ଆଫଗାନିସ୍ତାନର ଐତିହାସିକ ବିଜୟ, ପ୍ରଥମଥର ପାଇଁ ପାକିସ୍ତାନକୁ ଧୂଳି ଚଟାଇଲା

ପାକିସ୍ତାନ ବିପକ୍ଷରେ ଏହା ଆଫଗାନିସ୍ତାନର ପ୍ରଥମ ଦିନିକିଆ ବିଜୟ। ଏହାପୂର୍ବରୁ କୌଣସି ବି ଦିନିକିଆ ମ୍ୟାଚ୍‌ରେ ଆଫଗାନିସ୍ତାନ କେବେ ହେଲେ ବି ପାକିସ୍ତାନକୁ ହରାଇ ନଥିଲା।

Rahamat

ଶଟ ଖେଳୁଛନ୍ତି ରହମତ

Hemant Lenka
  • Published: Monday, 23 October 2023
  • Updated: 23 October 2023, 10:08 PM IST

Sports

Latest News

ପାକିସ୍ତାନ ବିପକ୍ଷରେ ଆଫଗାନିସ୍ତାନର ଐତିହାସିକ ବିଜୟ। ବିଶ୍ୱକପରେ ଆଜି ପାକିସ୍ତାନକୁ ଧୂଳି ଚଟାଇଛି ଆଫଗାନିସ୍ତାନ। ପୂର୍ବରୁ ଇଂଲଣ୍ଡକୁ ହରାଇଥିବା ଆଫଗାନିସ୍ତାନ ଟିମ ଆଜି ଚେନ୍ନାଇରେ ପାକିସ୍ତାନକୁ ୮ ୱିକେଟରେ ହରାଇ ଦେଇଛି।

ପାକିସ୍ତାନ ବିପକ୍ଷରେ ଏହା ଆଫଗାନିସ୍ତାନର ପ୍ରଥମ ଦିନିକିଆ ବିଜୟ। ଏହାପୂର୍ବରୁ କୌଣସି ବି ଦିନିକିଆ ମ୍ୟାଚ୍‌ରେ ଆଫଗାନିସ୍ତାନ କେବେ ହେଲେ ବି ପାକିସ୍ତାନକୁ ହରାଇ ନଥିଲା। ଉଭୟ ଦଳ ୭ଥର ଦିନିକିଆରେ ମୁହାଁମୁହିଁ ହୋଇଥିବା ବେଳେ ସବୁଥର ପାକିସ୍ତାନ ବାଜି ମାରିଥିଲା। 

କିନ୍ତୁ ଭାରତରେ ଖେଳା ଯାଉଥିବା ବିଶ୍ୱକପରେ ଇତିହାସ ବଦଳାଇ ଦେଇଛି ଆଫଗାନିସ୍ତାନ। ପାକିସ୍ତାନକୁ ଭାରତ ମାଟିରେ ଆଣ୍ଠେଇ ଦେଇଛି ଆଫଗାନିସ୍ତାନ। ଉଭୟ ବୋଲିଂ ଓ ବ୍ୟାଟିଂରେ ଦଳ ଜବରଦସ୍ତ ପ୍ରଦର୍ଶନ କରିଛି। ଚଳିତ ବିଶ୍ୱକପରେ ଏହା ଆଫଗାନିସ୍ତାନର ଦ୍ୱିତୀୟ ବିଜୟ।

Also Read

ସେହିପରି ହ୍ୟାଟ୍ରିକ ପରାଜୟ ସହ ପାକିସ୍ତାନ ଏବେ ଚଳିତ ବିଶ୍ୱକପରୁ ବିଦା ହେବା ଦ୍ୱାରଦେଶରେ ପହଞ୍ଚି ଯାଇଛି। ଏହି ଐତିହାସିକ ବିଜୟରେ ଆଫଗାନିସ୍ତାନ ଖେଳାଳି ଓ ସର୍ପୋଟ ଷ୍ଟାଫଙ୍କ ଖୁସି ଦୁଇ ଗୁଣ ହୋଇ ଯାଇଛି। ପ୍ରଥମଥର ପାଇଁ କୌଣସି ବିଶ୍ୱକପରେ ଆଫଗାନିସ୍ତାନ ଦୁଇଟି ବିଜୟ ହାସଲ କରିବାର ରେକର୍ଡ ମଧ୍ୟ କରିଛି। ସେହିପରି ୨୦୧୯ ବିଶ୍ୱକପ ପରାଜୟର ମଧୁର ପ୍ରତିଶୋଧ ମଧ୍ୟ ଆଫଗାନିସ୍ତାନ ଆଜି ପାକିସ୍ତାନ ଠାରୁ ନେଇଛି। 

ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୨୮୨ ରନ କରିଥିଲା। ଏହାର ଜବାବରେ ଆଫଗାନିସ୍ତାନ ୬ ବଲ ପୂର୍ବରୁ ୨ ୱିକେଟ ହରାଇ ଧାର୍ଯ୍ୟ ଟାର୍ଗେଟକୁ ହାସଲ କରି ନେଇଛି। ଦଳ ପକ୍ଷରୁ ଇବ୍ରାହିମ ଜଡ୍ରାନ ୮୭, ରହମନୁଲ୍ଲା ଗୁରବାଚ ୬୫, ରମମତ ଶାହ ଅପରାଜିତ ୭୭ ଓ ଅଧିନାୟକ ହଶମତୁଲ୍ଲା ଶାହିଦି ୪୮ ରନର ଇନିଂସ ଖେଳିଛନ୍ତି। ଦମଦାର ୮୭ ରନର ଇନିଂସ ଖେଳିଥିବା ଜଡ୍ରାନଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍‌ ପୁରସ୍କାର ମିଳିଛି। 

୨୮୩ ରନ ଟାର୍ଗେଟ ପାଇଥିବା ଆଫଗାନିସ୍ତାନ ପାଇଁ ଦୁଇ ଓପନର ରହମନୁଲ୍ଲା ଗୁରବାଜ ଓ ଇବ୍ରାହିମ ଜଦ୍ରାନ ଜବରଦସ୍ତ ବ୍ୟାଟିଂ କରିଥିଲେ। ପ୍ରଥମ ୱିକେଟ ପାଇଁ ଦମଦାର ବ୍ୟାଟିଂ କରି ଉଭୟ ନିଜ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଏଥିସହ ୧୩୦ ରନ ଭାଗିଦାରୀ କରିଥିଲେ।

୨୧ତମ ଓଭର ଶେଷ ହେବା ପରେ ଡ୍ରିଙ୍କ୍ସ ବ୍ରେକ ହୋଇଥିଲା। ଏହି ସମୟରେ ପାକିସ୍ତାନ ଖେଳାଳିମାନେ ବେଶ ମାନସମନ୍ଥନ କରିଥିଲେ। ପ୍ରଥମ ସ୍ପେଲରେ ୪ ଓଭର ବୋଲିଂ କରି ୨୦ ରନ ଦେଇଥିବା ଶାହୀନ ଶାହ ଆଫ୍ରିଦି ୨୨ ତମ ଓଭର ବୋଲିଂ କରିବାକୁ ଆସିଥିଲେ।

ସେ ପ୍ରଥମ ବଲରେ ୬୫ ରନ କରିଥିବା ଗୁରବାଜଙ୍କୁ ଆଉଟ କରି ପାକିସ୍ତାନକୁ ପ୍ରଥମ ସଫଳତା ଦେଇଥିଲେ। ଗୁରବାଜ ଆଜି ୫୩ ବଲରେ ୬୫ ରନର ଇନିଂସ ଖେଳିଛନ୍ତି। ଏହି ଇନିଂସରେ ସେ ୯ଟି ଚୌକା ଓ ଗୋଟିଏ ଛକା ମାରିଛନ୍ତି।

ଗୁରବାଜଙ୍କ ପରେ ରହମତ ଶାହ କ୍ରିଜକୁ ଆସିଥିଲେ। ସେ ଇବ୍ରାହିମଙ୍କ ସହ ମିଶି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ଦ୍ୱିତୀୟ ୱିକେଟ ପାଇଁ ଇବ୍ରାହିମ ଓ ରହମତ ଶାହ ୬୦ ରନର ଭାଗିଦାରୀ କରିଥିଲେ। ଇବ୍ରାହିମ ମଧ୍ୟ ବିଶ୍ୱକପରେ ନିଜର ପ୍ରଥମ ଶତକ ଦିଗରେ ବଢ଼ିଥିଲେ।

ତେବେ ଦଳୀୟ ସ୍କୋର ୧୯୦ ଥିବା ବେଳେ ହାସନ ଅଲୀ ୮୭ ରନ କରିଥିବା ଇବ୍ରାହିମଙ୍କୁ ଆଉଟ କରି ଦେଇଥିଲେ। ଇବ୍ରାହିମ ୧୧୩ ବଲରେ ୧୦ଟି ଚୌକା ବଳରେ ୮୭ ରନର ଇନିଂସ ଖେଳିଛନ୍ତି।

ଇବ୍ରାହିମ ଦମଦାର ଇନିଂସ ଖେଳି ଆଉଟ ହେବା ପରେ ଅଧିନାୟକ ହଶମତୁଲ୍ଲା ଶାହିଦି କ୍ରିଜ୍‌କୁ ଆସିଥିଲେ। ସେ ଓ ରହମତ ସ୍ଥିତି ସମ୍ଭାଳି ଆଫଗାନିସ୍ତାନକୁ ଟାର୍ଗେଟର ନିକଟତର କରିଥିଲା। ରହମତ ମଧ୍ୟ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ତାଙ୍କୁ ଅଧିନାୟକ ଶାହିଦି ଭରପୂର ସାଥ ଦେଇଥିଲେ। ସବୁଧା ଦେଖି ସେ ମଧ୍ୟ ଚୌକା ମାରିବାକୁ ଆଦୌ ପଛାଇ ନଥିଲେ।

