ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଦିନିକିଆ: ଟସ୍ ଜିତି କଙ୍ଗାରୁ ବାହିନୀର ଫିଲ୍ଡିଂ ନିଷ୍ପତ୍ତି

ଦ୍ୱିତୀୟ ଦିନିକିଆରେ ଟସ୍ ଜିତି ଅଷ୍ଟ୍ରେଲିଆର ବୋଲିଂ ନିଷ୍ପତ୍ତି। ଇନ୍ଦୋରରେ ମଧ୍ୟାହ୍ନ 1:30ରେ ଆରମ୍ଭ ହେବ ମ୍ୟାଚ।

Representative Image

ପ୍ରତିକାତ୍ମକ ଚିତ୍ର

Debibandita Barick
  • Published: Sunday, 24 September 2023
  • Updated: 24 September 2023, 01:38 PM IST

Sports

Latest News

ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଦିନିକିଆରେ ଟସ୍ ଜିତି ଅଷ୍ଟ୍ରେଲିଆର ବୋଲିଂ ନିଷ୍ପତ୍ତି। ମଧ୍ୟାହ୍ନ 1:30 ମିନିଟରେ ଆରମ୍ଭ ହେବ ମ୍ୟାଚ୍। ଇନ୍ଦୋରରେ ଖେଳା ଯାଉଥିବା ଏହି ମ୍ୟାଚରେ ସିରିଜ୍ କବଜାରେ ରହିବ ଭାରତ। ସେପଟେ ପ୍ରଥମ ମ୍ୟାଚର ଜବାବ ଦେବାକୁ ଉଦ୍ୟମ କରିବ କଙ୍ଗାରୁ ବାହିନୀ।

ପୂର୍ବ ମ୍ୟାଚକୁ 5 ୱିକେଟରେ ଜିତିଥିଲା ଭାରତ। ଆଜି ଘାତକ ବୋଲର୍ ଯଶପ୍ରୀତ ବୁମରା ଖେଳୁନାହାଁନ୍ତି। ତାଙ୍କ ସ୍ଥାନରେ ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ସୁଯୋଗ ମିଳିଛି।

ଭାରତୀୟ ପ୍ଲେୟର୍: ଶୁବମନ ଗିଲ୍, ଋତୁରାଜ ଗାଏକ୍ୱାଡ, ଶ୍ରେୟସ ଆୟର, କେଏଲ ରାହୁଲ(କ୍ୟାପ୍ଟେନ), ଇଶାନ କିସାନ, ସୂର୍ଯ୍ୟକୁମାର ଯାଦବ, ରବିନ୍ଦ୍ର ଜାଡେଜା(ଭାଇସ୍ କ୍ୟାପ୍ଟେନ), ଆର୍ ଅଶ୍ୱିନୀ, ଶାର୍ଦ୍ଦୁଲ ଠାକୁର, ମହମ୍ମଦ ଶାମି, ପ୍ରସିଦ୍ଧ କ୍ରିଷ୍ଣା।

ଅଷ୍ଟ୍ରେଲିଆ ପ୍ଲେୟର୍: ଡି ୱାର୍ଣ୍ଣର୍, ଏମ ଶୋର୍ଟ, ଏସ ସ୍ମିଥ)କ୍ୟାପ୍ଟେନ), ଏମ ଲାବୁସେନ, ସି ଗ୍ରୀନ୍, ଜେ ଇଂଗଲିସ, ଆଲେକ୍ସ କ୍ୟାରୀ(ୱିକେଟ୍ କିପର୍), ଜେ ହାଜଲଉଡ୍, ଏସ ଜନସନ୍, ଏସ ଅବୋଟ୍ଟୋ, ଏ ଜେମ୍ପା
 
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story