କମନୱେଲଥ କରାଟେ ଚାମ୍ପଅନସିପ ପଦକ ବିଜେତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା

ଭୁବନେଶ୍ୱର: ନିକଟରେ ଦିଲ୍ଲୀରେ ଅନୁଷ୍ଠିତ କମନୱେଲଥ କରାଟେ ଚାମ୍ପିଅନସିପରେ ପଦକ ବିଜତା ୪ ଓଡିଆ ଖେଳାଳିଙ୍କୁ ବୁଧବାର ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ୱର୍ଦ୍ଧିତ କରିଛନ୍ତି । ଗତ ସେପ୍ଟେମ୍ୱର ୧୮ରୁ ୨୦ ପର୍ଯ୍ୟନ୍ତ ଦିଲ୍ଲୀର ତାଲକୋଟ୍ରା ଇନଡୋର ଷ୍ଟାଡିୟମରେ ଏହି ପ୍ରତିଯୋଗିତା ହୋଇଥିଲା। ଏଥିରେ ୨୧ବର୍ଷ ବର୍ଗରେ ଗୋଟିଏ ସ୍ୱର୍ଣ, ୧୬ ରୁ ୧୭ ବର୍ଷ ମହିଳା ବିଭାଗରେ ଗୋଟିଏ ରୌପ୍ୟ ଓ ୧୩ ରୁ ୧୪ ବର୍ଷ ବିଭାଗରେ ଦୁଇଟି ବ୍ରୋଞ୍ଚ ଓଡିଶାକୁ  ମିଳିଛି। […]

cm

Rakesh Mallick
  • Published: Thursday, 08 October 2015
  • , Updated: 08 October 2015, 03:48 AM IST

ଭୁବନେଶ୍ୱର: ନିକଟରେ ଦିଲ୍ଲୀରେ ଅନୁଷ୍ଠିତ କମନୱେଲଥ କରାଟେ ଚାମ୍ପିଅନସିପରେ ପଦକ ବିଜତା ୪ ଓଡିଆ ଖେଳାଳିଙ୍କୁ ବୁଧବାର ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ୱର୍ଦ୍ଧିତ କରିଛନ୍ତି । ଗତ ସେପ୍ଟେମ୍ୱର ୧୮ରୁ ୨୦ ପର୍ଯ୍ୟନ୍ତ ଦିଲ୍ଲୀର ତାଲକୋଟ୍ରା ଇନଡୋର ଷ୍ଟାଡିୟମରେ ଏହି ପ୍ରତିଯୋଗିତା ହୋଇଥିଲା। ଏଥିରେ ୨୧ବର୍ଷ ବର୍ଗରେ ଗୋଟିଏ ସ୍ୱର୍ଣ, ୧୬ ରୁ ୧୭ ବର୍ଷ ମହିଳା ବିଭାଗରେ ଗୋଟିଏ ରୌପ୍ୟ ଓ ୧୩ ରୁ ୧୪ ବର୍ଷ ବିଭାଗରେ ଦୁଇଟି ବ୍ରୋଞ୍ଚ ଓଡିଶାକୁ  ମିଳିଛି। ଭୁବନେଶ୍ୱରରେ ଏକ ହଷ୍ଟେଲ ସୁବିଧା କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ପଦକ ବିଜେତା କରାଟେକା ଅନୁରୋଧ କରିଛନ୍ତି।

Related story