Advertisment

ରୋହିତଙ୍କ ଫ୍ୟାନ୍ସ ମାନଙ୍କୁ କଣ କହିଲେ ଆକାଶ ଆମ୍ବାନୀ ?

ଗୋଟିଏ ଦଶନ୍ଧି ଧରି ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ଭାବେ କାର୍ଯ୍ୟ କରୁଥିବା ରୋହିତ ଶର୍ମା ଅଧିନାୟକ ପଦ ହରାଇବା ପରେ ତାଙ୍କ ଫ୍ୟାନ୍ସଙ୍କ ମଧ୍ୟରେ ନିରାଶ ଖେଳିଯାଇଛି।

author-image
Manoj Swain
ଅଦ୍ୟତନ ହୋଇଛି

ଗୋଟିଏ ଦଶନ୍ଧି ଧରି ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ଭାବେ କାର୍ଯ୍ୟ କରୁଥିବା ରୋହିତ ଶର୍ମା ଅଧିନାୟକ ପଦ ହରାଇବା ପରେ ତାଙ୍କ ଫ୍ୟାନ୍ସଙ୍କ ମଧ୍ୟରେ ନିରାଶ ଖେଳିଯାଇଛି। ୨୦୨୪ ଆଇପିଏଲ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ଘୋଷଣା କରିବା ପରେ ଫ୍ୟାନ୍ସମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ତେବେ ଏହି ଫ୍ୟାନ୍ସଙ୍କ ମଧ୍ୟରେ ଏବେ ଏଣ୍ଟ୍ରି ମରିଛନ୍ତି ଆକାଶ ଅମ୍ବାନୀ।

Advertisment
Rohit Sharma Mumbai Indians