ଫୁଟବଲ୍ ଜଗତରେ କରୋନାର ପ୍ରଭାବ: ଏକାଧିକ ଆକ୍ରାନ୍ତ, ଜଣେ ମୃତ

ନୂଆଦିଲ୍ଲୀ: ସାରା ବିଶ୍ୱ ଏବେ କରୋନା ଭାଇରସ୍ ଯୋଗୁ ଭୟଭୀତ। ଏହା ଏଭଳି ଏକ ଭାଇରସ୍‌, ଯେଉଁଥିରେ ଲକ୍ଷାଧିକ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ୫ହଜାରରୁ ଊର୍ଦ୍ଧ୍ୱ ଲୋକେ ପ୍ରାଣ ମଧ୍ୟ ହରାଇଛନ୍ତି। କରୋନା କାରଣରୁ ଏବେ ସାରା ଦୁନିଆରେ ଆପାତ୍ତକାଳୀନ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରତିଟି ଦେଶର ଅର୍ଥବ୍ୟବସ୍ଥା ଧୀରେ ଧୀରେ ଅବନତି ଆଡ଼କୁ ଗତି କରୁଛି। ତେବେ କରୋନା ଯେ କେବଳ ଆର୍ଥିକ କ୍ଷେତ୍ରକୁ କ୍ଷତି ପହଞ୍ଚାଉଛି, ତାହା ନୁହେଁ ବରଂ ଏହା କ୍ରୀଡ଼ା […]

football

football

Ranjit Kumar Jena
  • Published: Sunday, 15 March 2020
  • Updated: 15 March 2020, 07:20 PM IST

Sports

Latest News

ନୂଆଦିଲ୍ଲୀ: ସାରା ବିଶ୍ୱ ଏବେ କରୋନା ଭାଇରସ୍ ଯୋଗୁ ଭୟଭୀତ। ଏହା ଏଭଳି ଏକ ଭାଇରସ୍‌, ଯେଉଁଥିରେ ଲକ୍ଷାଧିକ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ୫ହଜାରରୁ ଊର୍ଦ୍ଧ୍ୱ ଲୋକେ ପ୍ରାଣ ମଧ୍ୟ ହରାଇଛନ୍ତି। କରୋନା କାରଣରୁ ଏବେ ସାରା ଦୁନିଆରେ ଆପାତ୍ତକାଳୀନ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରତିଟି ଦେଶର ଅର୍ଥବ୍ୟବସ୍ଥା ଧୀରେ ଧୀରେ ଅବନତି ଆଡ଼କୁ ଗତି କରୁଛି। ତେବେ କରୋନା ଯେ କେବଳ ଆର୍ଥିକ କ୍ଷେତ୍ରକୁ କ୍ଷତି ପହଞ୍ଚାଉଛି, ତାହା ନୁହେଁ ବରଂ ଏହା କ୍ରୀଡ଼ା ଜଗତ ଉପରେ ମଧ୍ୟ ବେଶ୍ ପ୍ରଭାବ ପକାଇଛି। ତେଣିକି ତାହା କ୍ରିକେଟ୍ ହେଉ କି ଅନ୍ୟାନ୍ୟ କ୍ରୀଡ଼ା, କରୋନା କାରଣରୁ ଏବେ ଖେଳ ମଇଦାନ ସମ୍ପୂର୍ଣ୍ଣ ଶୂନଶାନ୍। କେଉଁଠାରେ ମଇଦାନରେ ଖେଳାଳି ଅଛନ୍ତି ତ ଦର୍ଶକ ନାହାନ୍ତି ଏବଂ କେଉଁଠାରେ ଉଭୟ ଦର୍ଶକ ଓ ଖେଳାଳି ନାହାନ୍ତି। ତେବେ ଏହି ଭାଇରସ୍ ଯେ କେବଳ କ୍ରୀଡ଼ାକୁ ଠପ୍ କରିନାହିଁ ବରଂ ଏହା ଖେଳାଳିଙ୍କୁ ଖୁବ୍ ଆଘାତ ମଧ୍ୟ ଦେଇଛି। ଅନେକ ନାମୀ ଖେଳାଳି କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି, ସେଥିରୁ ଜଣଙ୍କର ଜୀବନ ମଧ୍ୟ ଚାଲିଯାଇଛି। ତେବେ ଆସନ୍ତୁ ଜାଣିବା କେଉଁ ଖେଳାଳିମାନେ କରୋନା ଭାଇରସରେ ଆକ୍ରାନ୍ତ ଅଛନ୍ତି।

ମହିଳା ଫୁଟବଲର ଇହଲମଙ୍କ ମୃତ୍ୟୁ: କରୋନା ଭାଇରସରେ ଅନେକ ବଡ଼ ଖେଳାଳି ଆକ୍ରାନ୍ତ ହୋଇଛନ୍ତି, ଯେଉଁଥିରେ ଅଧିକାଂଶ ଖେଳାଳି ଫୁଟବଲର ଅଟନ୍ତି। ତେବେ ସବୁଠାରୁ ଦୁଃଖଦ କଥା ହେଉଛି, ଏହି ଭାଇରସ୍ କାରଣରୁ ଜଣେ ଫୁଟବଲଙ୍କ ମୃତ୍ୟୁ ମଧ୍ୟ ହୋଇଛି। କରୋନା ଭାଇରସ୍ ଯୋଗୁ ଇରାନର ମହିଳା ଫୁଟବଲର ଇଲହମ୍ ଶେଖିଙ୍କର ମୃତ୍ୟୁ ହୋଇଥିଲା। ଫେବୃଆରୀ ୨୭ ତାରିଖରେ ସେ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୨୩ ବର୍ଷ ହୋଇଥିଲା। ଇରାନର ରାଜଧାନୀ ତେହରାନଙ୍କଠାରୁ ୧୫୦କିମି ଦୂରରେ ଅବସ୍ଥିତ କାଉମରେ କରୋନା ଭାଇରସର ପ୍ରଭାବ ଅଧିକ ଦେଖିବାକୁ ମିଳିଛି ଏବଂ ସେଠାରେ ୫୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି ଏବଂ ସେମାନଙ୍କ ମଧ୍ୟରେ ଇଲହମ୍ ସାମିଲ୍ ଥିଲେ।

ଡାନିଏଲ୍ ରୁଗାନୀ କରୋନାରେ ଆକ୍ରାନ୍ତ: ଇଟାଲୀର ଫୁଟବଲ୍ ଲିଗ୍ ସିରି-ଏର ସବୁଠାରୁ ବଡ଼ କ୍ଲବ ଜୁଭେଣ୍ଟସର ଜଣେ ଷ୍ଟାର୍ ଖେଳାଳି ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେ ହେଉଉନ୍ତି ଡାନିଏଲ୍ ରୁଗାନୀଳ ଯିଏ ୟୋ ଜୁଭେଣ୍ଟସ୍ ପକ୍ଷରୁ ସେଣ୍ଟର ବ୍ୟାକ୍ ପୋଜିସନରେ ଖେଳନ୍ତି। ୬ଫୁଟ୍ ୩ ଇଞ୍ଚ୍ ବିଶିଷ୍ଟ ଏହି ଖେଳାଳି ଜୁଭେଣ୍ଟସ୍ ପକ୍ଷରୁ ୭୨ ମ୍ୟାଚ୍ ଖେଳିଛନ୍ତି। କରୋନା ଭାଇରସରେ ଆକ୍ରାନ୍ତ ରୁଗାନୀଙ୍କୁ ବର୍ତ୍ତମାନ ଡାକ୍ତରଙ୍କ ସ୍ୱତନ୍ତ୍ର ନୀରିକ୍ଷଣରେ ରଖାଯାଇଛି। ରୁଗାନୀଙ୍କୁ କରୋନା ଭାଇରସ୍ ହେବା ପରେ ଫୁଟବଲ ଜଗତରେ ହଇଚଇ ସୃଷ୍ଟି ହୋଇଥିଲା, କାରଣ ଷ୍ଟାର୍ ଫୁଟବଲର କ୍ରିଷ୍ଟିଆନୋ ରୋନାଲ୍ଡୋ ମଧ୍ୟ ତାଙ୍କ ସହ ଜୁଭେଣ୍ଟସ୍ ପକ୍ଷରୁ ଖେଳନ୍ତି। ତେବେ ରୋନାଲ୍ଡୋ ବର୍ତ୍ତମାନ ସମ୍ପୂର୍ଣ୍ଣ ଫିଟ୍ ଅଛନ୍ତି।

କାଲମ୍ ହଡସନ୍‌-ଓଡୋଇ କରୋନା ଶିକାର: କରୋନା ଭାଇରସ୍ ପ୍ରଭାବ ଇଂଲିଶ ପ୍ରିମିୟର୍ ଲିଗ୍ ଉପରେ ପଡିଛି। ଚର୍ଚ୍ଚିତ ଫୁଟବଲ କ୍ଲବ୍ ଚେଲସୀର ୱିଙ୍ଗର କାଲମ୍ ସୋମବାର କରୋନା ଭାଇରସ୍ ଭୂତାଣୁ ସଂକ୍ରମଣରେ ଆକ୍ରାନ୍ତ ହୋଇଥିଲେ, ଯାହା ପରେ ତାଙ୍କୁ ଟ୍ରେନିଂ କରିବାକୁ ଦିଆଯାଇନଥିଲା। ମେଡିକାଲ ଯାଞ୍ଚ ପରେ ତାଙ୍କୁ ଅଲଗା ଭାବେ ରଖାଯାଇଥିଲା ଏବଂ ଚେଲସୀ ମଧ୍ୟ ତା'ର ଟ୍ରେନିଂ ଏକାଡେମୀ ବନ୍ଦ କରିଦେଇଛି।

ଆର୍ଟର ବୋରୁକଙ୍କ ଭିତରେ କରୋନା ଭୂତାଣୁ: ପୋଲାଣ୍ଡର ଏହି ଷ୍ଟାର୍ ଫୁଟବଲର ଏଏଫସି ବର୍ନମାଉଥ୍ ପକ୍ଷରୁ ଖେଳନ୍ତି। ୪୦ ବର୍ଷୀୟ ଏହି ଗୋଲକିପରଙ୍କ ନିକଟରେ କରୋନା ଭୂତାଣୁ ସଂକ୍ରମଣ ଥିବା ଜଣାପଡ଼ିଥିଲା। ତେବେ ତାଙ୍କର ଏହି କ୍ଲବରେ ୫ରୁ ଅଧିକ ସଦସ୍ୟଙ୍କ କ୍ଷେତ୍ରରେ କରୋନା ଭାଇରସର ଲକ୍ଷ୍ୟ ଦେଖିବାକୁ ମିଳିଥିଲା। ଆର୍ଟରଙ୍କ ଭିତରେ ଯେତେବେଳେ କରୋନା ଭାଇରସ୍ ଥିବା ଜଣାପଡ଼ିଲା, ତାଙ୍କୁ ଟିମରୁ ଅଲଗା କରିଦିଆଯାଇଥିଲା। ଇଟାଲୀର ସିରି-ଏ ଲିଗରେ ଖେଳୁଥିବା ଅନ୍ୟତମ ଫୁଟବଲ୍ ଖେଳାଳି କରୋନା ଭାଇରସରେ ଆକ୍ରାନ୍ତ ହୋଇଥିଲେ। ସେହି ଫୁଟବଲର ଜଣଙ୍କ ହେଉଛନ୍ତି ସାମ୍ପଡୋରିଆର ଷ୍ଟ୍ରାଇକର୍ ମାନୋଲୋ ଗାବିଡିନୀ, ଯାହାଙ୍କ ନିକଟରେ ମାର୍ଚ୍ଚ ୧୨ ତାରିଖରେ କରୋନା ଭାଇରସର ଲକ୍ଷଣ ଦେଖିବାକୁ ମିଳିଥିଲା।

କେବଳ ଗାଡିବିନୀ ନୁହନ୍ତି, ତାଙ୍କ ଟିମର ଆଉ ଚାରିଜଣ ଖେଳାଳି ମଧ୍ୟ କରୋନା ଭାଇରସର ଶିକାର ହୋଇଛନ୍ତି। ଏହି ଆକ୍ରାନ୍ତ ଖେଳାଳିମାନେ ହେଲେ ଓମାଲ୍ କୋଲି, ଆଲବିନ୍ ଏକଡାଲ୍‌, ଆଣ୍ଟୋନିଓ ଲା ଗୁମିନା ଓ ମର୍ଟେନ୍ ଥୋର୍ସବାଇ। ଇଟାଲୀର ଆଉ ଏକ ଫୁଟବଲ କ୍ଲବ୍ ଏସିଏଫ୍ ଫିୟୋର୍ଟିନାର ତିନିଜଣ ଖେଳାଳି ମଧ୍ୟ କୋଭିଡ୍‌-୧୯ରେ ଆକ୍ରାନ୍ତ ହୋଇଛନ୍ତି, ଯେଉଁଥିରେ ଡୁସେନ୍ ବ୍ଲାହୋଭିଚ୍‌, ପାଟ୍ରିକ୍ କଟରୋନ୍ ଓ ଜର୍ମନ୍ ପେଜିଲା ସାମିଲ୍ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story