ଚାମ୍ପିୟନ ଚେନ୍ନାଇ ଏବେ ବି ମୁମ୍ବାଇଠୁ ପଛରେ, କିନ୍ତୁ କଥା ରଖିଲେ ଧୋନି

ଦୁବାଇ: ମହାମାରୀ କରୋନା କଟକଣା ମଧ୍ୟ ଖେଳା ଯାଉଥିବା ୨୦୨୧ ଆଇପିଏଲ ମହାସମରରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ପବିତ୍ର ଦଶହରାରେ ଖେଳା ଯାଇଥିବା ଫାଇନାଲରେ ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସ ୨୭ ରନ୍‌ରେ କୋଲକାତା ନାଇଟ ରାଇଡର୍ସକୁ ହରାଇ ୪ର୍ଥ ଥର ପାଇଁ ଚାମ୍ପିୟନ ହୋଇଛି। ୨୦୨୦ ଆଇପିଏଲରେ ମାହିଙ୍କ ଚେନ୍ନାଇ ଲିଗ୍‌ ପର୍ଯ୍ୟାୟରୁ ବିଦାୟ ନେଇଥିଲା। ହେଲେ ୨୦୨୧ରେ ଜବରଦସ୍ତ କମବ୍ୟାକ୍‌ କରି ଚାମ୍ପିୟନ ହୋଇଛି। ୨୦୨୦ରେ ଆଇପିଏଲରେ ଯେତେବେଳେ ଚେନ୍ନାଇ ଲିଗ୍‌ ପର୍ଯ୍ୟାୟରୁ […]

Chennai

Chennai

Hemant Lenka
  • Published: Saturday, 16 October 2021
  • Updated: 16 October 2021, 01:40 PM IST

Sports

Latest News

ଦୁବାଇ: ମହାମାରୀ କରୋନା କଟକଣା ମଧ୍ୟ ଖେଳା ଯାଉଥିବା ୨୦୨୧ ଆଇପିଏଲ ମହାସମରରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ପବିତ୍ର ଦଶହରାରେ ଖେଳା ଯାଇଥିବା ଫାଇନାଲରେ ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସ ୨୭ ରନ୍‌ରେ କୋଲକାତା ନାଇଟ ରାଇଡର୍ସକୁ ହରାଇ ୪ର୍ଥ ଥର ପାଇଁ ଚାମ୍ପିୟନ ହୋଇଛି।

୨୦୨୦ ଆଇପିଏଲରେ ମାହିଙ୍କ ଚେନ୍ନାଇ ଲିଗ୍‌ ପର୍ଯ୍ୟାୟରୁ ବିଦାୟ ନେଇଥିଲା। ହେଲେ ୨୦୨୧ରେ ଜବରଦସ୍ତ କମବ୍ୟାକ୍‌ କରି ଚାମ୍ପିୟନ ହୋଇଛି। ୨୦୨୦ରେ ଆଇପିଏଲରେ ଯେତେବେଳେ ଚେନ୍ନାଇ ଲିଗ୍‌ ପର୍ଯ୍ୟାୟରୁ ବିଦା ହେବା ବେଳେ ଧୋନି ସମସ୍ତଙ୍କୁ ଗୋଟିଏ କଥା କହିଥିଲେ।

ଧୋନି କହିଥିଲେ “ଆମେ ଜବରଦସ୍ତ କମବ୍ୟାକ୍‌ କରିବୁ। ଆମ ଟିମ୍‌ କଥା ସମସ୍ତେ ଜାଣିଛନ୍ତି।” ସତକୁ ସତ ୨୦୨୧ରେ ଚେନ୍ନାଇ ପ୍ରଥମ ଟିମ୍‌ ଭାବେ ପ୍ଲେ ଅଫ ଓ ଫାଇନାଲରେ ପ୍ରବେଶ କରିଥିଲା। ଶେଷରେ ୨୦୨୧ ଆଇପିଏଲରେ ବିଜୟ ମଧ୍ୟ ହୋଇଛି।

ଆଇପିଏଲ ଇତିହାସରେ ଚେନ୍ନାଇ ଏମିତି ଏକ ଟିମ୍‌ ଯିଏ ୯ଥର ଫାଇନାଲ ଖେଳିଛି। ୨୦୨୦କୁ ଛାଡ଼ି ଦେଲେ ଚେନ୍ନାଇ ସବୁ ଆଇପିଏଲ ସଂସ୍କରଣରେ ପ୍ଲେ ଅଫକୁ ଯାଇଥିଲା। ଆଇପିଏଲର ସବୁଠାରୁ ସଫଳ ଟିମ୍‌ ହେଉଛି ଚେନ୍ନାଇ। ୨୦୦୮ରୁ ଆଇପିଏଲ ଆରମ୍ଭ ହୋଇଥିବା ବେଳେ ଧୋନି ଏହାର କମାଣ ସମ୍ଭାଳୁଛନ୍ତି।

୨୦୦୮ରେ ବି ଦଳ ଫାଇନାଲକୁ ଯାଇଥିଲା। ୨୦୧୦ରେ ପ୍ରଥମ ଥର ଚାମ୍ପିୟନ ହୋଇଥିବା ଚେନ୍ନାଇ ୨୦୧୧ରେ ମଧ୍ୟ ଟ୍ରଫି ଜିତିଥିଲା। କିନ୍ତୁ ଏହାପରେ ଦଳ ଟ୍ରଫି ଜିତିବାକୁ ଆଉ ସକ୍ଷମ ହୋଇ ନଥିଲା। ୨୦୧୫ରେ ଦଳକୁ ଦୁଇ ବର୍ଷ ପାଇଁ ମ୍ୟାଚ୍‌ ଫିକ୍ସିଂ ଅଭିଯୋଗରେ ବ୍ୟାନ ହେବାକୁ ପଡ଼ିଥିଲା।

ଧୋନି ସେତେବେଳେ ଫ୍ୟାନ ମାନଙ୍କୁ କଥା ଦେଇଥିଲେ ଯେ ଦଳ କମବ୍ୟାକ୍‌ କରିବ। ୨୦୧୮ରେ ଚେନ୍ନାଇ କମବ୍ୟାକ୍‌ କରି ପୁଣି ଚାମ୍ପିୟନ ହୋଇଥିଲା। ୨୦୨୦ରେ ଲିଗ୍‌ ପର୍ଯ୍ୟାୟ ବିପର୍ଯ୍ୟକୁ ଭୁଲି ୨୦୨୧ରେ ଧୋନି ଦଳକୁ ଚାମ୍ପିୟନ କରାଇ ନିଜର କଥା ରଖିଛନ୍ତି

ଆଇପିଏଲର ୧୩ଟି ସଂସ୍କରଣରୁ ୪ଥର ଚାମ୍ପିୟନ ହୋଇଥିବା ଚେନ୍ନାଇ ଏବେ ବି ଚୀରପ୍ରତିଦ୍ୱନ୍ଦ୍ୱୀ ମୁମ୍ବାଇ ଇଣ୍ଡିଆନ୍ସ ଠାରୁ ପଛରେ ରହିଛି। ମୁମ୍ବାଇ ଏଥର ଲିଗ୍‌ ପର୍ଯ୍ୟାୟରୁ ବିଦାୟ ନେଇଛି ସତ, ହେଲେ ରୋହିତ ଶର୍ମାଙ୍କ ଟିମ୍‌ ୫ଥର ଆଇପିଏଲ ଜିତିଛି। ଏହି ମାମଲାରେ ଧୋନି ପଛରେ ରହିଛନ୍ତି।

ମୁମ୍ବାଇ ୨୦୦୮ ଓ ୨୦୦୯ରେ ଲିଗ୍ ପର୍ଯ୍ୟାୟରୁ ବିଦାୟ ନେଇଥିଲା। ୨୦୧୦ରେ କିନ୍ତୁ ଦଳ ଫାଇନାଲରେ ଚେନ୍ନାଇ ଠାରୁ ହାରିଥିଲା। ୨୦୧୧ ଓ ୨୦୧୨ରେ ପ୍ଲେ ଅଫ ଖେଳିଥିଲେ ହେଁ ମୁମ୍ବାଇ ଫାଇନାଲକୁ ଯାଇ ପାରି ନଥିଲା। ତେବେ ୨୦୧୩, ୨୦୧୫, ୨୦୧୭, ୨୦୧୯ ଓ ୨୦୨୦ରେ ଦଳ ଚାମ୍ପିୟନ ହୋଇ ଇତିହାସ ରଚିଥିଲା।

ଏହି ଦୁଇ ଦଳ ବ୍ୟବତୀତ ୨୦୦୮ରେ ରାଜସ୍ଥାନ ରୟାଲ୍ସ, ୨୦୦୯ରେ ଡେକାନ ଚାର୍ଜସ, ୨୦୧୨ ଓ ୨୦୧୪ରେ କୋଲକାତା ନାଇଟ ରାଇଡର୍ସ ଏବଂ ୨୦୧୬ରେ ସନରାଇଜର୍ସ ହାଇଦ୍ରାବାଦ ଟ୍ରଫି ଜିତିଛନ୍ତି।

ଅନ୍ୟପକ୍ଷରେ ୨୦୨୨ରେ ଓପନ ନିଲାମ ହେବ। ସବୁ ଦଳ କେବଳ ୨ରୁ ୩ ଜଣ ଖେଳାଳିଙ୍କୁ ରିଟେନ କରିପାରିବେ। ଏ ସଂକ୍ରାନ୍ତରେ ଖୁବଶୀଘ୍ର ବିସିସିଆଇ ନିଷ୍ପତ୍ତି ହେବ। ତେଣୁ ଦୀର୍ଘ ଦିନ ଧରି ଯେଉଁ ସବୁ ଖେଳାଳିମାନେ ଗୋଟିଏ ଟିମରେ ରହିଥିଲେ, ସେମାନଙ୍କୁ ଅନ୍ୟ ଦଳକୁ ଯିବାକୁ ପଡ଼ିବ। ୨୦୨୨ରେ ୧୦ଟି ଟିମ୍ ଭାଗ ନେବେ ବୋଲି ମଧ୍ୟ କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story