନର ଏସପାନୟୋଲ ପକ୍ଷରୁ ଖେଳୁଥିବା ହୁ ଲେଇ ଆକ୍ରାନ୍ତ ହୋଇଛନ୍ତି। ସେ କରୋନାରେ ଆକ୍ରାନ୍ତ ହେବା ପରେ ତାଙ୍କୁ ସ୍ୱତନ୍ତ୍ର ଆଇସୋଲେସନରେ ରଖାଯାଇଛି। ସେହିପରି ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ସେମାନଙ୍କର ଚିକିତ୍ସା କରୁଥିବା ଚାଇନିଜ ଫୁଟବଲ ଆସୋସିଏସନ(ସିଏଫଏ) ପକ୍ଷରୁ ସୂଚନା ଦିଆଯାଇଛି। ସିଏଫଏ ପକ୍ଷରୁ କୁହାଯାଇଛି ଯେ ଲେଇଙ୍କ ଶରୀରରେ ଅଳ୍ପ ପରିମାଣର ଫ୍ଲୁ ଲକ୍ଷଣ ଦେଖା ଦେଇଥିଲା। ଏହାପରେ ତାଙ୍କୁ ହସ୍ପିଟାଲରେ ରଖି ଚିକିତ୍ସା […]

ଅଦ୍ୟତନ ହୋଇଛି
ଏହି ଷ୍ଟାର ଫୁଟବଲରଙ୍କୁ କରୋନା

wa

Advertisment

ସଂଘାଇ: ମହାମାରୀ କରୋନା ଭାଇରସରେ ଚାଇନାର ଷ୍ଟାର ଫୁଟବଲର ତଥା ସ୍ପେନର ଏସପାନୟୋଲ ପକ୍ଷରୁ ଖେଳୁଥିବା ହୁ ଲେଇ ଆକ୍ରାନ୍ତ ହୋଇଛନ୍ତି। ସେ କରୋନାରେ ଆକ୍ରାନ୍ତ ହେବା ପରେ ତାଙ୍କୁ ସ୍ୱତନ୍ତ୍ର ଆଇସୋଲେସନରେ ରଖାଯାଇଛି।

Advertisment

ସେହିପରି ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ସେମାନଙ୍କର ଚିକିତ୍ସା କରୁଥିବା ଚାଇନିଜ ଫୁଟବଲ ଆସୋସିଏସନ(ସିଏଫଏ) ପକ୍ଷରୁ ସୂଚନା ଦିଆଯାଇଛି। ସିଏଫଏ ପକ୍ଷରୁ କୁହାଯାଇଛି ଯେ ଲେଇଙ୍କ ଶରୀରରେ ଅଳ୍ପ ପରିମାଣର ଫ୍ଲୁ ଲକ୍ଷଣ ଦେଖା ଦେଇଥିଲା। ଏହାପରେ ତାଙ୍କୁ ହସ୍ପିଟାଲରେ ରଖି ଚିକିତ୍ସା ଯୋଗାଇ ଦିଆଯାଉଛି।

ଚାଇନିଜ ଫୁଟବଲ ବେଶ ଗୁରୁତ୍ୱର ସହ ଲେଇ ଓ ସେ ଖେଳୁଥିବା ସ୍ପେନ କ୍ଲବ ସହ ଯୋଗାଯୋଗରେ ରହିଛନ୍ତି। ଏଥିସହ ତାଙ୍କୁ ସମସ୍ତ ପ୍ରକାରର ସହଯୋଗ ଯୋଗାଇ ଦିଆଯାଉଛି। ଆମେ ଲେଇଙ୍କ ଆରୋଗ୍ୟ କାମନା କରୁଛୁ।”

Advertisment

ଏହାପୂର୍ବରୁ ୨୮ ବର୍ଷୀୟ ଲେଇ ବାରସେଲୋନାରେ ଥିବା ତାଙ୍କ ଘରେ ନିଜକୁ ସେଲଫ କ୍ୱାରେଣ୍ଟାଇନ କରି ରଖିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe