Advertisment

ଦିଲ୍ଲୀ କ୍ୟାପିଟାଲ୍ସକୁ ଝଟକା: ଆହତ ଯୋଗୁ ବାଦ୍ ପଡ଼ିଲେ ଇଶାନ୍ତ ଶର୍ମା

ନୂଆଦିଲ୍ଲୀ: ପିଠିରେ ଆଘାତ ଯୋଗୁ ଦିଲ୍ଲୀ କ୍ୟାପିଟାଲ୍ସର ଦ୍ରୁତ ବୋଲର ଦଳର ପ୍ରଥମ ମ୍ୟାଚରୁ ବାଦ୍ ପଡ଼ିଛନ୍ତି। ତାଙ୍କ ବଦଳରେ ମୋହିତ ଶର୍ମା, ହର୍ଷଲ ପଟେଲ୍ ବା ଅଭେଶ୍ ଖାନଙ୍କ ମଧ୍ୟରୁ ଜଣଙ୍କୁ କିଙ୍ଗ୍ସ ଇଲେଭେନ୍ ପଞ୍ଜାବ ବିପକ୍ଷ ମ୍ୟାଚରେ ସୁଯୋଗ ମିଳିବାର ସମ୍ଭାବନା ରହିଛି। ତେବେ ଇଶାନ୍ତ ଆଘାତ କେତେ ଗୁରୁତର ଏବଂ ସେ କେତୋଟି ମ୍ୟାଚରୁ ବାଦ୍ ପଡ଼ିବେ, ସେ ନେଇ ଦଳୀୟ ମ୍ୟାନେଜମେଣ୍ଟ ପକ୍ଷରୁ କୌଣସି ନିର୍ଦ୍ଦିଷ୍ଟ ସୂଚନା ମିଳିନାହିଁ। ଦକ୍ଷିଆଫ୍ରିକୀୟ ଦ୍ରୁତ […]

ଅଦ୍ୟତନ ହୋଇଛି
ଦିଲ୍ଲୀ କ୍ୟାପିଟାଲ୍ସକୁ ଝଟକା: ଆହତ ଯୋଗୁ ବାଦ୍ ପଡ଼ିଲେ ଇଶାନ୍ତ ଶର୍ମା

Ishant-Sharma

Advertisment

ନୂଆଦିଲ୍ଲୀ: ପିଠିରେ ଆଘାତ ଯୋଗୁ ଦିଲ୍ଲୀ କ୍ୟାପିଟାଲ୍ସର ଦ୍ରୁତ ବୋଲର ଦଳର ପ୍ରଥମ ମ୍ୟାଚରୁ ବାଦ୍ ପଡ଼ିଛନ୍ତି। ତାଙ୍କ ବଦଳରେ ମୋହିତ ଶର୍ମା, ହର୍ଷଲ ପଟେଲ୍ ବା ଅଭେଶ୍ ଖାନଙ୍କ ମଧ୍ୟରୁ ଜଣଙ୍କୁ କିଙ୍ଗ୍ସ ଇଲେଭେନ୍ ପଞ୍ଜାବ ବିପକ୍ଷ ମ୍ୟାଚରେ ସୁଯୋଗ ମିଳିବାର ସମ୍ଭାବନା ରହିଛି।

Advertisment

ତେବେ ଇଶାନ୍ତ ଆଘାତ କେତେ ଗୁରୁତର ଏବଂ ସେ କେତୋଟି ମ୍ୟାଚରୁ ବାଦ୍ ପଡ଼ିବେ, ସେ ନେଇ ଦଳୀୟ ମ୍ୟାନେଜମେଣ୍ଟ ପକ୍ଷରୁ କୌଣସି ନିର୍ଦ୍ଦିଷ୍ଟ ସୂଚନା ମିଳିନାହିଁ। ଦକ୍ଷିଆଫ୍ରିକୀୟ ଦ୍ରୁତ ବୋଲର କାସିଗୋ ରାବଡାଙ୍କ ସହ ଇଶାନ୍ତ ଦିଲ୍ଲୀ ବୋଲିଂର ନେତୃତ୍ୱ ନେବାର ଥିଲା। ଏପରିକି ତାଲିମ୍ ଶିବିରରେ ବୋଲିଂ କୋଟ୍ ରିଆନ୍ ହ୍ୟାରିସଙ୍କ ଅନୁବାଦକ ଓ ସହଯୋଗୀ ଭାବେ ସେ ଦଳର ଭାରତୀୟ ବୋଲରଙ୍କ ପାଇଁ ଖୁବ୍ ଉପଯୋଗୀ ସାବ୍ୟସ୍ତ ହୋଇଥିଲେ।

Ipl 2020
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe