ଶାମିଙ୍କୁ ୫ ୱିକେଟ, ଭାରତକୁ ଅଷ୍ଟ୍ରେଲିଆ ଦେଲା ୨୭୭ ରନର ଟାର୍ଗେଟ

ଭ୍ରମଣକାରୀ ଦଳ ନିର୍ଦ୍ଧାରିତ ୫୦ ଓଭର୍‌ରେ ସମସ୍ତ ୱିକେଟ ହରାଇ ୨୭୬ ରନ କରି ନେଇଛି।

Shami

ୱିକେଟ ଦଖଲ ପରେ ଶାମି

Hemant Lenka
  • Published: Friday, 22 September 2023
  • Updated: 22 September 2023, 05:33 PM IST

ବିଶ୍ୱକପ ପୂର୍ବରୁ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଆଜି ଠାରୁ ଆରମ୍ଭ ହୋଇଛି ଦିନିକିଆ ସିରିଜ। ପ୍ରଥମ ମ୍ୟାଚ୍‌ରେ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଅଷ୍ଟ୍ରେଲିଆ ଭାରତ ଆଗରେ ଚ୍ୟାଲେଞ୍ଜିଂ ଟାର୍ଗେଟ ଧାର୍ଯ୍ୟ କରିଛି।

ଭ୍ରମଣକାରୀ ଦଳ ନିର୍ଦ୍ଧାରିତ ୫୦ ଓଭର୍‌ରେ ସମସ୍ତ ୱିକେଟ ହରାଇ ୨୭୬ ରନ କରି ନେଇଛି। ଏବେ ଭାରତକୁ ମ୍ୟାଚ୍‌ ଜିତିବା ପାଇଁ ୨୭୭ ରନର ଟାର୍ଗେଟ ମିଳିଛି। ଅଷ୍ଟ୍ରେଲିଆ ପାଇଁ ଆରମ୍ଭରୁ ଡାଭିଡ ୱାର୍ଣ୍ଣର ୫୨ ରନର ଇନିଂସ ଖେଳିଥିବା ବେଳେ ଶେଷ ଭାଗରେ ଜୋଶ ଇଙ୍ଗଲିସ ଓ ମାର୍କସ ଷ୍ଟୋଇନିସ ଜବରଦସ୍ତ ବ୍ୟାଟିଂ କରିଛନ୍ତି।

ମୋହାଲିରେ ଟସ୍‌ ଜିତି ଟିମ ଇଣ୍ଡିଆର କାମଚଳା ଅଧିନାୟକ କେଏଲ ରାହୁଲ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ଏହାକୁ ସଠିକ ସାବ୍ୟସ୍ତ କରି ମହମ୍ମଦ ଶାମି ପ୍ରଥମ ଓଭରରେ ଇନଫର୍ମ ମିଚେଲ ମାର୍ଶ(୪)ଙ୍କୁ ପ୍ୟାଭିଲିୟନ ପଠାଇ ଦେଇଥିଲେ।

Also Read

କିନ୍ତୁ ୱାର୍ଣ୍ଣର ଓ ଷ୍ଟିଭ ସ୍ମିଥ ଦ୍ୱିତୀୟ ୱିକେଟ ପାଇଁ ୯୪ ରନ ଭାଗିଦାରୀ କରିଥିଲେ। ୱାର୍ଣ୍ଣର ମଧ୍ୟ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। କିନ୍ତୁ ସେ ୫୨ ରନ କରିଥିବା ବେଳେ ରବୀନ୍ଦ୍ର ଜାଡେଜାଙ୍କୁ ବଡ଼ ଶଟ ଖେଳିବାକୁ ଯାଇ ବାଉଣ୍ଡରୀ ପାଖରେ ଧରା ପଡ଼ି ଯାଇଥିଲେ।

ୱିକେଟ ପଡ଼ିବା କ୍ଷଣି ରାହୁଲ ତୁରନ୍ତ ଶାମିଙ୍କୁ ପୁଣି ବୋଲିଂ କରିବାକୁ କହିଥିଲେ। ସେ ମଧ୍ୟ କାହାକୁ ନିରାଶ ନ କରି ସ୍ମିଥ(୪୧)ଙ୍କୁ କ୍ଲିନବୋଲ୍ଡ କରିଥିଲେ। ମାର୍ନସ ଲାବୁଶେନ(୩୯) କ୍ରିଜ୍‌ରେ ଜମି ଆସୁଥିବା ବେଳେ ରବିଚନ୍ଦ୍ରନ ଅଶ୍ୱିନଙ୍କ ବଲରେ ସେ ଷ୍ଟମିଂ ହୋଇ ଯାଇଥିଲେ।

୫ମ ୱିକେଟ ପାଇଁ କାମରନ ଗ୍ରୀନ ଓ ଇଙ୍ଗଲିସ ସ୍ଥିତି ସମ୍ଭାଳିଥିଲେ। ଉଭୟ ୨୯ ରନର ଭାଗିଦାରୀ କରିଥିବା ବେଳେ ଗ୍ରୀନ(୩୧) ରନ କରି ରନ ଆଉଟ ହୋଇଯାଇଥିଲେ। ଅଷ୍ଟ୍ରେଲିଆ ୧୮୬ ରନରେ ୫ମ ୱିକେଟ ହରାଇଥିଲା।

ଏତିକି ବେଳେ ଇଙ୍ଗଲିସଙ୍କ ସହ ମିଶି ଷ୍ଟୋଇନିସ ଦ୍ରୁତଗତିରେ ରନ ସଂଗ୍ରହ କରିବା ଆରମ୍ଭ କରିଥିଲେ। ଉଭୟ ଦଳୀୟ ସ୍କୋରକୁ ୪୬ ଓଭର ସୁଦ୍ଧା ୨୪୮ ରନରେ ପହଞ୍ଚାଇ ଦେଇଥିଲେ।

୪୭ମତମ ଓଭର ପକାଉଥିବା ଶାମିଙ୍କୁ ଷ୍ଟୋଇନିସ ଲଗାତର ୨ଟି ଚୌକା ମାରିଥିଲେ ହେଁ ପରବର୍ତ୍ତୀ ବଲରେ ସେ ବୋଲ୍ଡ ହୋଇଯାଇଥିଲେ। ଆଉଟ ହେବା ପୂର୍ବରୁ ସେ ୨୧ ବଲରେ ୨୯ ରନର ଇନିଂସ ଖେଳିଥିଲେ।

ଷ୍ଟୋଇନିସ ଆଉଟ ହେବାର ୨ ରନ ପରେ ଯଶପ୍ରୀତ ବୁମ୍ରା ୪୫ ବଲରେ ୪୫ ରନ କରିଥିବା ଇଙ୍ଗଲିସଙ୍କୁ ପ୍ୟାଭିଲିୟନ ପଠାଇ ଦେଇଥିଲେ। ୪୮ତମ ଓଭରରେ ବୁମ୍ରା ମାତ୍ର ୩ ରନ ଦେବା ସହ ଗୋଟିଏ ୱିକେଟ ମଧ୍ୟ ନେଇଥିଲେ।

୪୯ତମ ଓଭର ପକାଇବାକୁ ଆସିଥିଲେ ମହମ୍ମଦ ଶାମି। ସେ ଓଭରର ଦ୍ୱିତୀୟ ବଲରେ ମାଥ୍ୟୁ ଶର୍ଟ(୨) ଓ ୪ର୍ଥ ବଲରେ ସେନ ଆବୋଟ(୨)ଙ୍କୁ ବୋଲ୍ଡ କରି ମ୍ୟାଚ୍‌ରେ ୫ମ ସଫଳତା ହାସଲ କରିଥିଲେ।

୪୯ତମ ଓଭରର ଶେଷ ବଲରେ ଅଷ୍ଟ୍ରେଲିଆର ଅଧିନାୟକ ପ୍ୟାଟ କମିନ୍ସ ବଡ଼ ଛକା ମାରି ନିଜର ବିସ୍ଫୋରକ ରୂପ ଦେଖାଇଥିଲେ। ଶେଷ ଓଭରର ଦ୍ୱିତୀୟ ବଲରେ କମିନ୍ସ ବେଶ ଚମତ୍କାର ଢଙ୍ଗରେ ଶାର୍ଦ୍ଦୁ ଠାକୁରଙ୍କୁ ଚୌକା ମାରିଥିଲେ। ତୃତୀୟ ବଲ ଡଟ ହୋଇଥିବା ବେଳେ ୪ର୍ଥ ବଲରେ ସେ ପୁଣି ଚୌକା ମାରିଥିଲେ। ୫ ବଲ୍‌ରେ କମିନ୍ସ ପୁଣି ୨ ରନ ହାସଲ କରିଥିଲେ।

ଶେଷ ବଲରେ ମଧ୍ୟ ସେ ଦୁଇ ରନ ନେଇ ଦଳୀୟ ସ୍କୋରକୁ ୨୭୬ ରନରେ ପହଞ୍ଚାଇ ଦେଇଥିଲେ। କମିନ୍ସ ଶେଷ ଯାଏ ୯ ବଲରେ ୨୧ ରନ କରି ଅପରାଜିତ ରହିଥିଲେ। ଶେଷ ୱିକେଟ ଭାବେ ଆଡାମ ଜାମ୍ପା (୨) ରନ ଆଉଟ ହୋଇଥିଲେ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story