ଗୋଟିଏ ଦଶନ୍ଧି ଧରି ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ଭାବେ କାର୍ଯ୍ୟ କରୁଥିବା ରୋହିତ ଶର୍ମା ଅଧିନାୟକ ପଦ ହରାଇବା ପରେ ତାଙ୍କ ଫ୍ୟାନ୍ସଙ୍କ ମଧ୍ୟରେ ନିରାଶ ଖେଳିଯାଇଛି। ୨୦୨୪ ଆଇପିଏଲ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ଘୋଷଣା କରିବା ପରେ ଫ୍ୟାନ୍ସମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ତେବେ ଏହି ଫ୍ୟାନ୍ସଙ୍କ ମଧ୍ୟରେ ଏବେ ଏଣ୍ଟ୍ରି ମରିଛନ୍ତି ଆକାଶ ଅମ୍ବାନୀ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Cricket
ଚଷମା ପିନ୍ଧି ବ୍ୟାଟିଂ କରିବାକୁ ଆସିଲେ ଶ୍ରେୟସ ଆୟର, ଖାତା ଖୋଲି ପାରେଲନି
ଆୟର ଏବେ ଦଲିପ ଟ୍ରଫିରେ ଇଣ୍ଡିଆ ଡି’ର ନେତୃତ୍ୱ ନେଉଛନ୍ତି। ପ୍ରଥମ ମ୍ୟାଚ୍ରେ ସେ ଯଥାକ୍ରମେ ୯ ଓ ୫୪ ରନର ଇନିଂସ ଖେଳିଥିଲେ ହେଁ ତାଙ୍କ ଦଳକୁ ୪ ୱିକେଟରେ ଇଣ୍ଡିଆ ସି’ ଠାରୁ ହାରିବାକୁ ପଡ଼ିଥିଲା।
Cricket
ବ୍ୟାନ ହେବେ କ୍ରିକେଟର ମାର୍ନସ ଲାବୁଶେନ!
ମ୍ୟାଚ୍ ପରେ ସେ ଅମ୍ପାୟାରଙ୍କ ପ୍ରତି ଦୁର୍ବ୍ୟବହାର ଚାର୍ଜରେ ଫସିଛନ୍ତି। କିନ୍ତୁ ଏହି ଚାର୍ଜ ଯୋଗୁ ତାଙ୍କ ଉପରେ ବଡ଼ଧରଣର ବ୍ୟାନ ଲାଗି ପାରେ।
Cricket
ଭାରତ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଖେଳାଳିଙ୍କ ନାଁ ଘୋଷଣା କଲା ବାଂଲାଦେଶ
ଭାରତରେ ହେବାକୁ ଥିବା ଟେଷ୍ଟ ସିରିଜ ପାଇଁ ଆଜି ବାଂଲାଦେଶ କ୍ରିକେଟ ବୋର୍ଡ ୧୬ ଜଣିଆ ସ୍କ୍ୱାଡ ଘୋଷଣା କରିଛି।
Cricket
ICC ଟେଷ୍ଟ ରାଙ୍କିଙ୍ଗ: ଟପ୍ ୫କୁ ଫେରିଲେ ରୋହିତ ଶର୍ମା
ବୁଧବାର ଆଇସିସି ପକ୍ଷରୁ ଜାରି ସଂଶୋଧିତ ରାଙ୍କିଙ୍ଗରେ ରୋହିତଙ୍କ ସାଥୀ ଖେଳାଳି ବିରାଟ କୋହଲି ଓ ଯୁବ ଓପନର ଯଶସ୍ୱୀ ଜୈସୱାଲ ମଧ୍ୟ ଗୋଟିଏ ଲେଖାଏ ସ୍ଥାନ ଉପରକୁ ଉଠିଛନ୍ତି।
Cricket
ଦଲିପ ଟ୍ରଫି ସ୍କ୍ୱାଡରେ ବଡ଼ ପରିବର୍ତ୍ତନ କଲା ବିସିସିଆଇ: ରିଙ୍କୁ ସିଂହଙ୍କୁ ମିଳିଲା ସୁଯୋଗ
ଦଲିପ ଟ୍ରଫିର ଇଣ୍ଡିଆ ଏ ସ୍କ୍ୱାଡରୁ ବିସିସିଆଇ ଅଧିନାୟକ ଶୁବମନ ଗିଲ, କେଏଲ ରାହୁଲ, ଧ୍ରୁବ ଜୁରେଲ, କୁଲଦୀପ ଯାଦବ ଓ ଆକାଶ ଦୀପଙ୍କୁ ରିଲିଜ କରିଛି।