୪୩ ଓଭର ସୁଦ୍ଧା ଆଫଗାନିସ୍ତାନ ୨ ୱିକେଟ ହରାଇ ୨୩୯ ରନ କରି ନେଇଥିଲା। ଏହି ସମୟରେ ଦଳକୁ ଐତିହାସିକ ବିଜୟ ପାଇଁ ୪୨ ବଲରେ ୪୪ ରନର ଆବଶ୍ୟକ ଥିଲା।

ପାକିସ୍ତାନ ପାଇଁ ୪୪ ଓଭର ନେଇ ଆସିଥିଲେ ହ୍ୟାରିଶ ରୌଫ। ସେ ୯ ରନ ଖର୍ଚ୍ଚ କରିଥିଲେ। ୪୫ତମ ଓଭର ବୋଲିଂ କରିଥିଲେ ଆଫ୍ରିଦି। ସେ ମଧ୍ୟ ବେଶ ମାପିଚୁପି ବୋଲିଂ କରିଥିଲେ। ଆଫଗାନିସ୍ତାନକୁ ଏହି ଓଭରରେ ୫ ରନ ମିଳିଥିଲା। ଏଥିସହ ଦଳ ୨୫୦ ରନ୍‌ ପାର କରିଥିଲେ।

ଶେଷ ୩୦ ବଲରେ ଆଫଗାନକୁ ବିଜୟ ପାଇଁ ୩୦ ରନର ଆବଶ୍ୟକ ରହିଥିଲା। ସମସ୍ତଙ୍କୁ ଚକିତ କରି ବାବର ଆଜମ ଯୁବ ସ୍ପିନ ବୋଲର ଓସାମା ମୀରଙ୍କୁ ବଲ ଦେଇଥିଲେ। ତାଙ୍କର ପ୍ରଥମ ବଲରୁ ରହମତ ୧ ରନ ହାସଲ କରିଥିଲେ। କିନ୍ତୁ ଶାହିଦିଙ୍କୁ ଦ୍ୱିତୀୟ ବଲରୁ ଚୌକା ମିଳିଥିଲା। ପରବର୍ତ୍ତୀ ବଲ ୱାଇଡ ହୋଇଥିଲା। ତୃତୀୟ ବଲରେ ପୁଣି ୨ ରନ ମିଳିଥିଲା। ୪ର୍ଥ ବଲ ଡଟ ହୋଇଥିଲା। ୫ମ ବଲରେ ୧ ରନ ମିଳିଥିଲା। ଶେଷ ବଲରେ ରହମତ ୨ ରନ ନେବାରୁ ବିଜୟ ବ୍ୟବଧାନ ୧୯କୁ ଖସି ଯାଇଥିଲା। 

୪୭ତମ ଓଭର୍‌ରେ ଆଫ୍ରିଦି କିଛି ଅଲଗା କରିବାକୁ ଚେଷ୍ଟା କରିଥିଲେ ହେଁ ରହମତ ଓ ଶାହିଦି କିଛି ବି କରାଇ ଦେଇଥିଲେ। ଉଭୟ ବେଶ ସତର୍କତାର ସହ ତାଙ୍କୁ ସାମ୍ନା କରିଥିଲେ। ରହମତ ମଧ୍ୟ ୪ର୍ଥ ବଲରେ ଗୋଟିଏ ଚୌକା ମାରିଥିଲେ। ଏହି ଓଭରରେ ଦଳକୁ ୮ ରନ ମିଳିଥିଲେ। ୪୮ତମ ଓଭରରେ ହାସନ ଅଲୀଙ୍କୁ ରହମତ ଛକା ମାରିବା ସହ ମୋଟ ୭ ରନ ଆଦାୟ କରିଥିଲେ। 

ଶେଷ ୧୨ ବଲରେ ଆଫଗାନିସ୍ତାନ ବିଜୟ ଠାରୁ ମାତ୍ର ୪ ରନ ଦୂରରେ ଥିଲା। ଆଫ୍ରିଦିଙ୍କ ପ୍ରଥମ ୪ ବଲରୁ ଶାହିଦି ଓ ରହମତ ୨ ରନ ହାସଲ କରିଥିଲେ। ୫ମ ବଲରେ ରହମତ ୧ ରନ କରି ସ୍କୋର ବରାବର କରିଥିଲେ। ଶେଷ ବଲରେ ଅଧିନାୟକ ଶାହିଦି ଚୌକା ମାରି ଆଫଗାନିସ୍ତାନକୁ ବିଜୟ କରାଇଥିଲେ। ବିଜୟ ପରେ ଆଫଗାନ ଖେଳାଳିମାନେ ପିଡ଼ିଆରେ ବୁଲିବୁଲି ଦର୍ଶକମାନଙ୍କୁ ଧନ୍ୟବାଦ ଜଣାଇଥିଲେ। 

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ପାକିସ୍ତାନ ଅଧିନାୟକ ବାବର ଆଜମଙ୍କ ୭୪, ଅବଦୁଲ୍ଲା ଶଫିକଙ୍କ ୫୬, ଇଫତକାର ଅହମଦଙ୍କ ୪୦ ଓ ଶଦାବ ଖାନଙ୍କ ୪୦ ରନ ବଳରେ ୭ ୱିକେଟ ହରାଇ ୨୮୨ ରନ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story