ନୂଆଦିଲ୍ଲୀ: ପିଠିରେ ଆଘାତ ଯୋଗୁ ଦିଲ୍ଲୀ କ୍ୟାପିଟାଲ୍ସର ଦ୍ରୁତ ବୋଲର ଦଳର ପ୍ରଥମ ମ୍ୟାଚରୁ ବାଦ୍ ପଡ଼ିଛନ୍ତି। ତାଙ୍କ ବଦଳରେ ମୋହିତ ଶର୍ମା, ହର୍ଷଲ ପଟେଲ୍ ବା ଅଭେଶ୍ ଖାନଙ୍କ ମଧ୍ୟରୁ ଜଣଙ୍କୁ କିଙ୍ଗ୍ସ ଇଲେଭେନ୍ ପଞ୍ଜାବ ବିପକ୍ଷ ମ୍ୟାଚରେ ସୁଯୋଗ ମିଳିବାର ସମ୍ଭାବନା ରହିଛି।
ତେବେ ଇଶାନ୍ତ ଆଘାତ କେତେ ଗୁରୁତର ଏବଂ ସେ କେତୋଟି ମ୍ୟାଚରୁ ବାଦ୍ ପଡ଼ିବେ, ସେ ନେଇ ଦଳୀୟ ମ୍ୟାନେଜମେଣ୍ଟ ପକ୍ଷରୁ କୌଣସି ନିର୍ଦ୍ଦିଷ୍ଟ ସୂଚନା ମିଳିନାହିଁ। ଦକ୍ଷିଆଫ୍ରିକୀୟ ଦ୍ରୁତ ବୋଲର କାସିଗୋ ରାବଡାଙ୍କ ସହ ଇଶାନ୍ତ ଦିଲ୍ଲୀ ବୋଲିଂର ନେତୃତ୍ୱ ନେବାର ଥିଲା। ଏପରିକି ତାଲିମ୍ ଶିବିରରେ ବୋଲିଂ କୋଟ୍ ରିଆନ୍ ହ୍ୟାରିସଙ୍କ ଅନୁବାଦକ ଓ ସହଯୋଗୀ ଭାବେ ସେ ଦଳର ଭାରତୀୟ ବୋଲରଙ୍କ ପାଇଁ ଖୁବ୍ ଉପଯୋଗୀ ସାବ୍ୟସ୍ତ ହୋଇଥିଲେ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଭୟଙ୍କର ଦୁର୍ଘଟଣା; ୫ ଜୀବନ୍ତ ଦଗ୍ଧ, ଜଳିଗଲା ୪୦ରୁ ଅଧିକ ଗାଡ଼ି
ଏକ ଏଲପିଜି ବୋଝେଇ ଟ୍ରକ୍ ଓ ଅନ୍ୟ ଏକ ସିଏନଜି ବୋଝେଇ ଟ୍ରକ୍ ମୁହାଁମୁହିଁ ଧକ୍କା ହେବା ପରେ ଲାଗିଛି ଭୀଷଣ ନିଆଁ। ଏହି ଅଗ୍ନିକାଣ୍ଡରେ ୫ ଜଣ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ୪୦ରୁ ଅଧିକ ଗାଡ଼ି ଜଳି ଯାଇଛି।
National
ସାଂସଦ କରୁଥିଲେ ବିଦ୍ୟୁତ୍ ଚୋରି, ପଡ଼ିଲା ୧.୯୧ କୋଟି ଫାଇନ୍
ବିଦ୍ୟୁତ ମିଟର ଟାମ୍ପରିଂ ଅଭିଯୋଗରେ ସପା ସାଂସଦ ଜିୟା ଉର ରେହମାନଙ୍କ ଉପରେ ପଡ଼ିଛି ୧ କୋଟି ୯୧ ଲକ୍ଷ ଟଙ୍କାର ଫାଇନ୍ । ଜଣେ ସାଂସଦ ହୋଇ ଏପରି କାମ କରୁଥିବା ରେହମାନଙ୍କ ଘରର ବିଜୁଳି କାଟି ଦିଆଯାଇଛି।
National
ବୋଟ୍ ଦୁର୍ଘଟଣା ମାମଲା; ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି
ପୂର୍ବରୁ ଏହି ଦୁର୍ଘଟଣାରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିଲା। ଉଦ୍ଧାରକାରୀ ଦଳ ଗତକାଲି ଆଉ ଏକ ମୃତଦେହ ଉଦ୍ଧାର କରିଥିବା ବେଳେ ତାହାର ପରିଚୟ ମିଳି ପାରିନି।
Politics
ସଂସଦରେ ମାରପିଟ ଘଟଣା; ରାହୁଲଙ୍କ ବିରୋଧରେ ରୁଜୁ ହେଲା ମାମଲା
ରାହୁଲ ଗାନ୍ଧୀ ଧକ୍କା ମାରିବାରୁ ପ୍ରତାପ ଷଡ଼ଙ୍ଗୀଙ୍କ ସମେତ ଦୁଇ ବିଜେପି ସାଂସଦ ଆହତ ହୋଇଥିବା ଅଭିଯୋଗ ହୋଇଥିଲା। ସେପଟେ ଖଡଗେଙ୍କୁ ବିଜେପି ସାଂସଦ ଧକ୍କା ମାରିଥିବା ଅଭିଯୋଗ ବି ହୋଇଛି।
Accident
ଫେରିନି ମୋ ସାନ ଭାଇ...
ଡଙ୍ଗା ଦୁର୍ଘଟଣାରେ ଏବେ ବି ନିଖୋଜ ଥିବା ଦୁଇ ଜଣଙ୍କ ମଧ୍ୟରେ ଅଛନ୍ତି ହଂସରାମ ଭଟି। ହସ୍ପିଟାଲରୁ ହସ୍ପିଟାଲ ବୁଲି ସାନ ଭାଇକୁ ଖୋଜୁଛନ୍ତି ବଡ଼ ଭାଇ ଜୋଗାରାମ।