ବିଶ୍ୱର ୧ନଂ ଯୋଡ଼ିକୁ ଚକମା ଦେଇ ଟ୍ରଫି ହାତେଇଲେ ଭାରତର ଚିରାଗ-ସାତ୍ତ୍ୱିକ

ଫାଇନାଲ ମ୍ୟାଚ୍‌କୁ ଚିରାଗ ଓ ସାତ୍ତ୍ୱିକ ଯୋଡ଼ି ୧୭-୨୧, ୨୧-୧୩ ଓ ୨୧-୧୪ରେ ଜିତି କୋରିଆ ଓପନ ସୁପର ୫୦୦ ବ୍ୟାଡମିଣ୍ଟନ ଟାଇଟଲ ମଧ୍ୟ ହାସଲ କରିଛନ୍ତି।

Badminton

ବାମରୁ ସାତ୍ତ୍ୱିକ ଓ ଚିରାଗ

Hemant Lenka
  • Published: Sunday, 23 July 2023
  • Updated: 23 July 2023, 04:55 PM IST

ଭାରତର ଷ୍ଟାର ଶଟଲର ଯୋଡ଼ି ସାତ୍ତ୍ୱିକ ସାଈରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ଇତିହାସ ସୃଷ୍ଟି କରିଛନ୍ତି। ଏହି ଭାରତୀୟ ଯୋଡ଼ି ବିଶ୍ୱ ରାଙ୍କିଙ୍ଗର ୧ନଂ ସ୍ଥାନରେ ଥିବା ଇଣ୍ଡୋନେସିଆର ଦୁଇ ଖେଳାଳିଙ୍କୁ ଚକମା ଦେଇଛନ୍ତି।

Also Read

ଟପ୍‌ ସିଡ ଫଜର ଅଲଫିଆନ ଓ ମହମ୍ମଦ ରିଆନଙ୍କ ଠାରୁ ଫାଇନାଲ ମ୍ୟାଚ୍‌ର ପ୍ରଥମ ସେଟ୍‌ରେ ଚିରାଟ ଓ ସାତ୍ତ୍ୱିକ ୧୭-୨୧ରେ ହାରି ଯାଇଥିଲେ। ତେବେ ପରବର୍ତ୍ତୀ ଦୁଇ ସେଟ୍‌କୁ ବେଶ ଚମତ୍କାର ଢଙ୍ଗରେ ୨୧-୧୩ ଓ ୨୧-୧୪ରେ ଜିତି ଟ୍ରଫି ହାତେଇଛନ୍ତି

ଚଳିତ ବର୍ଷ ୪ର୍ଥ ଫାଇନାଲ ଖେଳୁଥିବା ବିଶ୍ୱର ୩ ନଂ ଯୋଡ଼ି ଚିରାଗ ଓ ସାତ୍ତ୍ୱିକ ୪ର୍ଥ ଟ୍ରଫି ଜିତିଛନ୍ତି। ଅଲଫିଆନ ଓ ରିଆନ ଦୁଇ ଥର ବିଶ୍ୱ ଚାମ୍ପିୟନଶିପରେ ବ୍ରୋଞ୍ଜ ପଦକ ଜିତିଥିଲେ। କିନ୍ତୁ ଆଜି ଭାରତୀୟ ଯୋଡ଼ି ଉଭୟଙ୍କୁ ମାତ୍ ଦେଇଥିଲେ।

ସେମି ଫାଇନାଲରେ ବିଶ୍ୱ ରାଙ୍କିଙ୍ଗର ୨ନଂ ସ୍ଥାନରେ ଥିବା ଚାଇନାର ଲିଆଙ୍ଗ ୱି କେଙ୍ଗ ଓ ୱାଙ୍ଗ ଚାଙ୍ଗଙ୍କୁ ହରାଇ ଭାରତୀୟ ଯୋଡ଼ି ଫାଇନାଲକୁ ଯାଇଥିଲେ। ଚିରାଗ ଓ ସାତ୍ତ୍ୱିକ ସେମି ଫାଇନାଲକୁ ୨୧-୧୫ ଓ ୨୪-୨୨ରେ ଜିତିଥିଲା। ଦୁଇ ଥରର ପରାଜୟ ପରେ ପ୍ରଥମଥର ପାଇଁ ଚିରାଗ ଓ ସାତ୍ତ୍ୱିକ ଏହି ଚାଇନିଜ୍‌ ଯୋଡ଼ିଙ୍କୁ ହରାଇବାକୁ ସକ୍ଷମ ହୋଇଥିଲେ।

୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଚାମ୍ପିୟନ ହୋଇଥିବା ଭାରତୀୟ ଯୋଡ଼ି ଚିରାଗ ଓ ସାତ୍ତ୍ୱିକ ଚଳିତ ବର୍ଷ ସ୍ୱିସ ଓପନ, ଏସିଆ ଚାମ୍ପିୟନଶିପ୍ସ ଓ ଇଣ୍ଡୋନେସିଆ ଓପନ ଜିତିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story