Advertisment

ନୀଳାଚଳ ପରିଡ଼ାଙ୍କୁ ଜର୍ସି ଉତ୍ସର୍ଗ କଲେ କ୍ରିସ୍ ମୋରିସ୍

ଭୁବନେଶ୍ୱର: ଲକଡାଉନରେ ପର୍ବତ ଆରୋହଣକାରୀରୁ ପରିବା ଦୋକାନୀ ପାଲଟିଥିବା ନୀଳାଚଳ ପରିଡ଼ାଙ୍କୁ ସମ୍ମାନ ପ୍ରଦର୍ଶନ କରିଛନ୍ତି କ୍ରିକେଟ୍ ଖେଳାଳି କ୍ରିସ୍ ମୋରିସ୍। କୋଭିଡ ହିରୋ ବୋଲି କହିବା ସହ ଏକ ଜର୍ସିର ଫଟୋ ଦେଇଛନ୍ତି, ଯେଉଁଥିରେ ଲେଖା ଅଛି ‘ମାଇଁ କୋଭିଡ୍ ହିରୋଜ୍’ ଏବଂ ‘ନୀଳାଚଳ’। କରୋନା ମହାମାରୀ ସମୟରେ ଭୁବନେଶ୍ୱର ଡେଲଟା ଛକରେ ରହୁଥିବା ନୀଳାଚଳ ବରିଷ୍ଠ ନାଗରିକଙ୍କୁ ମାଗଣା ପରିବା ଡେଲିଭରୀ କରି ଚର୍ଚ୍ଚାରେ ଥିବା ମୋରିସ୍ ଲେଖିଛନ୍ତି। Nilachala Parida set up a […]

ଅଦ୍ୟତନ ହୋଇଛି
ନୀଳାଚଳ ପରିଡ଼ାଙ୍କୁ ଜର୍ସି ଉତ୍ସର୍ଗ କଲେ କ୍ରିସ୍ ମୋରିସ୍

Nilachala

Advertisment

ଭୁବନେଶ୍ୱର: ଲକଡାଉନରେ ପର୍ବତ ଆରୋହଣକାରୀରୁ ପରିବା ଦୋକାନୀ ପାଲଟିଥିବା ନୀଳାଚଳ ପରିଡ଼ାଙ୍କୁ ସମ୍ମାନ ପ୍ରଦର୍ଶନ କରିଛନ୍ତି କ୍ରିକେଟ୍ ଖେଳାଳି କ୍ରିସ୍ ମୋରିସ୍। କୋଭିଡ ହିରୋ ବୋଲି କହିବା ସହ ଏକ ଜର୍ସିର ଫଟୋ ଦେଇଛନ୍ତି, ଯେଉଁଥିରେ ଲେଖା ଅଛି ‘ମାଇଁ କୋଭିଡ୍ ହିରୋଜ୍’ ଏବଂ ‘ନୀଳାଚଳ’। କରୋନା ମହାମାରୀ ସମୟରେ ଭୁବନେଶ୍ୱର ଡେଲଟା ଛକରେ ରହୁଥିବା ନୀଳାଚଳ ବରିଷ୍ଠ ନାଗରିକଙ୍କୁ ମାଗଣା ପରିବା ଡେଲିଭରୀ କରି ଚର୍ଚ୍ଚାରେ ଥିବା ମୋରିସ୍ ଲେଖିଛନ୍ତି।
https://twitter.com/Tipo_Morris/status/1307948648366518272?s=20

Advertisment

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ଆଇପିଏଲ ଖେଳୁଥିବା ମୋରିସ୍ ଲେଖିଛନ୍ତି, ଲକଡାଉନରେ ପରିବା ଦୋକାନ କରିଥିବା ନୀଳାଚଳ ପରିଡ଼ା ବରିଷ୍ଠ ନାଗରିକଙ୍କୁ ମାଗଣା ପରିବା ଡେଲିଭରୀର ଅଫର ଘୋଷଣା କରିଥିଲେ। ନୀଳାଚଳଙ୍କ ମନୋବଳକୁ ସାଲ୍ୟୁଟ୍ କରି ମୁଁ ତାଙ୍କୁ ଓ ଏଭଳି ସମସ୍ତ ଚ୍ୟାଲେଞ୍ଜର୍ସଙ୍କୁ ଉତ୍ସର୍ଗ ହୋଇଥିବା ଏକ ଜର୍ସି ପିନ୍ଧିବି।

publive-image

ସୂଚନାଯୋଗ୍ୟ ଯେ, ନୀଳାଚଳ ପରିଡ଼ା ଜଣେ ଆନ୍ତର୍ଜାତିକ ପର୍ବତାରୋହୀ। ସେ ଡ୍ରାଇଭିଂ କରି ପରିବାର ଚଳାନ୍ତି। କିନ୍ତୁ ଲକଡାଉନ୍ ସମୟରେ ପରିବା ବିକିଥିଲେ। ସେ ଏହି ଦୋକାନକୁ ଆସୁଥିବା ଲୋକଙ୍କୁ ସଚେତନ କରୁଥିଲେ। ମାସ୍କ ନପିନ୍ଧି ଆସିଥିବା ଲୋକଙ୍କୁ ପରିବା ଦେବାକୁ ମନା ବୋଲି ଏକ କାଗଜରେ ଲେଖିଥିଲେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe